-+91-9937148622 |

prerana_bgr@rediffmail.com |

  Friday 18th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   (18-Sep-2026)       ||      ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   (18-Sep-2026)       ||      ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||     

HOME   ଜିଲ୍ଲା

ସକ୍ଷମ ବରଗଡ ଜିଲ୍ଲାର ବିଭିନ୍ନ କମିଟି ଗଠିତ

27-Jul-2025



ଅତାବିରା (ଆକାଶ ମିଶ୍ର): ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ବରଗଡ଼ର ନଗର ସେବା ପ୍ରମୁଖ ପ୍ରତାପ କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ ଏକ ସଭା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ହିନ୍ଦି ବିଭାଗ ଠାରେ ଅନୁଷ୍ଠିତ ହୋଇଯାଇଛି ।ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବରେ ସକ୍ଷମ ଓଡିଶା ପଶ୍ଚିମ ପ୍ରାନ୍ତର ସଚିବ ଶ୍ୟାମ କୁମାର ଦାସ, ସମ୍ମାନିତ ଅତିଥି ଭାବରେ ଅବସର ପ୍ରାପ୍ତ ପ୍ରାଧ୍ୟାପକ ପଂଚାୟତ ମହାବିଦ୍ୟାଳୟ Psychology ବିଭାଗର ମୁଖ୍ୟ ଅମରେନ୍ଦ୍ର ନାରାୟଣ ପ୍ରସାଦ ଯାଦବ, ଅବସରପ୍ରାପ୍ତ ଅଧ୍ୟାପକ ଭୁକ୍ତା ମହାବିଦ୍ୟାଳୟର ଆନନ୍ଦ ପ୍ରଧାନ,ସକ୍ଷମ ବରଗଡ ଜିଲ୍ଲାର ସଂଯୋଜକ ଶ୍ରୀ ମେଘନାଦ ସାହୁ ମଂଚାସୀନ ଥିଲେ । ଅନ୍ୟ ଅତିଥି ମାନଙ୍କ ମଧ୍ୟ୍ୟରେ ଡାକ୍ତର ସାଧୁ ଚରଣ ଦାଶ, ଅବସରପ୍ରାପ୍ତ କୃତୀ ଶିକ୍ଷକ କେନ୍ଦ୍ରୀୟ ବିଦ୍ୟାଳୟର ଶ୍ରୀ ବାଳକୃଷ୍ଣ ମିଶ୍ର, ଡାକ୍ତର ଅର୍ଜୁନ ମେହେର, ପାୱାର ଅଫ ଦିବ୍ୟlଙ୍ଗ ବରଗଡ ର ସଭାପତି ଶ୍ରୀ ଶ୍ୟାମ ସୁନ୍ଦର ଅଗ୍ରୱାଲ, ସର୍ଦାର ପ୍ରିତମ ସିଂ, ବାପୁଜୀ ସ୍ୱତନ୍ତ୍ର ବିଦ୍ୟାଳୟ ଅନ୍ତର୍ଗତ ବଧିର ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ କିଶୋର ଚନ୍ଦ୍ର ସାହୁ, ଏଚିଭର୍ସ ହେଲପିଙ୍ଗ ଫାଉନଡେସନ ର ସଭାପତି ଶ୍ରୀ ଦିବାକର ମାଝୀ, ସାମ୍ବାଦିକ ବନ୍ଧୁ ତଥା ବରଗଡ ଜିଲ୍ଲାର ବିଭିନ୍ନ ଦିବ୍ୟlଙ୍ଗ ସଂଗଠନ ର କର୍ମକର୍ତ୍ତାମାନେ ତଥା ଉଭୟ ଓଡ଼ିଆ ଓ ହିନ୍ଦି ଶିଶୁ ବିଦ୍ୟା ମନ୍ଦିର ର କର୍ମଚାରୀ ମାନେ ଉପସ୍ଥିତ ଥିଲେ । ମୁଖ୍ୟ ଅତିଥି ଶ୍ରୀ ଦାସ ଏବଂ ସମ୍ମାନୀତ ଅତିଥି ମାନେ ନିଜ ନିଜ ବକ୍ତବ୍ୟ ରଖି ସାରିଲା ପରେ, ଦୃଷ୍ଟି ବାଧିତ ପ୍ରଧାନ ଶିକ୍ଷକ ଶ୍ରୀ ସାର୍ତ୍ତିକ ସାହୁ, ରାଧାକାନ୍ତ ସୁନା ବକ୍ତବ୍ୟ ରଖି ଥିବା ବେଳେ, ସୋହେଲା ମାଛିମୁରା ଗ୍ରାମର ଦିବ୍ୟlଙ୍ଗ ଭାଇ ରଂଜିତ ପଧାନ ସୁନ୍ଦର ଗୀତ ଗାଇ ସମସ୍ତଙ୍କୁ ମୁଗ୍ଧ କରିଥିଲେ । ପରିଶେଷରେ ଜିଲ୍ଲା କମିଟି ଗଠନ କରଯାଇଥିଲା ।              ସକ୍ଷମ ବରଗଡ ଜିଲ୍ଲାର ସଭାପତି ପଦପାଇଁ ମୁଖ୍ୟ ଅତିଥି ଶ୍ରୀ ଦାସ ଅବସର ନେଇଥିବା ବାପୁଜୀ ସ୍ୱତନ୍ତ୍ର ବିଦ୍ୟାଳୟ ଅନ୍ତର୍ଗତ ମାନସିକ ଅନଗ୍ରସର ବିଦ୍ୟାଳୟ ତଥା ସକ୍ଷମ ବରଗଡ ଜିଲ୍ଲାର ର ସଂଯୋଜକ ଶ୍ରୀ ମେଘନାଦ ସାହୁ ଙ୍କ ନାମ ଘୋଷଣା କରିଥବା ବେଳେ, ଅନ୍ୟ ପଦ ପଦବୀ କୁ ନୂତନ ସଭାପତି ଶ୍ରୀ ସାହୁ ଘୋଷଣା କରିବାକୁ କହିଥିଲେ । ଶ୍ରୀ ସାହୁ ପରିଚାଳନା କମିଟିର ଉପ ସଭାପତି ପଦ ପାଇଁ -ଡାକ୍ତର ସଂଜିତ ମିଶ୍ର ଏବଂ ଇଂ. ସାହେବ ପ୍ରଧାନ । ସମ୍ପାଦକ ପଦ ପାଇଁ -ଶ୍ରୀ ବାଲକୃଷ୍ଣ ମିଶ୍ର  । ସହ -ସମ୍ପାଦକ  ପଦ ପାଇଁ -ଶ୍ରୀ ଜଗଦୀଶ ସେନ ଏବଂ ସାର୍ତ୍ତିକ  ସାହୁ। କୋଷାଧକ୍ଷ -ଶ୍ରୀ କର୍ମବୀର ମେହେର, ମହିଳା ପ୍ରମୁଖ -ବିବସାମୟୀ ମହାପାତ୍ର, ଯୁବା ପ୍ରମୁଖ -ମେଘନାଦ ତାଜେନ ଏବଂ ଶ୍ରୀ ଘନଶ୍ୟାମ ପଟେଲ, ସଭ୍ୟ /ସଭ୍ୟା -ଶ୍ରୀ ଲଡ଼ୁ କିଶୋର ବେହେରା, ଚରଣ ନାୟକ, ଶ୍ରୀମତୀ ଶିବାୟନୀ ପଣ୍ଡା, ଶ୍ରୀମତୀ ମୁଗ୍ଧା ଦାଶ, ଶ୍ରୀ ଦୁଖୀ ସେବକ ସାହୁ, ଶ୍ରୀମତୀ ରୀନା ରଥ ଏବଂ ଶ୍ରୀ ମଣ୍ଟୁ ପଣ୍ଡା ଙ୍କ ନାମ ଘୋଷଣା କରିଥିଲେ ।                                       ଉପଦେଷ୍ଟା ମଣ୍ଡଳୀ ରେ ଶ୍ରୀ ଅମରେନ୍ଦ୍ର ନାରାୟଣ ପ୍ରସାଦ ଯାଦବ, ଡାକ୍ତର ଅର୍ଜୁନ ମେହେର, ଡାକ୍ତର ସାଧୁ ଚରଣ ଦାଶ, ଶ୍ରୀ ଶ୍ୟାମ ସୁନ୍ଦର ଅଗ୍ରୱାଲ, ଶ୍ରୀ ଅଶୋକ କୁମାର ଅଗ୍ରୱାଲ, ଶ୍ରୀ ସର୍ଦାର ପ୍ରିତମ ସିଂ, ଶ୍ରୀ ପ୍ରତାପ କୁମାର ପଟ୍ଟନାୟକ, ଶ୍ରୀ କିଶୋର ଚନ୍ଦ୍ର ସାହୁ, ଶ୍ରୀ ଅଭୟ କୁମାର ପଧାନ, ଶ୍ରୀ ନେପାଳ ଦୁଆନ ଏବଂ ଶ୍ରୀ ରାଧାକାନ୍ତ ସୁନା ଙ୍କ ନାମ ଘୋଷଣା କରିଥିଲେ ।                               ଜିଲ୍ଲାର ୧୨ଟି ଯାକ ବ୍ଲକ ତଥା NAC ଓ ମୁନିସିପାଲିଟି ର ବ୍ଲକ ପ୍ରତିନିଧିମାନେ ହେଲେ  - ବରଗଡ ବ୍ଲକ -କମଲ ସାହୁ ଏବଂ ନେପାଳ ସାହୁ, ବରଗଡ ମୁନିସିପାଲିଟି

