-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
05-Sep-2025
ଡୁଙ୍ଗୁରିପାଲି(ଅରବିନ୍ଦ ମିଶ୍ର): ଡୁଙ୍ଗୁରିପାଲି ପଂଚାୟତ ସମିତି ସଭାଗୃହ ରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ର ସମୀକ୍ଷା ରେ ପ୍ରଥମ ଗପ୍ତ ରେ ଆସିଥିବା ବେଳେ ଜିଲ୍ଲାପାଳ ଙ୍କୁ ଡୁଙ୍ଗୁରିପାଲି ସାମ୍ବାଦିକ ଶଂଘ୍ ତରଫ ରୁ ନୂତନ ଜିଲ୍ଲାପାଳ ଙ୍କୁ ସ୍ଵଗତ ଓ ଅଭିନନ୍ଦନ ଦେବା ସହିତ ଡୁଙ୍ଗୁରିପାଲି ରେ ବିଭିନ୍ନ ସମସ୍ୟା ଉପରେ ଦାବି ଜଣାଇଥିଲେ ଯାହାକି ଡ୍ରେନେଜ ସମସ୍ୟା,ଶହରାଞ୍ଚଳ ଆଲୋକି କରଣ,ଝାରବନ୍ଧଲି ଟୋଲ ଟେକ୍ସ ରିହାତି,ଡାକ୍ତରଖାନା ବସ୍ତି ରୋଡ,ବାରମ୍ବାର ବିଦ୍ୟୁତ ବିଭ୍ରାଟ,ଗରିବ ମାନଂକର ଉଦେଶ୍ୟ ରେ ଆୟ ପ୍ରମାଣ ପାତ୍ର,ହାଇଟେକ ସର୍ଭେ ଭଳି ସମସ୍ୟା ଉପରେ ଦାବି ପାତ୍ର ପ୍ରଦାନ କରଯାଇଥିଲା। ଏଥିରେ ଡୁଙ୍ଗୁରିପାଲି ବ୍ଲକ ର ସାମ୍ବାଦିକ ବିପ୍ରଚରଣ ସାହୁ, ଅରବିନ୍ଦ ମିଶ୍ର, କିଷାନ ଅଗ୍ରୱାଲ, ରତ୍ନାକର ସେଠ, ଘନଶ୍ୟାମ ମେହେର,ପ୍ରଶାନ୍ତ ସେଠ, ଶିଶୁପାଳ ଖମାରୀ ପ୍ରମୁଖ ଉପସ୍ଥିତ ରହି ଦାବିପତ୍ର ପ୍ରଦାନ କରିଥିଲେ