-+91-9937148622 |

prerana_bgr@rediffmail.com |

  Saturday 26th September 2026 |

| | | |

R.N.I. Regd No. ODIODI/2010/46693

Breaking News

ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ    (25-Sep-2026)       ||      ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   (25-Sep-2026)       ||      ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   (25-Sep-2026)       ||      ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   (25-Sep-2026)       ||      *ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   (25-Sep-2026)       ||      ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   (25-Sep-2026)       ||      ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   (25-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   (25-Sep-2026)       ||      ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   (25-Sep-2026)       ||      ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   (25-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ    (25-Sep-2026)       ||      ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   (25-Sep-2026)       ||      ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   (25-Sep-2026)       ||      *ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   (25-Sep-2026)       ||      ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   (25-Sep-2026)       ||      ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ    (25-Sep-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   (25-Sep-2026)       ||      *ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   (25-Sep-2026)       ||      ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||     

HOME   ରାଜ୍ୟ

ନବରଙ୍ଗପୁର: ମିଲର କର୍ତ୍ତୃପକ୍ଷଙ୍କ ମନମାନି, ଜିଲ୍ଲାର ହଜାର ହଜାର ଚାଷୀ ହତାଶ, ମିଳୁ ନାହିଁ ପ୍ରାପ୍ୟ

25-Jan-2021



ନବରଙ୍ଗପୁର(ପ୍ରେରଣା ଖବର ବ୍ୟୁରୋ) : ଏପଟେ ଧାନ ଉଠୁନାହିଁ ସେପଟେ ନବରଙ୍ଗପୁରରେ ଧାନ ବିକି ବି ପ୍ରାପ୍ୟ ପାଉନାହାନ୍ତି ଚାଷୀ। ମିଲରଙ୍କୁ ପ୍ରାପ୍ତି ପତ୍ର ପ୍ରଦାନରେ ଲ୍ୟାମ୍ପ କର୍ମଚାରୀଙ୍କ ଅହେତୁକ ବିଳମ୍ବ କାରଣରୁ ଏଭଳି ସମସ୍ୟା ଉପୁଜିଛି।  ଆଉ ମଣ୍ଡିରେ ଧାନ ବିକ୍ରି କରି ଜଳକା ହୋଇ ବସି ରହିଛି ଚାଷୀ।

