-+91-9937148622 |

prerana_bgr@rediffmail.com |

  Saturday 25th April 2026 |

| | | |

R.N.I. Regd No. ODIODI/2010/46693

Breaking News

ବରପାଲି ପଡ଼ା(ଭାଗବତ ମନ୍ଦିର) ଠାରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ମାଗଣା ସ୍ଵାସ୍ଥ୍ୟ ସେବା ଶିବିର    (25-Apr-2026)       ||      ଗ୍ରାମୀଣ ଗୃହ ନିର୍ମାଣ ଯୋଜନା କାର୍ଯ୍ୟକାରୀତା ରେ ଆଗଲପୁର ବ୍ଲକ ଓଡ଼ିଶାରେ ଦ୍ଵିତୀୟ, ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ପୁରସ୍କାର ରାଶି ଗ୍ରହଣ କଲେ ବିଡ଼ିଓ ଓ ବ୍ଲକ ଅଧ୍ୟକ୍ଷା            (25-Apr-2026)       ||      ଜିଲ୍ଲା ସ୍ତରୀୟ ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ   (25-Apr-2026)       ||      କଣ୍ଟାମାଳ ବ୍ଲକ ହାଇସ୍କୁଲ ପଡିଆ ଠାରେ ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ   (25-Apr-2026)       ||      ଜିଲ୍ଲାସ୍ତରୀୟ ବିଶ୍ଵ ମ୍ୟାଲେରିଆ ଦିବସ ପାଳିତ   (25-Apr-2026)       ||      ବଲାଙ୍ଗିର ଖାଉଟି ଅଦାଲତରେ କେନ୍ଦ୍ରୀୟ ରେଳବାଇ ଦଣ୍ଡିତ   (25-Apr-2026)       ||      ସୋନଗଡ ନଦୀରେ ଆଇଏସଏସ ବ୍ୟାରେଜ ସହ ବିଭିନ୍ନ ପ୍ରକଲ୍ପ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ   (25-Apr-2026)       ||      ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଆଉଟ ସୋରର୍ସିଂ ସଂଘ   (25-Apr-2026)       ||      ମୁଖ୍ୟମନ୍ତ୍ରୀଙ୍କୁ ବଲାଙ୍ଗୀର ନାଗରିକ କମିଟିର ଦାବୀପତ୍ର ପ୍ରଦାନ     (25-Apr-2026)       ||      ଭୁବନେଶ୍ୱର: ରେଳ ଧାରଣାରୁ ମହିଳାଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର   (25-Apr-2026)       ||      ଅବ୍ୟବସ୍ଥାରେ ପୂର୍ତ୍ତ  ଓ ଗୃହନିର୍ମାଣ କାର୍ଯ୍ୟାଳୟ, ଜରାଜୀର୍ଣ୍ଣ ଛାତ୍ରାବାସ କୋଠା   (25-Apr-2026)       ||      ପରମହଂସନାଥ ମନ୍ଦିରର ସ୍ଥିତି ଅନୁଧ୍ୟାନ କଲେ ବିଧାୟକ ତୁରନ୍ତ ମରାମତି ପାଇଁ ନିର୍ଦ୍ଦେଶ   (25-Apr-2026)       ||      ଯୋଜନା ଅଛି, କିନ୍ତୁ ଲାଭ ପହଞ୍ଚୁନି♦️ ସମ୍ପୂର୍ଣ ଭିନ୍ନକ୍ଷମ ଭତ୍ତାରୁ ବଞ୍ଚିତ ବିମ୍ବାଧର: ୧୦୦% ଦୃଷ୍ଟିହୀନ ଥାଇ ମଧ୍ୟ ମିଳୁନି ପୂର୍ଣ୍ଣ ଭତ୍ତା   (25-Apr-2026)       ||      ଅସହ୍ୟ ତାତି, ଜନଜୀବନ ଅସ୍ତବ୍ୟସ୍ତ   (25-Apr-2026)       ||      ରାଜ୍ୟସ୍ତରୀୟ ଜାତୀୟ ପଂଚାୟତି ରାଜ ଦିବସ ସମାରୋହରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଲୋକଙ୍କ ସକ୍ରିୟ ଭାଗିଦାରୀ ଓ ଅଭିନବ ଚିନ୍ତାଧାରା ପଞ୍ଚାୟତିରାଜ ବ୍ୟବସ୍ଥାକୁ ଅଧିକ ଗତିଶୀଳ କରିବ- ମୁଖ୍ୟମନ୍ତ୍ରୀ    (24-Apr-2026)       ||      ଡାବୁଗାଁ ବ୍ଲକ ପରିସରରେ ଜାତୀୟ ପଞ୍ଚାୟତିରାଜ ଦିବସ ପାଳନ   (24-Apr-2026)       ||      ଘରୋଇ ଆଇ.ଟି.ଆଇ ସଂଘର ଜରୁରୀକାଳୀନ ବୈଠକ    (24-Apr-2026)       ||      ସୁବର୍ଣ୍ଣପୁରରେ ଜାତୀୟ ପଞ୍ଚାୟତିରାଜ ଦିବସ-୨୦୨୬ ପାଳିତ   (24-Apr-2026)       ||      ବଲାଙ୍ଗୀରବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନରସିଂହ, ଭୀମଭୋଇ ମେଡିକାଲ ଓ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟର ପଦବୀ ପୁରଣ ପାଇଁ କଲେ ଆଲୋଚନା   (24-Apr-2026)       ||      ଗ୍ରୀଷ୍ମ ପ୍ରବାହ ପାଇଁ ଆଗୁଆ ଖରାଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଏପ୍ରିଲ ୨୭ରୁ ସମସ୍ତ ସ୍କୁଲ ବନ୍ଦ ରହିବ   (24-Apr-2026)       ||     

