-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||     

HOME   ଜିଲ୍ଲା

କୁଷ୍ଠାଶ୍ରମର ଅନ୍ତେବାସୀଙ୍କ ସହ ଜନ୍ମଦିନ ପାଳନ କଲେ ଶିକ୍ଷୟିତ୍ରୀ

05-Sep-2025



ଅତାବିରା(ଆକାଶ ମିଶ୍ର): ଆଧୁନିକ ସଭ୍ୟତା ଠାରୁ ଅନେକ ଦୂରରେ ରହି ଜଣେ ଶିକ୍ଷୟିତ୍ରୀ  ପାଳନ କରୁଛନ୍ତି ତାଙ୍କର ଜନ୍ମଦିନ।  ସହରର ଚାକଚକ୍ୟକୁ ଭୁଲି  ନିଆରା  ଢଙ୍ଗରେ  ଆଜି ଜନ୍ମଦିନ ପାଳିଲେ  ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ  ଟୋପ ହାଇସ୍କୁଲ ର ବିଜ୍ଞାନ ଶିକ୍ଷୟିତ୍ରୀ ,କବୟିତ୍ରୀ ତଥା ସମାଜ ସେବୀ ଅନୁସୂୟା ଦେବତା । ନା କାଟିଲେ କେକ୍ ନା ହେଲା ହୋଟେଲ ଭୋଜିଭାତ, କିଛି ଅଲଗା ପ୍ରକାରରେ ପାଳନ ହେଲା ଜନ୍ମଦିନ।  ଆଧୁନିକ ଦୁନିଆରେ ନିଜ  ଜନ୍ମ ଦିନ ପାଳନ କରିବା ପାଇଁ  ଲୋକେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ବାର୍ଥଡେ ପାର୍ଟି ଆୟୋଜନ କରୁଛନ୍ତି। ନୂଆଁ ପୋଷାକ ,ଗହଣା ଆଦି କିଣି  ନିଜ  ବନ୍ଧୁ ବାନ୍ଧବ ବା ସାଙ୍ଗ ସାଥି ମାନଙ୍କ ସହ ଜନ୍ମଦିନ  ପାଳନ କରାଯାଉଛି । ବାର୍ଥଡେ ପାର୍ଟିରେ ଆଧୁନିକତାର ଛାପରେ ଅଗ୍ରସର ହୋଇ ବିଦେଶୀ ସଭ୍ୟତା ଢାଞ୍ଚାରେ ଭୋଜି ଭାତ,ନାଚ ଗୀତ ଭଳି ମଉଜ ମସ୍ତିର ଆସର କରାଯାଇ ଜନ୍ମଦିନକୁ ପାଳନ କରାଯାଉଛି , ଯେଉଁଥିରେ ସେମାନଙ୍କର ଷ୍ଟାଟସ ବା ଖାନଦାନିର ଉତ୍କଟ ବାସ୍ନା ପରିଲକ୍ଷିତ ହୋଇଥାଏ। ହେଲେ ଏକ ନିଆରା ଢଙ୍ଗରେ ଆଧୁନିକତା ,ଷ୍ଟାଟସ ,ପାଶ୍ଚାତ୍ୟ ସଭ୍ୟତା ଠାରୁ ଅନେକ ଦୂରରେ ରହି   ଶିକ୍ଷୟିତ୍ରୀ ପାଳନ କରିଛନ୍ତି ତାଙ୍କର  ଜନ୍ମ ଦିନ।  ଅତି ନିରାଡମ୍ବର ଭାବରେ ଏକ ଭିନ୍ନ ଚିନ୍ତାଧାରା ନେଇ ସେ  ଅତାବିରା ଝାଉଁ ନଦୀ କୂଳରେ ଥିବା କୁଷ୍ଠାଶ୍ରମ ର  ଅନ୍ତେବାସୀ ଙ୍କ ସହ   କିଛି ଅନ୍ତରଙ୍ଗ ମୁହୂର୍ତ୍ତ  ବିତାଇ ସାଉଁଟି ଥାଆନ୍ତି ତାଙ୍କର ଅମୂଲ୍ୟ ଆଶୀର୍ବାଦ , ବାଣ୍ଟିଥାନ୍ତି ଖୁସି।  ଅସାଧ୍ୟ କୁଷ୍ଠ ରୋଗରେ ଆକ୍ରାନ୍ତ ହୋଇ ନିଜ ଜନ୍ମ ମାଟି, ଗାଆଁ , ପରିବାର ଠାରୁ ବାସନ୍ଦ ହୋଇ  ଅଭିଶପ୍ତ ଜୀବନ ଯାପନ କରୁଥିବା 

ସେଇ ନାରାୟଣ ମାନଙ୍କ ମୁହଁ ରେ ହସ ଟିକିଏ ଦେବା ତ ଦୂରର କଥା ତାଙ୍କ ପାଖକୁ ଯିବାକୁ ଲୋକେ ଘୃଣା କରିଥାନ୍ତି ।ସେଇ ନିରସ ମୁହଁ ରେ ଟିକିଏ ହସ ଦେଇ , ତାଙ୍କର ଦୁଃଖ ସୁଖର  ସାଥୀ ହୋଇ ରହିବା ପାଇଁ ସେ ଅନେକ ବର୍ଷ ହେଲା ଆପ୍ରାଣ ଚେଷ୍ଟା କରି ଆସୁଛନ୍ତି । ଆଜି  ସେଇ  ନାରାୟଣ ମାନଙ୍କୁ ନୂତନ ବସ୍ତ୍ର , ଶୁଖିଲା ଖାଦ୍ୟ ବଣ୍ଟନ କରି ତାଙ୍କ ସହ ସମୟ ବିତାଇ ଥିଲେ । ଏଥିରେ ସେ ଖୁବ ଆନନ୍ଦ ପାଆନ୍ତି ବୋଲି ଶିକ୍ଷୟିତ୍ରୀ ଜଣକ ପ୍ରକାଶ କରିଛନ୍ତି । ତେବେ ଏମିତି ନିଆରା ଢଙ୍ଗରେ ନିଜ ଜନ୍ମ ଦିବସ  ପାଳନ କରି ସେ ସମାଜ କୁ ଏକ ନୂତନ ବାର୍ତ୍ତା ପ୍ରଦାନ କରୁଛନ୍ତି ।


News Comment




Photo in News

Advertisment
Lastest News
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026
  ଜିଲ୍ଲା  
ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   16-Sep-2026
  ଜିଲ୍ଲା  
*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   16-Sep-2026
  ରାଜ୍ୟ  
ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   16-Sep-2026
  ଜିଲ୍ଲା  
ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ   16-Sep-2026
  ଜିଲ୍ଲା  
ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   16-Sep-2026

You Might Also Like