-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||     

HOME   ରାଜ୍ୟ

ୟୁରିଆ ସାର ନମିଳିବାରୁ ହଜାର ହଜାର ଚାଷୀଙ୍କ ରାସ୍ତା ଅବରୋଧ; ୟୁରିଆ ସାର କଳାବଜାରୀ,ବସ୍ତା ୭ ଶହ ଟଙ୍କାରେ ବିକ୍ରୀ ଅଭିଯୋଗ

23-Aug-2025



ମାଲକାନଗିରି(କେଶବ ଚନ୍ଦ୍ର ନାୟକ): ୟୁରିଆ ସାର ନ ମିଳିବା ଯୋଗୁଁ ମାଥିଲି ବ୍ଲକ୍ ର ଚାଷୀମାନେ ଆଜି ଏକତ୍ରିତ ହୋଇ ୩୨୬ ନଂ ଜାତିୟ ରାଜପଥ ଅବରୋଧ
କରିଥିଲେ। ସକାଳ ଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ଚାଷୀମାନେ ରାସ୍ତା ଅବରୋଧ କରିବା ଫଳରେ ଶହ ଶହ ଯାନବାହନ ଅଟକି ରହିଥିଲା। ଘଟଣା ସ୍ଥଳରେ ପୋଲିସ, ତହସିଲଦାର ଓ ବିଡ଼ିଓ 
ଆସି ଚାଷୀମାନଙ୍କୁ ବୁଝାସୁଝା କଲା ପରେ ସନ୍ଧ୍ୟାରେ ୫ ଘଟିକା ସମୟରେ ଚାଷୀମାନେ ଅବରୋଧ ହଟାଇ ଥିଲେ।
ବର୍ତ୍ତମାନ ଚାଷ କାର୍ଯ୍ୟ ସମପ୍ତ ହୋଇଥିଲା ବେଳେ ମାଥିଲି ଲ୍ୟାମ୍ପରେ ୟୁରିଆ ସାର କ୍ରୟ ଲାଗି ପ୍ରତିଦିନ ଚାଷୀମାନେ ଲ୍ୟାମ୍ପରୁ ୟୁରିଆ ସାର ମିଳିବ ବୋଲି ଧାଇଁ ଧାଇଁ ନିରାଶ ହୋଇ 
ଦିନ ପରେ ଦିନ ଗଡି ଚାଲିଥିବା ବେଳେ ୟୁରିଆ ମିଳିବା କଷ୍ଟ ସାଧ୍ୟ ହୋଇ ପଡ଼ିଛି। ଏଣେ ଜମିରେ ଧାନ ଗଛ ସବୁ ସାର୍ ଅଭାବରୁ ଶୁଖିଲା ଦେଖା ଯାଉଛି। ଧନ ଗଛ ବଢିବା ପାଇଁ ପ୍ରଥମେ ୟୁରିଆ ସାର ଆବଶ୍ୟକ ରହିଛି। ଅନ୍ୟ ପକ୍ଷରେ ଲ୍ୟାମ୍ପ
ସହିତ ସାର୍ ଦଲାଲଙ୍କ ଭିତିରିଆ ମଧୁ ଚନ୍ଦ୍ରିକା ଥିବା ବେଳେ 
ବାହାରେ କଳା ବଜାର ବୃଦ୍ଧି ପାଇଛି। ଯେଉଁ ୟୁରିଆ ୫୦ କେଜି ବସ୍ତାର ଦର ୨୭୦ ଟଙ୍କା ହେବା କଥା ତାହା ବହାରେ ବସ୍ତା ପିଛା ୭୦୦ ଟଙ୍କାରୁ ଅଧିକା ଦରେ ବିକ୍ରୟ ହେଉଛି।ଏ ସମ୍ପର୍କରେ ମୁଖ୍ଯ ଜିଲ୍ଲା କୃଷି ଅଧିକାରୀ ଜାଣିଶୁଣି ଚୁପ୍ ରହୁଥିବା 
ବେଳେ ୟୁରିଆ କଳାବଜାରୀ ରୋକିବା ପାଇଁ ଠୋସ୍ ପଦକ୍ଷେପ ଗ୍ରହଣ କରି ନାହାନ୍ତି। ଗଣ ମାଧ୍ୟମରେ ୟୁରିଆ ସାରର କଳା ବିଜୟୀ ସମ୍ପର୍କରେ ଖବର ପ୍ରକାଶିତ ହୋଇଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ସ୍ଥାଣୁ ପାଲଟି ବସିଛି। ଅନ୍ଯ ପକ୍ଷରେ ମାଲକାନଗିରି ଜିଲ୍ଲା ପାଇଁ ୧୦ ହଜାର ମେଟ୍ରିକ୍ ଟନ୍ ୟୁରିଆ ସାର ଯୋଗାଣ ର ଟାର୍ଗେଟ ସରି ଯାଇଥିବା ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଦିଲ ରଂଜନ ମାହାଲିକ ମଧ୍ୟ ସଫେଇ ଦେଇଛନ୍ତି। ଅନ୍ୟ ପକ୍ଷରେ 
ଚାଷୀମାନ ୟୁରିଆ ନ ମିଳିବା ଯୋଗୁଁ ପ୍ରାୟ ଚାରି ହଜାର ରୁ 
ଊର୍ଦ୍ଧ୍ବ ଚାଷୀ ଜାତୀୟ ରାଜପଥ ଅବରୋଧ କରି ବସିଥିଲେ।
ଆଗାମୀ ଦିନରେ ଚାଷୀ ପିଛା ଗୋଟିଏ ବସ୍ତା ୟୁରିଆ ସାର ଯୋଗାଇ ଦେବାକୁ ଲ୍ୟାମ୍ପ ପକ୍ଷରୁ ପ୍ରତିଶ୍ରୁତି ଦେବା ପରେ 
ସନ୍ଧ୍ୟା,୫ ଘଟିକା ସମୟରେ ପଥ ଅବରୋଧ ହଟିଥିଲା।
ତେବେ ୟୁରିଆ ସାରର ଉତ୍କଟ କଳାବଜାରୀ ସହିତ ସାର କୃତ୍ରିମ ଅଭାବ ଏବେ ଚାଷୀମାନଙ୍କ ପାଇଁ ମୁଣ୍ଡ ବ୍ୟଥା କାରଣ ହୋଇ ପଡ଼ିଛି। ମାଲକାନଗିରି ଜିଲ୍ଲାରେ ଥିବା ୭ ଟି ବ୍ଲକରେ 
ୟୁରିଆ ସାର୍ ନ ମିଳୁବା ଯୋଗୁଁ ଚାଷୀ ମନରେ ତୀବ୍ର ଅଶାନ୍ତି ଦେଖା ଦେଇଛି। ଆଗାମୀ ଦିନରେ ବଡଧରଣ ଚାଷୀ ମେଳି ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବାର ଯୋଜନା ଚାଲିଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   17-Sep-2026
  ଜିଲ୍ଲା  
ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   17-Sep-2026
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026
  ଜିଲ୍ଲା  
ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   17-Sep-2026
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026

You Might Also Like