HOME   ରାଜ୍ୟ

ଏମ ଭି ୯୯ ଗାଁ ରେ ଶିକ୍ଷକ ଏବଂ ଯୁବ ଗୋଷ୍ଠି ଦ୍ୱାରା ବୃକ୍ଷରୋପଣ କାର୍ଯ୍ୟକ୍ରମ

31-Jul-2025



କାଲିମେଳା(ସନ୍ତୋଷ କୁମାର ପଣ୍ଡା):  ଏମ ଭି ୯୯ ଗାଁ ରେ ଆଜି ପ୍ରାଥମିକ ବିଦ୍ୟାଳୟ ର ଶିକ୍ଷକ ବୃନ୍ଦ ଏବଂ ଏମ ଭି ୭୯  ଗ୍ରାମ ର ଯୁବକ ଗୋଷ୍ଠି ମିଳିତ ଉଦ୍ୟମ ରେ  ଗ୍ରାମ ର ଖେଳ ପଡିଆ ରେ, ଗ୍ରାମ ର ମନ୍ଦିର ପରିସର ରେ, ଗାଁ ରାସ୍ତା ପାର୍ଶ୍ୱରେ  ଏବଂ ଗ୍ରାମ ର ପ୍ରାଥମିକ ବିଦ୍ୟାଳୟ ପରିସରରେ ପାଖାପାଖି 100 ଗୋଟି ବୃକ୍ଷର ଚାରାରୋପଣ କରାଯାଇଛି l ପରିବେଶକୁ ସବୁଜ ସୁନ୍ଦର ଓ ନିର୍ମଳ ବାତାବରଣ ର ପରିବେଶ ସୃଷ୍ଟି

