-+91-9937148622 |
prerana_bgr@rediffmail.com |
Sunday 26th April 2026 |
R.N.I. Regd No. ODIODI/2010/46693
Breaking News
17-Aug-2025
ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ଅଧିକାରୀ ଦେବାଶିଷ ମହାନ୍ତିଙ୍କୁ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ନିଲମ୍ବନ ଆଦେଶ ପ୍ରଦାନ କରିଛନ୍ତି। କର୍ତ୍ତବ୍ୟରେ ଅବହେଳା ପାଇଁ ଇନିଷ୍ପେକ୍ଟର ମହାନ୍ତିଙ୍କୁ ଏହି ଭଳି ଆଦେଶ ଦେଇଛନ୍ତି ରାଜ୍ୟ ପୋଲିସମହାନିର୍ଦ୍ଦେଶକ। ଏହି ନିଲମ୍ବନ ଅବଧୀ ମଧ୍ୟରେ ସେ ବ୍ରହ୍ମପୁର ଆଇଜି କାର୍ଯ୍ୟାଳୟରେ ଉପସ୍ଥାପନା ଦେବେ ବୋଲି ଜଣାପଡିଛି। ଇନିଷ୍ପେକ୍ଟର ମହାନ୍ତି ପୁର୍ବରୁ ବ୍ରହ୍ମପୁର ଟ୍ରାଫିକ ଥାନା, ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଭଳି ବହୁ ଥାନା ରେ ଅଧିକାରୀ ଥିଲେ ଓ ଗତ ଫେବୃଆରୀ ମାସରେ ଛତ୍ରପୁର ଥାନାରେ ଯୋଗ ଦେଇ ଥିଲେ।