-+91-9937148622 |

prerana_bgr@rediffmail.com |

  Monday 14th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||      ରେଟାମୁଣ୍ଡା ୟୁଥ୍ କ୍ଲବ ଆନୁକୁଲ୍ୟରେ ୫୦ ତମ ଫୁଟବଲ୍ ଟୁର୍ଣ୍ଣlମେଣ୍ଟ ଉଦଯାପିତ, ଆମ୍ବେଦକର ଏଫ୍ସି ବରଗଡ ଚମ୍ପିୟାନ   (13-Sep-2026)       ||      ପ୍ରତିଭାର ଆଲୋକରେ ଉଦ୍‌ଭାସିତ ହେଲା ପଥରଚେପା ଆଦର୍ଶ ବିଦ୍ୟାଳୟର ୧୨ତମ ପ୍ରତିଷ୍ଠା ଦିବସ   (13-Sep-2026)       ||      ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ସଚେତନତା କାର୍ଯକ୍ରମ   (13-Sep-2026)       ||      ଏଜି ଆମ୍ବୁଲାନ୍ସ ପକ୍ଷରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ l ଜରୁରୀକାଳୀନ ପରିସ୍ଥିତିରେ ପ୍ରତି ସେକେଣ୍ଡ ଦୁର୍ଘଟଣାଗ୍ରସ୍ତ ଆହତଙ୍କ ଜୀବନରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ    (12-Sep-2026)       ||      ରାଷ୍ଟ୍ରୀୟ ଲୋକ ଅଦାଲତ♦️୬୨,୪୮୭ ମାମଲାର ଫଇସଲା   (12-Sep-2026)       ||      *ଅବୈଧ ମଦ କାରବାର ବନ୍ଦ ପାଇଁ ଡାବୁଗାଁ ଅବକାରୀ ଥାନା ରେ ଅଭିଯୋଗ ପତ୍ର ଦିଆଗଲା*   (12-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ   (12-Sep-2026)       ||      ସଇଁତଳାକୁ ଏନ୍‌ଏସି ମାନ୍ୟତା ଦାବିକୁ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସମର୍ଥନ   (12-Sep-2026)       ||      ବୋଧାୟନ ବିରଚିତ ସଂସ୍କୃତ ପ୍ରହସନ ଭଗବତଜ୍ଜୁକମ୍ ମଞ୍ଚସ୍ଥ   (12-Sep-2026)       ||     