ଚାଷୀଙ୍କ ଅମଳ ଧାନ ନେଇ ମିଲର ଚାଲିଗଲେ। କିନ୍ତୁ ପ୍ରାପ୍ୟ ଅର୍ଥ ପାଉନାହାନ୍ତି ଚାଷୀ।  ଡିସେମ୍ବର ୨୨ ତାରିଖରୁ ସରକାରୀ ସ୍ବୀକୃତି ପ୍ରାପ୍ତ ମଣ୍ଡିରେ ଧାନବିକ୍ରି କରି ଏମିତି ଅବସ୍ଥା ଭୋଗୁଛନ୍ତି ନବରଙ୍ଗପୁର ଜିଲ୍ଳାର ଶହଶହ ଚାଷୀ। ଯୋଗାଣ ଅଧିକାରୀଙ୍କ ନିକଟରେ ଚାଷୀଙ୍କ ସମସ୍ୟାକୁ ନେଇ ଖବର ବି ନାହିଁ। ଲ୍ୟାମ୍ପ କହୁଛି ସର୍ଭର ଡାଉନ ଥିବାରୁ ଭେଣ୍ଡର କ୍ୟାନସଲ ହୋଇଯାଇଛି। ନବରଙ୍ଗପୁର ଜିଲ୍ଲାର ୧୩ଟି ଲ୍ୟାମ୍ପର ୫୫ଟି ସ୍ଥାନରେ ଧାନ ମଣ୍ଡି ଖୋଲାଯାଇଛି। ଏଯାଏଁ ୧୪ ଲକ୍ଷ ୪୨ ହଜାର କ୍ବିଇଣ୍ଟାଲ ଧାନ ଚାଷୀ ମିଲରଙ୍କ ହାତକୁ ଟେକି ଦେଇଛନ୍ତି।
 ହେଲେ ନା ଅଛି ରେକର୍ଡ ନା ଅଛି ରସିଦ। ଟୋକନ ପାଇଥିବା ଚାଷୀଙ୍କ ଠାରୁ ଲ୍ୟାମ୍ପ ଧାନ କିଣି ମିଲରଙ୍କୁ ଦେଇଛି । କିନ୍ତୁ ମିଲରକୁ ଲ୍ୟାମ୍ପ ଗୁଡିକ ପ୍ରାପ୍ତି ପତ୍ର ପ୍ରଦାନରେ ଅହେତୁକ ବିଳମ୍ବ କାରଣରୁ ଚାଷୀଙ୍କ ଭେଣ୍ଡର କ୍ୟାନସଲ ହୋଇଯାଇଛି। ନବରଙ୍ଗପୁର ଜିଲ୍ଲାର ୧୧ ଟି ଲ୍ୟାମ୍ପର ୧୩୯୬ ଚାଷୀଙ୍କ ୯୫ ହଜାର ୪୪୧.୦୯ କି କୁଇଣ୍ଟାଲ ଧାନ ଚାଷୀ ମଣ୍ଡି ମାଧ୍ୟମରେ ସରକାରଙ୍କୁ ବିକ୍ରି କରି ଏଭଳି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି।
ରାଇଘର ବ୍ଲକର ସର୍ବାଧିକ ୨୮୧ ଚାଷୀଙ୍କ ଠାରୁ ୧୯ ହଜାର ୪୮୩.୪୨ କ୍ବିଣ୍ଟାଲ ଧାନ ଏବଂ ଚନ୍ଦାହାଣ୍ଡି ବ୍ଲକର ୨୨୮ ଜଣ ଚାଷୀଙ୍କ ଠାରୁ ୧୭ ହଜାର ୮୫୪.୬୭ କୁଇଣ୍ଟାଲ ଧାନ ଲ୍ୟାମ୍ପ କିଣିଛି।  କିନ୍ତୁ ଟଙ୍କା ଚାଷୀଙ୍କୁ ମିଳୁନି। ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁର ଜିଲ୍ଲାରେ ଗରିବ ଚାଷୀ ମାନେ ଏଭଳି ହଇରାଣ ହରକତ ହେଉଛନ୍ତି।  ଲ୍ୟାମ୍ପ ମାନଙ୍କର ଏହି ଭୁଲକୁ ନେଇ ନବରଙ୍ଗପୁର ଏଆରସିଏସ(ARCS) ମୁହଁ ଖୋଲିବାକୁ ଚାହୁଁ ନାହାନ୍ତି। ଚାଷୀର କଷ୍ଟ ଅର୍ଜିତ ଫସଲର ଉଚିତ ମୁଲ୍ୟ ପ୍ରଦାନ ଓ ଦଲାଲ ଙ୍କ ଠାରୁ ଚାଷୀଙ୍କୁ ବଞ୍ଚେଇବାକୁ ସରକାର ମଣ୍ଡିର ବ୍ୟବସ୍ଥା କରିଛନ୍ତି ସତ।  କିନ୍ତୁ କଷ୍ଟ ଉପାର୍ଜିତ ଫସଲ ବିକ୍ରି ପରେ ମଧ୍ୟ ଚାଷୀଙ୍କୁ ସେମାନଙ୍କ ପ୍ରାପ୍ୟ ନମିଳିବା ବିଡମ୍ବନାର ବିଷୟ।  


News Comment




Photo in News

Advertisment
Lastest News
  ଜିଲ୍ଲା  
ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   25-Sep-2026
  ଜିଲ୍ଲା  
ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   25-Sep-2026
  ଜିଲ୍ଲା  
ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   25-Sep-2026
  ଜିଲ୍ଲା  
ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   25-Sep-2026
  ଜିଲ୍ଲା  
*ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   25-Sep-2026
  ଜିଲ୍ଲା  
ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   25-Sep-2026
  ଜିଲ୍ଲା  
ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   25-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   25-Sep-2026
  ଜିଲ୍ଲା  
ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   25-Sep-2026
  ଜିଲ୍ଲା  
ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   25-Sep-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ   25-Sep-2026
  ଜିଲ୍ଲା  
ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   25-Sep-2026

You Might Also Like