-+91-9937148622 |
prerana_bgr@rediffmail.com |
Friday 1st May 2026 |
R.N.I. Regd No. ODIODI/2010/46693
Breaking News
29-Sep-2025
(ପ୍ରିୟଦର୍ଶିନୀ ପାତ୍ର,)
ଡାବୁଗାଁ ରେ ଦୁର୍ଗା ପୂଜା ପାଇଁ ସମ୍ପୂର୍ଣ ଚଳଚଞ୍ଚଳ ହଇ ଉଠିଛି ସ୍ଥାନୀୟ ଅଞ୍ଚଳ। ଗତକାଲି ମାଙ୍କ ପୁଜା ପାଇଁ ୧୦୮ କଳସରେ ଜଳ ଆଣିବା ପରେ ସମ୍ପୂର୍ଣ ରୀତିନୀତି ରେ ପୂଜା ଆରମ୍ବ ହୋଇ ଯାଇଥିଲା ଏବଂ ଆଜି ଦିନ ୧୨ ଘଣ୍ଟା ପରେ ଭକ୍ତଙ୍କୁ ଦର୍ଶନ ଦେଲେ ଜଗତ ଜନନୀ ମାଁ ଦୁର୍ଗା। ଅଜିରୁ ଦଶମୀ ପର୍ଯ୍ୟନ୍ତ ଡାବୁଗାଁ ଅଂଚଳରେ ଗହଳ ଚହଲ ଲାଗିରହିବ।ଦୁର୍ଗା ପୂଜା ହିନ୍ଦୁଧର୍ମାବଲମ୍ବୀମାନଙ୍କର ତଥା ଓଡ଼ିଶାର ଏକ ପ୍ରମୁଖ ପର୍ବ । ଏହି ପର୍ବର ଶେଷ ଦିନଟିକୁ ଦଶହରା ବା ବିଜୟା ଦଶମୀ ନାମରେ ପରିଚିତ । ଦୁର୍ଗା ପୂଜା ଶକ୍ତି ଉପାସନାର ପର୍ବ ।