-+91-9937148622 |
prerana_bgr@rediffmail.com |
Monday 27th April 2026 |
R.N.I. Regd No. ODIODI/2010/46693
Breaking News
05-Oct-2025
ତୁଷୁରା(ପଞ୍ଚାନନ ନାଏକ): ଆଜି ତୁଷୁରା ଧାନଘରା ସ୍ଥିତ ତେଲନଦୀ ବ୍ରିଜ ଉପରୁ ଡେଇଁ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି l ସୂଚନା ଅନୁସାରେ ଆଜି ସକାଳ ୧୦ ଟା ସମୟରେ ଧାନଘରା ର କୀର୍ତି ରଣା ବୟସ ୭୫ତେଲ ନଦୀ ବ୍ରିଜ ଉପରୁ ଡେଇଁ ଆତ୍ମହତ୍ୟା କରିଛନ୍ତି l ଗତକାଲି ତାଙ୍କ ପଡୋଶୀଙ୍କ ସହ କିଛି ନିଜସ୍ୱ କଥାରେ କଳହ ହୋଇ ମାଡ଼ ଗାଳି ହୋଇଥିଲା କିନ୍ତୁ ଦିନଟେ ପରେ ଆଜି ବୃଦ୍ଧ ଜଣକ ଆସି ବ୍ରିଜ ଉପରୁ ଡେଇଁ ଥିଲେ l ସୂଚନା ପାଇ ତୁଷୁରା ପୋଲିସ ଓ ଗୁଡଭେଲା ପୋଲିସ ଉକ୍ତ ସ୍ଥାନକୁ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି l