-+91-9937148622 |

prerana_bgr@rediffmail.com |

  Sunday 12th July 2026 |

| | | |

R.N.I. Regd No. ODIODI/2010/46693

Breaking News

ଆଗଲପୁର ଠାରେ ବିଜେପିର ବିଏଲଓ ବୈଠକ   (12-Jul-2026)       ||      ରାଜ୍ୟ ସ୍ତରୀୟ ଗଙ୍ଗାଧର ମେହେର ଜୟନ୍ତୀ ସମାରୋହ ପାଇଁ ପ୍ରସ୍ତୁତି ବୈଠକ ।   (12-Jul-2026)       ||      ସୁରେନ୍ଦ୍ର ପଟେଲଙ୍କ କୋଶଲୀ ରାମାୟଣ ଲୋକାର୍ପଣ ଏବଂ ତହଁକ୍ କୁଟୁମ୍ ର ଝକେର୍ କବିତା ଆସର୍    (12-Jul-2026)       ||      ବୁଦ୍ଧିଜୀବୀ ମାନଙ୍କର ଶାସକ ଗୋଷ୍ଠୀର ଜୟଗାନ ମନୋବୃତ୍ତି ସମାଜ କୁ ଆହୁରି ଅଧୋପତନ ଆଡକୁ ନେଇ ଯାଉଛି    (12-Jul-2026)       ||      ବୃକ୍ଷରୋପଣ ଆମରି ପଣ   (12-Jul-2026)       ||      ବଲାଙ୍ଗିର ଜିଲ୍ଲାସ୍ତରୀୟ ପ୍ରଶ୍ନୋତ୍ତର ପ୍ରତିଯୋଗିତା    (12-Jul-2026)       ||      *ଗାଁ ମୁହାଁ ଜଙ୍ଗଲୀ ଭାଲୁ.... ବୋରିପଦର ଗ୍ରାମରେ ଭାଲୁର ଆତଙ୍କ*   (12-Jul-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼. ମୁକେଶ ମହାଳିଙ୍ଗ ଙ୍କ 53 ତମ ଜନ୍ମଦିବସ ବୁର୍ଡ଼l ଡାକ ବଙ୍ଗଳା ଠାରେ ମହା ସମାରୋହରେ ପାଳିତ    (12-Jul-2026)       ||      କୁଟୁମ୍ବଡୋଲା କ୍ଲଷ୍ଟର ପକ୍ଷରୁ ସିଆଲବାହାଲି ଠାରେ ଭାବପୂର୍ଣ୍ଣ ବିଦାୟ ସମ୍ବର୍ଦ୍ଧନା ସଭା   (12-Jul-2026)       ||      ଅଲେଖ ଧର୍ମ ବଳାମ୍ବି ସ୍ବର୍ଗତ ବିନ୍ଦୁ ବାରିକ ଙ୍କ ଅକାଳ ବିୟୋଗ, ଅଂଚଳ ରେ ଶୋକର ଛାୟା   (12-Jul-2026)       ||      ଯୁବକଙ୍କୁ ହତ୍ୟା, ପୁଲିସର ତଦନ୍ତ ଜାରି   (11-Jul-2026)       ||      *ଅକ୍ଟୋବର ୧୫ ସୁଦ୍ଧା ମାଗଣା ରବିଚାଷ ପାଇଁ ବିହନ ଯୋଗାଇବାକୁ ଦାବି: ପୋଷ୍ଟ କାର୍ଡ ମାଧ୍ୟମରେ ସରକାରଙ୍କୁ ଚାଷୀ ଙ୍କ ଅନୁରୋଧ*   (11-Jul-2026)       ||      ରଶ୍ମି ରଞ୍ଜନ ସିଦ୍ଧାଶ୍ରମରେ ବୃକ୍ଷ ରୋପଣ   (11-Jul-2026)       ||      ଚାକରି ଦକ୍ଷତା ବୃଦ୍ଧି ତାଲିମ କର୍ମଶାଳା    (11-Jul-2026)       ||      ମାୟାବର୍ହା ହାଇସ୍କୁଲରେ ଅଭିଭାବକଙ୍କ ସମ୍ମିଳନୀ ସହିତ ବୃକ୍ଷ ରୋପଣ, ଏକ ପେଡ୍ ମା କେ ନାମ୍   (11-Jul-2026)       ||      ପିପି ଏକାଡେମୀରେ ଆଜି ପର୍ଯ୍ୟନ୍ତ ନାହିଁ ନିଜସ୍ୱ ଖେଳ ପଡିଆ♦️ ଶିକ୍ଷା ଓ ଶିକ୍ଷାନୁଷ୍ଠାନର ବିକାଶ ପାଇଁ ଧ୍ୟାନ ଦିଅନ୍ତୁ ସରକାର- ନରସିଂହ   (11-Jul-2026)       ||      ସିନାପାଲିରେ ଧାନ ବିହନ ଓ ସାର ବିକ୍ରୟ କେନ୍ଦ୍ରରେ ଚଢ଼ଉ ୪ ଲାଇସେନ୍ସ ରଦ୍ଦ, ୨ ନିଲମ୍ବିତ   (11-Jul-2026)       ||      ରଥଯାତ୍ରାକୁ ଶୃଙ୍ଖଳିତ ଏବଂ ସୁପରିଚାଳନା ଭାବେ ସମ୍ପନ୍ନ କରିବା ପାଇଁ ଉଚ୍ଚସ୍ତରୀୟ ସମୀକ୍ଷା    (11-Jul-2026)       ||      ବରଗଡ଼ ରେ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ଶିକ୍ଷା ବଞ୍ଚାଅ ଆନ୍ଦୋଳନ ♦️ଛାତ୍ରଛାତ୍ରୀ ଙ୍କ ଭବିଷ୍ୟତ ସହ ଖେଳ କୁ ବରଦାସ୍ତ କରାଯିବ ନାହିଁ : ବିଜେଡି    (10-Jul-2026)       ||      ଯୋଗାଣ ସହାୟକ ଙ୍କୁ ସ୍ଥାୟୀ ନିଯୁକ୍ତି ଦାବି ନେଇ ବଙ୍ଗୋମୁଣ୍ଡା ବିଡ଼ିଓ ଙ୍କୁ ଦାବିପତ୍ର ପ୍ରଦାନ    (10-Jul-2026)       ||     

HOME   ଜିଲ୍ଲା

ଭୁଆଁସେନ ଡ଼ଙ୍ଗର ବୃକ୍ଷ ରୋପଣ କାର୍ଯ୍ୟକ୍ରମ

22-Aug-2025



ଝରଣିପାଲି (ବିନୋଦ ଦୀପ) ଦିନ ଝରଣିପାଲି ଭୁଆଁସେନ ଡ଼ଙ୍ଗର ଠାରେ ଝରଣିପାଲି ଗ୍ରାମ ପଂଚାୟତ, ବ୍ଲକ କୃଷି ବିଭାଗ ଓ ପଲ୍ଲୀ ଆଲୋକ ପାଠାଗାର ନଅଗାଁ (ଖ ) ମିଳିତ ଆନୁକୂଲ୍ୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ର ପାରମ୍ଭ ରୁ ଏକ ସଚେତନତା କରାଯାଇଥିଲା  l ଏଥିରେ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମହାପାତ୍ର କୁଲଦୀପ ମହାନ୍ତି, ବ୍ଲକ କୃଷି ଅଧିକାରୀ ଶ୍ରୀ ଆଶିଷ କୁମାର ପାଣିଗ୍ରାହୀ, ବ୍ଲକ ଅଧକ୍ଷା ଶ୍ରୀ ମତି ଗୀତାଞ୍ଜଳି ଦାଶ, ଝରନିପାଲି ସରପଞ୍ଚ ଶ୍ରୀ ମତି ସୁନିତା ସାହୁ, ପଲ୍ଲୀ ଆଲୋକ ପାଠାଗାର ନଅଗାଁ (ଖ ) ସମ୍ପାଦକ ଶ୍ରୀ ପ୍ରଶାନ୍ତ ନାୟକ ମଞ୍ଛାସିନ ଥିଲେ l ବର୍ତମାନ ପରିବେଶ ଦୂଷିତ ହେବା ଦ୍ୱାରା ସାଧାରଣ ଜୀବନ ଯାପନ ଅସ୍ତ ବ୍ୟସ୍ତ ହେବାରେ ଲାଗିଛି ଯାର ଫଳରେ ପରିବେଶ କୁ ଠିକ ରଖିବା ପାଇଁ ବିଭିନ୍ନ ସ୍ତରରେ ଜନ ସଚେତନତା କରିବା ସଂଗେ ବୃକ୍ଷ ରୋପଣ ମଧ୍ୟ୍ୟ କରାଯାଉଛି l

କେମିତି ପ୍ରତିବର୍ଷ ଅଧିକ ରୁ ଅଧିକ ପରିମାଣ ବୃକ୍ଷ ରୋପଣ ହୋଇ ପାରିବ ତାର ଉପରେ ଅତିଥି ମାନେ ମାତବ୍ୟକ୍ତ କରିଥିଲେ l ଏହି କାର୍ଯ୍ୟକ୍ରମ କୁ ଝରଣି ପାଲି ଗ୍ରାମ ପଂଚାୟତ ର ଗାଁ ମାନଂକର ମହିଳା ସଂଘ, ଯୁବକ, ଚାଷୀ, କିଶୋରୀ ମାନେ ସକ୍ରିୟ ଅଂଶଗ୍ରହଣ କରି 220 ଟି ଲିମ୍ବ ଓ କରଞ୍ଜ ଚାରା ରୋପଣ କରାଯାଇଥିଲା. ଉକ୍ତ କାର୍ଯ୍ୟକ୍ରମ କୁ ପଲ୍ଲୀ ଆଲୋକ ପାଠାଗାର ର ଶ୍ରୀ ଗୋବିନ୍ଦ ଚନ୍ଦ୍ର ବିଶି ପରିଚାଳନା କରିଥିବା ବେଳେ ଏଟିଏମ ଶ୍ରୀ ହରିହର ହଂସ, ଭିଏଡବ୍ଲୁ ଶ୍ରୀ ବସନ୍ତ ଛୁରିଆ, ଭିଏଡବ୍ଲୁ ଶ୍ରୀ ବୈଖୁଣ୍ଠ ଜଗତ, କୃଷକ ସାଥି ଶ୍ରୀ ଅଚ୍ୟୁତାନନ୍ଦ କୁମ୍ଭାର, ମନୋଜ ପଧାନ,ମହେନ୍ଦ୍ର ପଧାନ, ପଲ୍ଲୀ ଆଲୋକ ପାଠାଗାର ର ପିଣ୍ଟୁ ପଧାନ, ରଞ୍ଜନ ମହାଳିଙ୍ଗ, ସୁଶାନ୍ତ ସା, ପ୍ରଶାନ୍ତ କୁଅଁର, ନମିତା, ବର୍ଷା ଯୁଆଡ଼ି ଓ ଆଶିଷ ବିଶ୍ୱାଳ ପରିଚାଳନା ରେ ସହଯୋଗ କରିଥିଲେ


News Comment




Photo in News

Advertisment
Lastest News
  ଜିଲ୍ଲା  
ଆଗଲପୁର ଠାରେ ବିଜେପିର ବିଏଲଓ ବୈଠକ   12-Jul-2026
  ଜିଲ୍ଲା  
ରାଜ୍ୟ ସ୍ତରୀୟ ଗଙ୍ଗାଧର ମେହେର ଜୟନ୍ତୀ ସମାରୋହ ପାଇଁ ପ୍ରସ୍ତୁତି ବୈଠକ ।   12-Jul-2026
  ଜିଲ୍ଲା  
ସୁରେନ୍ଦ୍ର ପଟେଲଙ୍କ କୋଶଲୀ ରାମାୟଣ ଲୋକାର୍ପଣ ଏବଂ ତହଁକ୍ କୁଟୁମ୍ ର ଝକେର୍ କବିତା ଆସର୍   12-Jul-2026
  ଜିଲ୍ଲା  
ବୁଦ୍ଧିଜୀବୀ ମାନଙ୍କର ଶାସକ ଗୋଷ୍ଠୀର ଜୟଗାନ ମନୋବୃତ୍ତି ସମାଜ କୁ ଆହୁରି ଅଧୋପତନ ଆଡକୁ ନେଇ ଯାଉଛି   12-Jul-2026
  ଜିଲ୍ଲା  
ବୃକ୍ଷରୋପଣ ଆମରି ପଣ   12-Jul-2026
  ଜିଲ୍ଲା  
ବଲାଙ୍ଗିର ଜିଲ୍ଲାସ୍ତରୀୟ ପ୍ରଶ୍ନୋତ୍ତର ପ୍ରତିଯୋଗିତା   12-Jul-2026
  ଜିଲ୍ଲା  
*ଗାଁ ମୁହାଁ ଜଙ୍ଗଲୀ ଭାଲୁ.... ବୋରିପଦର ଗ୍ରାମରେ ଭାଲୁର ଆତଙ୍କ*   12-Jul-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼. ମୁକେଶ ମହାଳିଙ୍ଗ ଙ୍କ 53 ତମ ଜନ୍ମଦିବସ ବୁର୍ଡ଼l ଡାକ ବଙ୍ଗଳା ଠାରେ ମହା ସମାରୋହରେ ପାଳିତ   12-Jul-2026
  ଜିଲ୍ଲା  
କୁଟୁମ୍ବଡୋଲା କ୍ଲଷ୍ଟର ପକ୍ଷରୁ ସିଆଲବାହାଲି ଠାରେ ଭାବପୂର୍ଣ୍ଣ ବିଦାୟ ସମ୍ବର୍ଦ୍ଧନା ସଭା   12-Jul-2026
  ଜିଲ୍ଲା  
ଅଲେଖ ଧର୍ମ ବଳାମ୍ବି ସ୍ବର୍ଗତ ବିନ୍ଦୁ ବାରିକ ଙ୍କ ଅକାଳ ବିୟୋଗ, ଅଂଚଳ ରେ ଶୋକର ଛାୟା   12-Jul-2026
  ଜିଲ୍ଲା  
ଯୁବକଙ୍କୁ ହତ୍ୟା, ପୁଲିସର ତଦନ୍ତ ଜାରି   11-Jul-2026
  ଜିଲ୍ଲା  
*ଅକ୍ଟୋବର ୧୫ ସୁଦ୍ଧା ମାଗଣା ରବିଚାଷ ପାଇଁ ବିହନ ଯୋଗାଇବାକୁ ଦାବି: ପୋଷ୍ଟ କାର୍ଡ ମାଧ୍ୟମରେ ସରକାରଙ୍କୁ ଚାଷୀ ଙ୍କ ଅନୁରୋଧ*   11-Jul-2026

You Might Also Like