-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||     

HOME   ଜିଲ୍ଲା

ଆଉ ୧୨ ଦିନ ପରେ ମାଁ ଦ୍ୱାରସେହ୍ନୀ ଙ୍କ ପ୍ରସିଦ୍ଧ ଡେଙ୍ଗସର୍ଗୀ ଯାତ୍ରା , ଆସ୍ଥା , ବିଶ୍ବାସ ଓ ପରମ୍ପରା କୁ ଦୃଷ୍ଟିରେ ରଖି ସିନ୍ଧେକେଲା - ଟିଟିଲାଗଡ଼ ରାସ୍ତା କାମ ସମ୍ପୁର୍ଣ୍ଣ କରିବାକୁ ଦାବି

11-Sep-2025



ସିନ୍ଧେକେଲା(ଅନୀଲ କୁମାର ତ୍ରିପାଠୀ):  ବଲାଙ୍ଗୀର ଜିଲ୍ଲା ଟିଟିଲାଗଡରୁ ସିନ୍ଧେକେଲା ରାସ୍ତା କାମକୁ ପ୍ରାୟ ଦୁଇବର୍ଷରୁ ଅଧିକ ସମୟ ହୋଇଯାଇଛି। ହେଲେ ରାସ୍ତା କାମ ଧକେଇ ଧକେଇ ଚାଳିଛି। ସରକାର ବଦଳିଗଲା ସରକାରୀ କର୍ମଚାରୀ ବଦଳିଗଲେ କିଛି ଜିଲ୍ଲା ସ୍ତରର ବଡ଼ବଡ଼ିଆ ବିଭାଗୀୟ ବାବୁ ଜିଲ୍ଲା ର ବିଭିନ୍ନ ରାସ୍ତା କାମରେ ଦୁର୍ନୀତି ଅଭିଯୋଗରେ ଜେଳ ବି ପହଞ୍ଚିଗଲେ। ହେଲେ ସିନ୍ଧେକେଲାରୁ ଟିଟିଲାଗଡ଼ ଏମଡିଆର ରାସ୍ତା ନିର୍ମାଣ କାମ ସଂପୂର୍ଣ୍ଣ ହେବାର ନାଁ ନେଉନାହିଁ। ସିନ୍ଧେକେଲାରୁ ଟିଟିଲାଗଡ଼ ୨୭ କିଲୋମିଟର ରାସ୍ତା କୁ ପ୍ରାୟ ୫୪ କୋଟି ଟଙ୍କାର ବ୍ୟୟ ଅଟକଳରେ ରାସ୍ତା କାମ ଚାଳିଥିବା ବେଳେ ଅଦ୍ୟାବଧି ପର୍ଯ୍ୟନ୍ତ ଅଧାପନ୍ତରିଆ ରହିଛି। ଏହାକୁ ନେଇ ଜନ ଅସନ୍ତୋଷ ବଢିବାରେ ଲାଗିଛି। କିନ୍ତୁ ବିଭାଗୀୟ ଅଧିକାରୀ ମାନେ ନିରବଦ୍ରଷ୍ଟା ସାଜିଥିଲା ବେଳେ କାମ ପାଇଥିବା ଠିକା ସଂସ୍ଥା ମନମାନୀ ଚଳାଇଥିବା ନିଆଁ ରେ ଘିଅ ଢାଳିବା ସଦୃଶ ଆଗରୁ ରହିଆସିଛି। କିନ୍ତୁ ଏପଟେ ଏବେ ସିନ୍ଧେକେଲା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମାଁ ଦ୍ୱାରସେହ୍ନୀ ଙ୍କ ପ୍ରସିଦ୍ଧ ଦଶହରା ଯାତ୍ରା ମଧ୍ୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଇଚଗାଁ ଯାତ୍ରା ବା ଡେଙ୍ଗସର୍ଗୀ ଯାତ୍ରା ଚଳିତ ମାସ ୨୨ ତାରିଖ ସୋମବାର ଦିନ ହେବାକୁ ଯାଉଛି। ତେବେ ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏହିଦିନ ମାଁ ଦ୍ୱାରସେହ୍ନୀ ଙ୍କ (ବିବାହ) କନିଆ ଅନା ଯାତ୍ରା ଅନୁଷ୍ଠିତ ହେବ। ତେଣୁ

ବୁଢ଼ାରଜା ସିନ୍ଧେକେଲା ମନ୍ଦିର ରୁ ଇଚଗାଁ ୯ କିଲୋମିଟର ପର୍ଯ୍ୟନ୍ତ ଚାଳିକି ଯାଇ ସେଠାରେ ରିତୀନିତୀ ଅନୁଯାଇ ବିବାହ ସମ୍ପନ୍ନ ହେବାପରେ ସିନ୍ଧେକେଲା ପ୍ରତ୍ୟାବର୍ତ୍ତନ କରିବେ। ଏଥିରେ ପ୍ରାୟ ୩୦ ହଜାର ରୁ ଅଧିକ ଲୋକଙ୍କ ସମାଗମ ହୋଇଥାଏ। ତଥା ନିଜେ ଏ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମାଁ ଦ୍ୱାରସେହ୍ନୀ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କସହ ପାଦରେ ଚାଳି ଚାଳି ଯାଇ ଫେରିବାକୁ ଥିଲେ ହେଁ ରାସ୍ତା କାମ ସମ୍ପୁର୍ଣ୍ଣ ନ ହୋଇଥିବାରୁ ଜନ ଅସନ୍ତୋଷ ବଢିବାରେ ଲାଗିଛି। ବିଶେଷ କରି ସିନ୍ଧେକେଲା ବସଷ୍ଟାଣ୍ଡ ରୁ ପ୍ରାୟ ୯ ଶହ ମିଟର ରାସ୍ତା ୨୦ ତାରିଖ ପର୍ଯ୍ୟନ୍ତ କାମ ତୁରନ୍ତ ଶେଷ କରିବାକୁ ଓଡ଼ିଶା ୟୁନିଅନ ଅଫ ଜର୍ଣ୍ଣାଲିଷ୍ଟ ବଲାଙ୍ଗୀର ଜିଲ୍ଲା ଟ୍ରିବୁନାଲ ଅଧ୍ୟକ୍ଷ ଅନିଲ କୁମାର ତ୍ରିପାଠୀ, ସିନ୍ଧେକେଲା ବଣିକ ସଂଘ ସଭାପତି ସୁବାସ ଜୈନ, ଯୁବନେତା ଯୁବରାଜ ବାଗ, କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ଗରିବସେନା ସଭାପତି ଦିନେଶ ତାଣ୍ଡି , ସାମ୍ବାଦିକ ଦିନେଶ ଜୈନ, ସୁଶାନ୍ତ ଥନାପତୀ ପ୍ରମୁଖ ଦାବି କରିଛନ୍ତି। ଏବଂ କୌଣସି କାରଣରୁ ଯଦି ଏ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀଙ୍କ ଯାତ୍ରା ଆସ୍ଥା, ବିଶ୍ବାସ ଓ ପରମ୍ପରା ସହ ଭାବାବେଗକୁ ନଜରରେ ରଖି ଯଦି କାମ ନ ହୁଏ ତେବେ ଘୋର ପ୍ରତିବାଦ ସହ ଆନ୍ଦୋଳନ କରିବାକୁ ବାଧ୍ୟ ହେବୁ ବୋଲି ସୁଚନା ଦେଇଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   17-Sep-2026
  ଜିଲ୍ଲା  
ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   17-Sep-2026
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026
  ଜିଲ୍ଲା  
ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   17-Sep-2026
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026

You Might Also Like