ଏହି ଅବସରରେ ଏକ ସଚେତନତା ସଭା କଲେଜ ଅଡ଼ିଟୋୟୋରିମଠାରେ ଅନୁଷ୍ଠିତ ହୋଇଥିଲା l ଅଧ୍ୟାପକ ସମୀର ମେହେରଙ୍କ
"/>-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
17-Aug-2025
ଏହି ଅବସରରେ ଏକ ସଚେତନତା ସଭା କଲେଜ ଅଡ଼ିଟୋୟୋରିମଠାରେ ଅନୁଷ୍ଠିତ ହୋଇଥିଲା l ଅଧ୍ୟାପକ ସମୀର ମେହେରଙ୍କ
ସଂଯୋଜନାରେ ଅନୁଷ୍ଠିତ ସଭାରେ କଲେଜ ଅଧ୍ୟକ୍ଷ ବସନ୍ତ କୁମାର ପଟ୍ଟନାୟକ, ବ୍ୟାଙ୍କ ଶାଖା ପରିଚାଳକ ତୁଷାର କାନ୍ତ ସାହୁ ଯୋଗ ଦେଇ ଗ୍ଲୋବାଲ ୱାର୍ମି ସମ୍ପର୍କରେ କହିବା ସହ ବ୍ୟାପକ ବୃକ୍ଷ ରୋପଣ ହିଁ ଏକମାତ୍ର ବିକଳ୍ପ ବୋଲି ମତ ବ୍ୟକ୍ତ କରିଥିଲେ l କାର୍ଯ୍ୟକ୍ରମରେ ବ୍ୟାଙ୍କ ଅଧିକାରୀ କର୍ମଚାରୀ, କଲେଜ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ଅଂଶଗ୍ରହଣ କରିଥିଲେ l