-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||      ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ    (23-Sep-2026)       ||      ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   (23-Sep-2026)       ||      ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||      *୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   (22-Sep-2026)       ||      *ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   (22-Sep-2026)       ||      ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   (22-Sep-2026)       ||     

HOME   ଜିଲ୍ଲା

*ସୁବର୍ଣ୍ଣପୁର ଠାରେ ମେଗା ସ୍ୱାସ୍ଥ୍ୟ ଶିବିର*- *ମା ସୁରେଶ୍ଵରୀ ଙ୍କ ଆଜ୍ଞା ମାଳା ପରେ ଶୁଭାରମ୍ଭ ହେଲା ଶିବିର - ଯୋଗଦେଲେ ଜିଲ୍ଲାପାଳ, ପ୍ରାକ୍ତନ ବିଚାରପତି, ପ୍ରମେୟ ଗ୍ରୁପ ଏଡ଼ିଟର*

14-Sep-2025



ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ)
ଚିତ୍ତ ଜ୍ଞାନୀ ଚାରିଟେବୁଲ ଟ୍ରଷ୍ଟ, ସାମନ୍ତ ସାହି, କେନାଲ ରୋଡ୍, କଟକର ୫୫ତମ ମେଗା ସ୍ୱାସ୍ଥ୍ୟ ଶିବିର ସୁବର୍ଣ୍ଣପୁର ଜିଲ୍ଲାର ଗ୍ରାମବାସୀ ଙ୍କ ପାଇଁ ମା’ ସୁରେଶ୍ୱରୀ ମନ୍ଦିର ପରିସରରେ ଆଜି ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି l ଏହି ଶିବିର ପରିଚାଳନା ଏବଂ ତତ୍ତ୍ୱାବଧାନ କରିଥିଲେ ମ୍ୟାନେଜିଂ ଟ୍ରଷ୍ଟି ପ୍ରଫେସର ଡକ୍ଟର ଦତ୍ତେଶ୍ୱର ହୋତା l ମା’ ସୁରେଶ୍ୱରୀ ଙ୍କଠାରୁ ଆଜ୍ଞା ମାଳା ଗ୍ରହଣ କରିବା ପରେ ଶିବିର ଆରମ୍ଭ ହୋଇଥିଲା l ଓଡ଼ିଶା ହାଇକୋର୍ଟର ପ୍ରାକ୍ତନ ବିଚାରପତି ଶ୍ରୀ ଚିତ୍ତ ରଞ୍ଜନ ଦାଶ ସ୍ଵତନ୍ତ୍ର ଅତିଥି, ସୁବର୍ଣ୍ଣପୁର ଜିଲ୍ଲାପାଳ ଡଃ ନୃପରାଜ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଟ୍ରଷ୍ଟର ଏହି ମହତ୍ କାର୍ଯ୍ୟ କୁ ଭୂୟସୀ ପ୍ରଶଂସା କରି ଟ୍ରଷ୍ଟର ଏକ ସ୍ମରଣିକା ଉନ୍ମୋଚନ କରିଥିଲେ l ପ୍ରମେୟ ଖବର କାଗଜ ର ଗ୍ରୁପ୍ ଏଡ଼ିଟର ଶ୍ରୀ ଗୋପାଳ କୃଷ୍ଣ ମହାପାତ୍ର, ନିଉଜ୍- 7 ଟିଭି ଚ୍ୟାନେଲ ଏକ୍ସିକୁଟିଭ ଏଡ଼ିଟର ଦେବ ନାରାୟଣ ସେଠି, ସୁବର୍ଣ୍ଣପୁର ଡିଏଫ୍ଓ ମଦନ ଲାଲ ଶର୍ମା, ଟ୍ରଷ୍ଟ ଅଧ୍ୟକ୍ଷ ଗୋଧନେଶ୍ୱର ହୋତା, ସମ୍ପାଦକ ରାଜେଶ୍ୱର ହୋତା, ମ୍ୟାନେଜିଙ୍ଗ ଟ୍ରଷ୍ଟି ଡାକ୍ତର ଦତ୍ତେଶ୍ୱର ହୋତା, ଡାକ୍ତର ସୁଜାତା ପୁଜାରୀ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ମେଗା ସ୍ବାସ୍ଥ୍ୟ ଚିକିତ୍ସା ଶିବିର ପରିଦର୍ଶନ କରି ଆୟୋଜକ ଓ ସ୍ବେଛାସେବୀ ଙ୍କୁ ଉତ୍ସାହିତ କରିଥିଲେ l ଶିବିରରେ ଭୁବନେଶ୍ୱର, କଟକ, ବୁର୍ଲା, ସମ୍ବଲପୁର ଏବଂ ବଲାଙ୍ଗିରରୁ ଲବ୍ଧ ପ୍ରତିଷ୍ଠିତ ବିଶେଷଜ୍ଞ ଏବଂ ସୁପର ସ୍ପେଶାଲିଟି ର ୨୨ ଜଣ ଡାକ୍ତର ରୋଗୀ ଙ୍କୁ ଉତ୍ତମ ସେବା ପ୍ରଦାନ କରିଥିଲେ l ରୋଗୀମାନଙ୍କ ପାଇଁ ବିଭିନ୍ନ ରକ୍ତ ପରୀକ୍ଷା, ୟୁରୋଫ୍ଲୋମେଟ୍ରି, ପଲ୍‌ମୋନାରୀ ଫଙ୍କସନ୍ ଟେଷ୍ଟ, ଇସିଜି ଇତ୍ୟାଦି ଯାଞ୍ଚ କରାଯାଇଥିଲା l ଆଜିର  ମେଗା ସ୍ୱାସ୍ଥ୍ୟ ଶିବିରରେ ୧୨୦୦ ରୁ ଉର୍ଦ୍ଧ୍ଵ ରୋଗୀଙ୍କୁ ଚିକିତ୍ସା କରା ଯାଇଥିଲା l ଶିବିରରେ ରୋଗୀ ଙ୍କ ପାଇଁ ମାଗଣା ଚଷମା, ଲମ୍ବର ବେଲ୍ଟ, ସର୍ଭାଇକାଲ୍ କଲାର ଏବଂ ଆଣ୍ଠୁ କ୍ୟାପ୍ ସହିତ ମାଗଣା ଔଷଧ ଏବଂ ପ୍ରସାଦ ପ୍ରଦାନ କରାଯାଇଥିଲା l ବିଶେଷଜ୍ଞଙ୍କ ଦ୍ୱାରା ଫିଜିଓଥେରାପି ତାଲିମ ମଧ୍ୟ ଦିଆଯାଇଥିଲା l ଦନ୍ତ ସର୍ଜନ ଦନ୍ତ ରୋଗରେ ପୀଡିତ ରୋଗୀଙ୍କ ଚିକିତ୍ସା କରିଥିଲେ ଏବଂ ଦାନ୍ତ ମଧ୍ୟ ବାହାର କରିଥିଲେ। ଗ୍ରାମାଞ୍ଚଳ ର  ରୋଗୀମାନେ ଶୃଙ୍ଖଳା ଓ ଆଗ୍ରହ ର ସହ ଶିବିରରେ ଯୋଗ ଦେଇଥିଲେ l ଶିବିର  ପରିଚାଳନାରେ ୬୦ ଜଣ ପାରା ମେଡିକାଲ୍ ଏବଂ ସହାୟକ କର୍ମଚାରୀଙ୍କ ଏକ ଦଳ ସାହାଯ୍ୟ କରିଥିବା ବେଳେ ୪୦ ଜଣ ସ୍ଥାନୀୟ ସ୍ବେଛାସେବୀ ପୂର୍ଣ୍ଣ ସହଯୋଗ କରିଥିଲେ l ଟ୍ରଷ୍ଟର ମିଡିଆ ସେଲ ବିପିନ ସିଂ ମିଡିଆଙ୍କୁ ସମସ୍ତ ସୂଚନା ପ୍ରଦାନ କରିଥିଲେ l ଟ୍ରଷ୍ଟ ର ଅଧ୍ୟକ୍ଷ ଓ ମେନେଜିଂ ଟ୍ରଷ୍ଟି ଜିଲ୍ଲା ପ୍ରଶାସନ ଓ ମା’ ସୁରେଶ୍ୱରୀ ମନ୍ଦିର ଯଜ୍ଞ କମିଟିର ସଦସ୍ୟ ଏବଂ ସ୍ୱେଚ୍ଛାସେବୀ ମାନଙ୍କୁ ସେମାନଙ୍କ ସହଯୋଗ ପାଇଁ ଗଭୀର କୃତଜ୍ଞତା ଜଣାଇଥିଲେ l ସୁବର୍ଣ୍ଣପୁର ଜିଲ୍ଲାରେ ସ୍ୱାସ୍ଥ୍ୟ ସଚେତନତା, ବିଭିନ୍ନ ରୋଗ ଚିହ୍ନଟ, ମାଗଣା ଔଷଧ, ଚଷମା ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସହାୟକ ଯୋଗାଇବା ପାଇଁ ଏହି ଶିବିର ଆୟୋଜନ କରାଯାଇଥିଲା।
ଚିତ୍ତ ଜ୍ଞାନୀ ଚାରିଟେବୁଲ ଟ୍ରଷ୍ଟ ଅପହଞ୍ଚ ଅଞ୍ଚଳର ରୋଗୀଙ୍କ ସେବା ପ୍ରଦାନ ଉଦ୍ଦେଶ୍ୟରେ ଆଜିର ଏହି ଶିବିର ଆୟୋଜନ କରିଥିବା ପ୍ରକାଶ କରିଛନ୍ତି l ଆଜିର ଏହି ଶିବିର ପରିଚାଳନା ରେ ସ୍ୱଚ୍ଛ ଭାରତ ସଂଗଠନ, ଦିବ୍ୟ ଉର୍ଯ୍ୟା ଯୋଗ ସେବା ସମିତି, ବରିଷ୍ଠ ନାଗରିକ ସଂଘ, ସୋନପୁର କଲେଜ ଏନସିସି, ଭାରତ ବିକାଶ ପରିଷଦ ସୋନପୁର ଶାଖା ପକ୍ଷରୁ ସମ୍ପୂର୍ଣ୍ଣ ସହଯୋଗ କରଯାଇଥିଲା l


News Comment




Photo in News

Advertisment
Lastest News
  ଜିଲ୍ଲା  
ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   23-Sep-2026
  ଜିଲ୍ଲା  
ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   23-Sep-2026
  ଜିଲ୍ଲା  
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   23-Sep-2026
  ଜିଲ୍ଲା  
ଜିଲ୍ଲା ବ୍ରାହ୍ମଣ ମହାସଭା   23-Sep-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ   23-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   23-Sep-2026
  ଜିଲ୍ଲା  
*ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   23-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   23-Sep-2026
  ଜିଲ୍ଲା  
ଟ୍ରେନରୁ ଖସି ପଡ଼ି ଯୁବକ ମୃତ   23-Sep-2026
  ଜିଲ୍ଲା  
ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   23-Sep-2026
  ଜିଲ୍ଲା  
ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   23-Sep-2026
  ଜିଲ୍ଲା  
ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   23-Sep-2026

You Might Also Like