-+91-9937148622 |

prerana_bgr@rediffmail.com |

  Wednesday 16th September 2026 |

| | | |

R.N.I. Regd No. ODIODI/2010/46693

Breaking News

*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||     

HOME   ଜିଲ୍ଲା

*ସୁବର୍ଣ୍ଣପୁର ସହର ରେ ୯ ବର୍ଷ ର ବାଳକ ନିଖୋଜ*- *ବାପା ମା ଙ୍କୁ ଟଙ୍କା ମାଗି ଧମକ ଦେଲା ଅପହରଣକାରୀ*- *ସହର ଲୋକେ ଆତଙ୍କିତ* *ପୋଲିସ ଉପରେ ଲୋକେ ଭରଷା ରଖିବେ ତ* ?

08-Sep-2025



ସୋନପୁର (ମନୋରଞ୍ଜନ ତ୍ରିପାଠୀ)
 ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମାର ପଟାଭାଡ଼ି ଅଞ୍ଚଳ ରୁ ଜଣେ ବ୍ୟବସାୟୀ ଙ୍କ ପୁଅ (ନଅ ବର୍ଷ ର ନାବାଳକ) ଙ୍କୁ କିଛି ଦୁର୍ବୁତ୍ତ ଅପହରଣ କରି ଥିବା ବିଷୟ ଗତ କାଲି  ରବିବାର ରାତି ୧୨ ଟା ସ୍ଥାନୀୟ ଥାନା ରେ ଅଭିଯୋଗ ହୋଇଛି l ଛୋଟ ଛୁଆ ଟି ବାପା ଙ୍କୁ କହି ନିକଟସ୍ଥ ଏକ ଫାଷ୍ଟ ଫୁଡ୍ ଦୋକାନ କୁ ମଞ୍ଚୁରାନ ଖାଇବାକୁ ଯାଇ ରାତି ୯ ଟା ଯାଏ ଆଉ ଫେରି ନ ଥିବାରୁ ପିଲା ର ବାପା ମାଆ ପାଖ ପଡିଶା ବହୁ ଖୋଜା ଖୋଜି କରିଥିଲେ l ଖୋଜା ଖୋଜି କଲା ବେଳେ ରାତି ୯ ଟା ରେ ଉକ୍ତ ବ୍ୟବସାୟୀ ଙ୍କ  ପାଖ କୁ ଏକ ଅଜଣା ଫୋନ କଲ୍ ରୁ ୨୦ ଲକ୍ଷ ଟଙ୍କା ଦେଲେ ତୁମ ଛୁଆ କୁ ନେବ ବୋଲି ଧମକ ଆସିଥିବା ବିଷୟ ଆଜି ସକାଳେ ପିଲା ର ବାପା  ଶ୍ରଦ୍ଧା କର ନାଏକ ମିଡିଆ ଙ୍କୁ ପ୍ରକାଶ କରିଥିଲେ l ଏ ଖବର ପ୍ରସାରିତ ହେବା ପରେ ଚନ୍ଦ୍ର ଗ୍ରହଣ ଛୁଇଁ ଥିବା ସତ୍ତ୍ବେ ବି ପଟା ଭାଡ଼ି ଅଞ୍ଚଳ ରେ  ହଜାର ଲୋକ ଙ୍କ ଭିଡ଼ ହୋଇଥିଲା l ପୋଲିସ ପି ସି ଆର  ପହଞ୍ଚିବା ପରେ ରାସ୍ତା ଭିଡ଼ କୁ ନିୟନ୍ତ୍ରଣ କରି ଥିଲେ l ନିଖୋଜ ବାଳକ ର ବାପା ମା ଙ୍କୁ ନେଇ ପୋଲିସ ର ଏକ ସ୍ବତନ୍ତ୍ର ଟିମ ଗତ ରାତି ରେ ଓ ଆଜି ଦିନ ସାରା ଅନେକ ଅଞ୍ଚଳ ରେ ଖୋଜା ଖୋଜି କରିବା ପରେ ମଧ୍ୟ ୨୪ ଘଣ୍ଟା ଯାଏ ପୋଲିସ ର ହାତ ଖାଲି ନେଇ ସହର ଲୋକେ ପୋଲିସ ଉପରେ ଭରଷା ତୁଟାଇ ଦେଇଛନ୍ତି l ଥାନା ଅଧିକାରୀ ଙ୍କୁ ଆଜି କିଛି ମିଡିଆ ଯୋଗାଯୋଗ କରିବା ରୁ ନାବାଳକ ନିଖୋଜ ବୋଲି ଅଭିଯୋଗ ହୋଇଥିବା ଓ ପୋଲିସ ର ଛାନ ଭିନ୍ ଜାରି ରହିଥିବା ବିଷୟ ପ୍ରକାଶ କରିଛନ୍ତି l ବାକି ଏବେ ବୁଦ୍ଧିଜୀବୀ ଙ୍କ ପ୍ରଶ୍ନ  ଉଠେ ଯେ ନିଖୋଜ ନାବାଳକ ଙ୍କୁ ପୋଲିସ ଜୀବିତ ଉଦ୍ଧାର କରିବ ତ ? ଏ ପଟେ ଲୋକ ଙ୍କ ଅଭିଯୋଗ ଯେ ଜିଲ୍ଲା ପୋଲିସ ଟାଉନଥାନା ପୋଲିସ୍  ଫୋର୍ସ କରୁଛି କଣ କେଉଁ କାର୍ଯ୍ଯ ରେ ବ୍ୟସ୍ତ l ପ୍ରତ୍ୟେକ ଦିନ ସହରରେ ଛୋଟ ବଡ଼ ଚୋରି ରାହାଜାନି ହେଉଥିବା ବେଳେ ଆଜି ପିଲା ଅପହରଣ ବିଷୟ ସୁବର୍ଣ୍ଣପୁର ଇତିହାସ ରେ ଦ୍ଵୀତୀୟ ଘଟଣା l ୨୦୦୨ ମସିହାରେ ବୀର ମହାରାଜ ପୁର ରେ  ରେ ଏକ ନାବାଳକ  ଅପହରଣ ପରେ ଦୁବୃର୍ତ୍ତ ମାନେ ମାରି ମହାନଦୀ ରେ ଫିଙ୍ଗି ଦେଇଥିବା ଘଟଣା ଜିଲ୍ଲା ରେ ପ୍ରଥମ ଥିଲା l ସହର ଲୋକେ ଆଜି ର ଘଟଣା ପରେ ପୁରା ଭୟ ଭିତ ଆତଙ୍କିତ l ନିଜକୁ ଅସୁରକ୍ଷିତ ଭାବୁଛନ୍ତି ସହର ବାସୀ lଏବଂ ସହର ବାସୀ ଙ୍କ ଧନ ଜୀବନ ରକ୍ଷା କରିବା ସହ କଡ଼ାକଡ଼ି ପେଟ୍ରୋଲିଙ୍ଗ ବ୍ୟବସ୍ଥା କରୁନ୍ତୁ ବୋଲି ଆଜି  ବରିଷ୍ଠ ଆଇନଜୀବୀ ପ୍ରଦିପ ପୁରୋହିତ ଦାବି କରିଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   16-Sep-2026
  ରାଜ୍ୟ  
ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   16-Sep-2026
  ଜିଲ୍ଲା  
ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ   16-Sep-2026
  ଜିଲ୍ଲା  
ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   16-Sep-2026
  ଜିଲ୍ଲା  
ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   16-Sep-2026
  ଜିଲ୍ଲା  
ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   16-Sep-2026
  ଜିଲ୍ଲା  
ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   15-Sep-2026
  ଜିଲ୍ଲା  
କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   15-Sep-2026
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026

You Might Also Like