-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
28-Sep-2025
ତୁଷୁରା,(ପଞ୍ଚାନନ ନାଏକ) ବଲାଙ୍ଗୀର ଜିଲ୍ଲା ତୁଷୁରା ସହର ସ୍ଥିତ ମାଁ ଗାୟତ୍ରୀ ଶକ୍ତିପୀଠ ପରିସରରେ ଏକ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ ହୋଇ ଯାଇଛି। ଦୀପକ ଶର୍ମା ଓ କବିତା ଶର୍ମା କର୍ତ୍ତା ଭାବେ କାର୍ଯ୍ୟ ତୁଲାଇ ଥିବା ବେଳେ ସନ୍ତୋଷ ସାହୁ ଯଜ୍ଞ ପରିଚାଳନା କରିଥିଲେ। ଏହି ଉପଲକ୍ଷେ ସାମ୍ବାଦିକ ମନୋଜ କୁମାର ଜୈନ ଓ ମମତା ଜୈନଙ୍କ ପୁତ୍ରୀ ଲିତିକା ଜୈନଙ୍କ ଅନ୍ନ ପ୍ରସନ୍ନ ସଂସ୍କାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିବା ବେଳେ ଉପାଚାର୍ଯ୍ୟ ଗୋପାଳ ଅଦାବରିଆ,ଜଗଦିଶ ଅଗ୍ରୱାଲ, ସଞ୍ଜୁ ଶର୍ମା, କଲ୍ୟାଣୀ ମେହେର, ସୁସମା ସାହୁ, ରାମା ଦେବୀ ଜୈନ, ନବ୍ୟା ଜୈନ ଆଦି ସହଯୋଗ କରିଥିଲେ।