କରିବା ନେଇ ଏହି ବୃକ୍ଷ ରୋପଣ ଦ୍ୱାରା ପରିବେଶ କୁ ଏକ ସଚେତନତା ବାର୍ତ୍ତା ନେଇ ଉକ୍ତ ବୃକ୍ଷ ରୋପଣ କରାଯାଇଛି l ଏ ନେଇ ଏମ ଭି ୯୯ ପ୍ରାଥମିକ ବିଦ୍ୟାଳୟ ର ଶିକ୍ଷକ ସୁଶାନ୍ତ କୁମାର ମହାନ୍ତି,ଜା୍ୟନାରାୟଣ କର, ସପନ ନାୟକ ଓ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ସମେତ ସମ୍ପୃକ୍ତ ଗ୍ରାମ ର ଇନ୍ଦ୍ରଜିତ ମଣ୍ଡଳ, କାନାଇ ବାଙ୍ଗାଲ , ତୁଷାର ସର୍ଦାର, ଗୋବିନ୍ଦ ରଙ୍ଗ, ସତ୍ୟ ବିଶ୍ୱାସ, ଗଣେଶ ପାଲ, ଦିନେଶ,ସୁକୁମାର ମଣ୍ଡଳ ପ୍ରମୁଖ ଉପସ୍ଥିତ ରହି ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବରପାଲି ପଡ଼ା(ଭାଗବତ ମନ୍ଦିର) ଠାରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ମାଗଣା ସ୍ଵାସ୍ଥ୍ୟ ସେବା ଶିବିର   25-Apr-2026
  ଜିଲ୍ଲା  
ଗ୍ରାମୀଣ ଗୃହ ନିର୍ମାଣ ଯୋଜନା କାର୍ଯ୍ୟକାରୀତା ରେ ଆଗଲପୁର ବ୍ଲକ ଓଡ଼ିଶାରେ ଦ୍ଵିତୀୟ, ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ପୁରସ୍କାର ରାଶି ଗ୍ରହଣ କଲେ ବିଡ଼ିଓ ଓ ବ୍ଲକ ଅଧ୍ୟକ୍ଷା           25-Apr-2026
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ   25-Apr-2026
  ଜିଲ୍ଲା  
କଣ୍ଟାମାଳ ବ୍ଲକ ହାଇସ୍କୁଲ ପଡିଆ ଠାରେ ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ   25-Apr-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ବିଶ୍ଵ ମ୍ୟାଲେରିଆ ଦିବସ ପାଳିତ   25-Apr-2026
  ରାଜ୍ୟ  
ବଲାଙ୍ଗିର ଖାଉଟି ଅଦାଲତରେ କେନ୍ଦ୍ରୀୟ ରେଳବାଇ ଦଣ୍ଡିତ   25-Apr-2026
  ଜିଲ୍ଲା  
ସୋନଗଡ ନଦୀରେ ଆଇଏସଏସ ବ୍ୟାରେଜ ସହ ବିଭିନ୍ନ ପ୍ରକଲ୍ପ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ   25-Apr-2026
  ଜିଲ୍ଲା  
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଆଉଟ ସୋରର୍ସିଂ ସଂଘ   25-Apr-2026
  ଜିଲ୍ଲା  
ମୁଖ୍ୟମନ୍ତ୍ରୀଙ୍କୁ ବଲାଙ୍ଗୀର ନାଗରିକ କମିଟିର ଦାବୀପତ୍ର ପ୍ରଦାନ     25-Apr-2026
  ଜିଲ୍ଲା  
ଭୁବନେଶ୍ୱର: ରେଳ ଧାରଣାରୁ ମହିଳାଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର   25-Apr-2026
  ରାଜ୍ୟ  
ଅବ୍ୟବସ୍ଥାରେ ପୂର୍ତ୍ତ  ଓ ଗୃହନିର୍ମାଣ କାର୍ଯ୍ୟାଳୟ, ଜରାଜୀର୍ଣ୍ଣ ଛାତ୍ରାବାସ କୋଠା   25-Apr-2026
  ରାଜ୍ୟ  
ପରମହଂସନାଥ ମନ୍ଦିରର ସ୍ଥିତି ଅନୁଧ୍ୟାନ କଲେ ବିଧାୟକ ତୁରନ୍ତ ମରାମତି ପାଇଁ ନିର୍ଦ୍ଦେଶ   25-Apr-2026

You Might Also Like