-+91-9937148622 |
prerana_bgr@rediffmail.com |
Saturday 19th September 2026 |
R.N.I. Regd No. ODIODI/2010/46693
Breaking News
27-Aug-2025
ତୁଷୁରା/ଗୁଡ଼ଭେଲା(ପ୍ରେରଣା ଖବର): ବଲାଙ୍ଗୀର ଜିଲ୍ଲାର ଗୁଡଭେଲା ବ୍ଲକ ଅନ୍ତର୍ଗତ ନୂଆପଡା ଗ୍ରାମର ଏମଇ ସ୍କୁଲ ପରିସରରେ ବିଦ୍ୟାଦାତା ଶ୍ରୀ ଗଣେଶ ପୂଜା ମହା ସମାରୋହରେ ପାଳିତ ହୋଇଯାଇଛି ଛାତ୍ରଛାତ୍ରୀମାନେ ଶ୍ରାଦ୍ଧ ସହ ଉପବାସ କରି ନିଷ୍ଠାର ସହ ପୂଜା କରଥିଲେ ପଶ୍ଚିମ ଓଡିଶା ସେବା ସଂଘ ସଭାପତି ରାଜେଶ ବଗତ୍ତୀ ଙ୍କ ସମେତ ସ୍କୁଲର ସମସ୍ତ କର୍ମକର୍ତ୍ତାଗଣ ଉପସ୍ଥିତ ଥିଲେ