-+91-9937148622 |
prerana_bgr@rediffmail.com |
Tuesday 21st April 2026 |
R.N.I. Regd No. ODIODI/2010/46693
Breaking News
14-Aug-2025
ବରୀ ବ୍ଲକ ଅରଙ୍ଗାବାଦ ପଞ୍ଚାୟତ ଆନନ୍ଦପୁର ଗ୍ରାମର ର ବରିଷ୍ଠ ସାମ୍ପାଦିକ ପ୍ରଭାତ କୁମାର ମହାନ୍ତିଙ୍କ ବାପା ତଥା
ଅବସରପ୍ରାପ୍ତ ବନ କର୍ମଚାରୀ ମନ୍ମଥ ନାଥ ମହାନ୍ତି (୯୮) ଙ୍କର ବୁଧବାର ସକାଳ ୭ଟା ୩୫ ମିନିଟ ସମୟରେ ନି ନିଜ ବାସଭବନରେ ର ପରଲୋ ଲାକ ଘଟିଛି ।
ସେ କିଛିଦିନ ହେବ ଜନିତ ରୋଗରେ ପିଡ଼ିତ ହୋଇ ଚିକିତ୍ସାଧନ ଥିଲେ I ଖବର ପ୍ରଚାରିତ ହେବା ପରେ ସ୍ୱର୍ଗତଃ ନାହାନ୍ତିଙ୍କ ବାସ ଭବନରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପହଞ୍ଚି ଶେଷଦର୍ଶନ କରିଥିଲେ I ସେ ଅବସର ଗ୍ରହ ଗ୍ରହଣ କରି ବିଭିନ୍ନ ସାମାଜିକ କ୍ଷେତ୍ରରେ ନିଜକୁ ନିୟୋଜିତ କରିଥିଲେ I ସେ ଜଣେ ସରଳ, ସର ପରୋପକାରୀ, ମିଷ୍ଟଭାଷୀ ଓ ସ୍ନେହିଁ ବ୍ୟକ୍ତିଭାବେ ସମସ୍ତଙ୍କ ନିକଟରେ ପରିଚିତ ଥ୍ ଥିଲେ ।
(ବରୀରୁ ରଞ୍ଜିତ ମହାନ୍ତିଙ୍କ ରିପୋର୍ଟ)