HOME   ଜିଲ୍ଲା

 କେନ୍ଦୁଝର ରେ ଦେଶର ଭବିଷ୍ୟତ ବିପଦରେ 

14-Oct-2025



କେନ୍ଦୁଝର(ପ୍ରେରଣା ଖବର): ଅସାଧୁ ବେପାରୀ ଆଉ ବେପରୁଆ ଅଧିକାରୀଙ୍କ ପାଇଁ କେନ୍ଦୁଝରରେ ଦେଶର ଆଗାମୀ ପିଢୀ ବିପଦରେ, ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନର ନିର୍ଦେଶାବଳୀ ଏବଂ ନିର୍ଦେଶନାମା କୁ ଅସାଧୁ ଶିକ୍ଷା ବେପାରୀ ମାନେ ଫୁ କରି ଉଡାଇଦେଇ ନିଜର ଆର୍ଥିକ ସାମ୍ରାଜ୍ୟକୁ ଶିଖର କୁ ନେଇଯିବାରେ ତତ୍ପର କିନ୍ତୁ ଏଥିପାଇଁ ଦେଶର ଆଗାମୀ ବଂଶଧର ମାନେ ବିପଦରେ ପଡୁଛନ୍ତି ଏଥିପାଇଁ କେହିବି ଚିନ୍ତିତ ନୁହନ୍ତି, ବିଗତ ବର୍ଷ ରେ ଏକ ଭୟାବହ ଦୁର୍ଘଟଣା ପରେ ରାଜ୍ୟ ସରକାର ରାଜ୍ୟର ସମସ୍ତ ସରକାରୀ ବେସରକାରୀ ଶିକ୍ଷାନୁଷ୍ଠାନ ଗୁଡିକ ପାଇଁ ସ୍ୱତନ୍ତ୍ର ନିର୍ଦେଶାବଳୀ କାର୍ଯ୍ୟକାରି କରିଥିଲେ, ଏଥିରେ ଛାତ୍ର ଛାତ୍ରୀ ଙ୍କ ଯାତାୟାତ ପାଇଁ ବ୍ୟବହୃତ ଯାନବାହାନ ଗୁଡିକର ସୁରକ୍ଷା ଅନ୍ୟତମ ଥିଲା,କିନ୍ତୁ କିଛି ଦିନ ପରେ ସବୁ ଲଗାମ ବିହୀନ ହୋଇଗଲାଣି, ଛାତ୍ରଛାତ୍ରୀ ଯାତାୟାତ ପାଇଁ କିଛି ଶିକ୍ଷାନୁଷ୍ଠାନ ବ୍ୟବହାର କରୁଥିବା ଯାନବାହାନ ଗୁଡିକରେ ଗୁରୁତର ତ୍ରୁଟି କୁ କେହି ସାମାନ୍ୟତମ ଦୃଷ୍ଟି ମଧ୍ୟ ଦେଉନାହାନ୍ତି, ଅନେକ ଯାନ ଗୁଡିକ ର ଫିଟନେସ, ଇନ୍ସୁରାନ୍ସ, ପଲ୍ୟୁସନ ମଧ୍ୟ ସନ୍ଦେହ ଘେରରେ, ଅଗ୍ନି ସୁରକ୍ଷା ଉପକରଣ ପ୍ରାୟତଃ ନାହିଁ, ଏହା ବ୍ୟତୀତ କୋମଳମତି ପିଲାଙ୍କୁ ଅତି ବିପଦପୁର୍ଣ ଭାବେ ହେୟଜ୍ଞାନ ମଧ୍ୟରେ ପରିବହନ କରାଯାଉଛି,ପ୍ରତିଦିନ ସହରରେ ଏହା ବହୁଳ ଭାବରେ ଦୃଷ୍ଟିଗୋଚର ହେଉଥିବା ବେଳେ ପରିବହନ ବିଭାଗ, ପୋଲିସ ପ୍ରଶାସନ ସମ୍ପୂର୍ଣ୍ଣ ଆଖି ବୁଜିଦେଇଛି, ଆଉ ଅଭିଵାବକ ମାନେ ନିରୁପାୟ ହୋଇ ନିଜର ଶିଶୁ ମାନଙ୍କୁ ଭଗବାନଙ୍କ ଭରସାରେ ଛାଡ଼ିଦେଇ ସବୁବେଳେ ଆଶଙ୍କିତ ରହୁଛନ୍ତି, ସହରରେ ତିନିଚକିଆ ଅଟୋ, କେତେକ ବସ ରେ ଏ ଦୃଶ୍ୟ ନିତିଦିନିଆ, ଯଦି କିଛି ଅଘଟଣ ଘଟେ ସେତେବେଳେ ଦାୟୀ ଯିଏବି ରହୁନା କାହିଁକି କ୍ଷତି ତ ହେବ ଅଭିଭାବକଙ୍କର, ଆଜିବି ଜିଲ୍ଲାର ଅନେକ ଶିକ୍ଷାନୁଷ୍ଠାନରେ ଶିକ୍ଷାଦାନ ଏକ ଲାଭଜନକ ବ୍ୟବସାୟ ହୋଇ ଯାଇଛି, ଅନେକ ଶିକ୍ଷାନୁଷ୍ଠାନରେ ଅବସର ପ୍ରାପ୍ତ ପରିଣତ ବୟସର ଶିକ୍ଷକ, ଅଣତାଲିମ ପ୍ରାପ୍ତ ଶିକ୍ଷକ ମାନଙ୍କୁ କମ ଦରମାରେ ନିଯୁକ୍ତି କରି ଅଭିଵାବକ ମାନଙ୍କ ଠାରୁ ବିଭିନ୍ନ ଉପାୟରେ ଅନେକ ଶୋଷଣ କରାଯାଉ ଥିବାର ବହୁ ଗୁରୁତର ଅଭିଯୋଗ ଆସିଲେ ମଧ୍ୟ ପ୍ରଶାସନ ଏଥିପ୍ରତି ନିଘା ନ ଦେବା ବାସ୍ତବିକ ଦୁଃଖଦାୟକ, ଅନେକ ଶିକ୍ଷାନୁଷ୍ଠାନ ଜୋର ଜବରଦସ୍ତ ଭାବେ ସେମାନଙ୍କ ନିର୍ଧାରିତ ଦୋକାନ ମାନଙ୍କରୁ ୟୁନିଫର୍ମ ଚଢା ଦରରେ କିଣିବାକୁ ବାଧ୍ୟ କରୁଥିବାର ମଧ୍ୟ ଗୁରୁତର ଅଭିଯୋଗ କରନ୍ତି ସହର ର ସଂଖ୍ୟାଧିକ ଅଭିଵାବକ, ଆଜି ମଧ୍ୟ ଦିନ ଗୋଟାଏ ବେଳେ ପ୍ରଚଣ୍ଡ ଖରାରେ ସହର ର ଏକ ଛକ ରେ ଏକ ସ୍କୁଲ ବସ ରେ ବହୁ କୋମଳମତି ଶିଶୁ ଓଭରଲୋଡ଼ ମାଲବୋଝେଇ ପରି ବିପଦସଂକୁଳ ଯାତ୍ରା ପରିଲକ୍ଷିତ ହେବାରୁ ବହୁ ପିତାମାତା ଓ ବରିଷ୍ଠ ନାଗରିକ ବୃନ୍ଦ ଚିନ୍ତାପ୍ରକଟ କରିଛନ୍ତି, ଜିଲ୍ଲା ପ୍ରଶାସନ ତୁରନ୍ତ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଛାତ୍ର ଛାତ୍ରୀ ଙ୍କ ଯାତାୟାତ ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି


News Comment




Photo in News

Advertisment
Lastest News
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026
  ଜିଲ୍ଲା  
ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ   13-Sep-2026
  ଜିଲ୍ଲା  
କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026
  ଜିଲ୍ଲା  
କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   13-Sep-2026
  ଜିଲ୍ଲା  
ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   13-Sep-2026
  ଜିଲ୍ଲା  
ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ   13-Sep-2026
  ଜିଲ୍ଲା  
ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି   13-Sep-2026
  ଜିଲ୍ଲା  
ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   13-Sep-2026
  ଜିଲ୍ଲା  
ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   13-Sep-2026
  ଜିଲ୍ଲା  
ରେଟାମୁଣ୍ଡା ୟୁଥ୍ କ୍ଲବ ଆନୁକୁଲ୍ୟରେ ୫୦ ତମ ଫୁଟବଲ୍ ଟୁର୍ଣ୍ଣlମେଣ୍ଟ ଉଦଯାପିତ, ଆମ୍ବେଦକର ଏଫ୍ସି ବରଗଡ ଚମ୍ପିୟାନ   13-Sep-2026

You Might Also Like