-+91-9937148622 |
prerana_bgr@rediffmail.com |
Thursday 30th April 2026 |
R.N.I. Regd No. ODIODI/2010/46693
Breaking News
30-Sep-2025
(ପ୍ରେରଣା ଖବର)
ବରଗଡ଼ ଜିଲ୍ଲା ଝିଅ ବଲାଙ୍ଗୀର ଜିଲ୍ଲା ର ବୋହୁ ସମାଜସେବୀ ସଂଗୀତା ମହାପାତ୍ର (ମିଶ୍ର )ଙ୍କୁ ଗତ 26/09/2025ରେ ନିଖିଳ ଓଡିଶା ସ୍ବେଛାସେବୀ ମହାସଂଘ ପକ୍ଷରୁ କୋରାପୁଟ ଜିଲ୍ଲା ସଭାନେତ୍ରୀ ଭାବେ ମନୋନୀତ କରାଯାଇଛି।ସମାଜସେବୀ ସଂଗୀତା ମହାପାତ୍ର (ମିଶ୍ର )ବୃକ୍ଷ୍ୟ ରୋପଣ, ନାରୀଶସକ୍ତି କରଣ, ମାଗଣା ଶିକ୍ଷ୍ୟା ଦାନ, ଗରିବ ଓ ଅସହାୟ ଲୋକଙ୍କ ସାହାଯ୍ୟ ପାଇଁ ଚେଷ୍ଟା କରି ଆସିଛନ୍ତି। ସେ କୁହନ୍ତି ଜୀବନଟା କେତେ ଦିନ ପାଇଁ ଯେତେ ଦିନ ବଞ୍ଚିବା ଅନ୍ୟର ଉପକାର କରିବା। "ମାନବସେବା ହିଁ ମାଧବ ସେବା"।ସେ ସବୁବେଳେ ଏକ ସୁନ୍ଦର ସମାଜ ଗଠନ ପାଇଁ ପ୍ରୟାସ କରି ଆସିଛନ୍ତି।ଭଗବାନଙ୍କ ଠାରେ ଆମେ ପ୍ରାର୍ଥନା କରିବା ତାଙ୍କର ଇଚ୍ଛା ପୂରଣ ହେଉ।