-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
28-Sep-2025
(ପ୍ରିୟଦର୍ଶିନୀ ପତ୍ର)
ସେପ୍ଟେମ୍ବର ମାସର ଶେଷ ରବିବାର ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଅନୁଷ୍ଠିତ ମନ୍ କି ବାତ୍ କାର୍ଯ୍ୟକ୍ରମ ଡାବୁଗାଁ ମଣ୍ଡଳ ର ବିଭିନ୍ନ ବୁଥ ରେ ଅନୁଷ୍ଠିତ ହୋଇ ଯାଇଛି। ମଣ୍ଡଳ ସଭାପତି ମନୋଜ କୁମାର ପାତ୍ର, ବିଜେପି ର ବରିଷ୍ଠ ନେତା ଜେ ରାଜଶେଖର ରାଓ, ରାଜ୍ୟ କୃଷକ ମୋର୍ଚ୍ଚା କାର୍ଯ୍ୟକାରିଣୀ ସଭ୍ୟ ଜୟନ୍ତ କୁମାର ପାତ୍ର, ମହେଶ ପାତ୍ର, ଜି କିରଣ, ପାଫିନ ମୁନି, ଜି ସତ୍ୟ ରାଓ, ଜିଲ୍ଲା ଦିସା କମିଟି ସଭ୍ୟ ଲକ୍ଷ୍ମୀ ଜାନୀ, ନରୁ ସିଂ, ଦିନେଶ ସିଂ, ରତନ କଲାର, ଜ୍ୟୋତ୍ସ୍ନା ନାୟକ, ଶଙ୍କର ରାଓ, ଭେଙ୍କଟ ରାଓ, ଏବଂ ଅନ୍ୟମାନେ ବିଭିନ୍ନ ବୁଥ ରେ ରହି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ କାର୍ଯ୍ୟକ୍ରମ କୁ ଶେଷ ପର୍ଯ୍ୟନ୍ତ ଦେଖି ଥିଲେ।