-+91-9937148622 |
prerana_bgr@rediffmail.com |
Monday 27th April 2026 |
R.N.I. Regd No. ODIODI/2010/46693
Breaking News
02-Aug-2025
ଭୁବନେଶ୍ବର (ପ୍ରେରଣା ଖବର)-ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ଯୋଜନାକୁ ଅନୁମୋଦନ, ଖର୍ଚ୍ଚ ହେବ ୨୭୩୮ କୋଟି
-୫୭ ହଜାର ୫୨୫ ହେକ୍ଟର ଜମିକୁ ମିଳିବ ଜଳସେଚନ ସୁବିଧା
-ଖାଦ୍ୟ ପ୍ରକ୍ରିୟାକରଣ ନୀତିରେ ସଂଶୋଧନକୁ ଅନୁମୋଦନ
-ଓଡ଼ିଶା ଦ୍ରବ୍ୟ ଓ ସେବା କର ଅଧିନିୟମରେ ସଂଶୋଧନ, ଟିକସ ବଢ଼ିବ
-ଲ ଅଫିସର୍ ୧୯୭୧ ନିୟମକୁ ସଂଶୋଧନ, ନିଯୁକ୍ତି ପାଇବେ ଲ ଅଫିସର୍
-ଯେଉଁ ଜିଲ୍ଲାରେ ଲ ଅଫିସର ନାହାନ୍ତି ସେଠାରେ ନିଯୁକ୍ତି କରାଯିବ