-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
04-Sep-2025
(ମନୋରଞ୍ଜନ ତ୍ରିପାଠୀ)
ସୁବର୍ଣ୍ଣପୁର ଜିଲ୍ଲା ର ଡୁଙ୍ଗୁରିପାଲି ବ୍ଲକ ଇଚ୍ଛାପୁର ଗାଁରେ ଆସନ୍ତା ଦଶହରା ଅବସରରେ ହେବାକୁ ଥିବା ରାବଣ ଦରବାର ପାଇଁ ଆଜି ରାବଣ ବରଣ କରିଛନ୍ତି ଗ୍ରାମବାସୀ। ଏହି କାର୍ଯ୍ୟକ୍ରମ ଆସନ୍ତା ୨୮ ତାରିଖରୁ ୨ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବାବେଳେ ବଲାଙ୍ଗୀର ଜିଲ୍ଲା ଇନସା ଗାଁର ଅକ୍ଷୟ କୁମାର ଭୋଇଙ୍କୁ ବରଣ କରାଯାଇଛି । ସଭାପତି ଅଭିମନ୍ୟୁ ବରିହା ଓ ଗୈାନ୍ତିଆ ଗୋବିନ୍ଦ ବରିହା ଙ୍କ ସହ ଗ୍ରାମର ବହୁତ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଏହି ଅବସରରେ ଉପସ୍ଥିତ ଥିବାବେଳେ ପାରମ୍ପରିକ ରୀତି ନୀତି ଅନୁଯାୟୀ କଳାକାରଙ୍କୁ ବରଣ କରାଯାଇଛି ।