-ଯୋଗେନ୍ଦ୍ର କଠlର ଏବଂ ସୁମନ୍ତ ପଧାନ, ଭେଡେନ ବ୍ଲକ -ଫିରୋଜ ଚିରଗୁଣ ଏବଂ ଗଣେଶ ବଗର୍ତ୍ତୀ । ଅତାବିରା ବ୍ଲକ -ତରୁଣ ପଧାନ ଏବଂ ରଶ୍ମିତା ଭୋଇ, ଅତାବିରା NAC -ଋତୁପର୍ଣ୍ଣା ପଧାନ ଏବଂ ସଞ୍ଜୁଳା ସାହୁ । ଭଟଲି ବ୍ଲକ -ଶ୍ରୀ ଗୋପାଳ ସାହୁ ଏବଂ ଗରିବ ବୁଡ଼ା, ଅମ୍ବାଭୋନା ବ୍ଲକ -ଶ୍ରୀ ହୃଷିକେଶ ପଧାନ ଏବଂ ଅକ୍ଷୟ କୁମାର ଦାଶ, ସୋହେଲା ବ୍ଲକ -ଶ୍ରୀ ରଂଜିତ ପଧାନ ଏବଂ ବସନ୍ତ ରାଉତ,ବରପାଲି ବ୍ଲକ -ବାଲି ପାଣ୍ଡେ ଏବଂ ଶଙ୍କର୍ଷଣ ପରଢିଆ, ବରପାଲି  NAC -ମଞ୍ଜୁଲତା ଦାଶ ଏବଂ ସର୍ବେଶ୍ୱରୀ ସାହୁ, ବିଜେପୁର ବ୍ଲକ - ଦିବାସ ଭୋଇ ଏବଂ ଗୋକୁଳ ଗୁରୁ, ବିଜେପୁର NAC ଗିରିଜା କଠାର ଏବଂ ସିମନ ସେଠ, ଗାଇସିଲେଟ ବ୍ଲକ -ଭାଗିରଥି ଗୁରୁ ଏବଂ ଚମେଶ୍ୱର ସାହୁ, ପଦ୍ମପୁର ବ୍ଲକ -କୁମର ମେହେର ଏବଂ ଚନ୍ଦ୍ରମଣି ତାଣ୍ଡି, ପଦ୍ମପୁର NAC ଜଗଦାନନ୍ଦ ମେହେର ଏବଂ ରାଧାକାନ୍ତ ସାହୁ, ପାଇକମାଲ ବ୍ଲକ -ସୁରେଶ ମେହେର ଏବଂ ମହେନ୍ଦ୍ର ରଣା, ଝାରବନ୍ଧ ବ୍ଲକ -ନାରାୟଣ ପଟେଲ ଏବଂ ପ୍ରଦୁମ୍ନ ପାଢ଼ୀ । କମିଟି ଗଠନ ପରେ,ପରିଚାଳନା କମିଟି ର ସଭାପତି ଶ୍ରୀ ମେଘନାଦ ସାହୁ ସମସ୍ତଙ୍କୁ "ମଁl ପାଇଁ ଗଛଟିଏ " ଲଗାଇବା ପାଇଁ ଅନୁରୋଧ କରିଥିଲେ ।  ପରି ଶେଷରେ RSS ର ନଗର କାର୍ଯ୍ୟବାହ ଲଳିତ କୁମାର ବିଶ୍ୱାଳ  ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।


News Comment




Photo in News

Advertisment
Lastest News
  ରାଜ୍ୟ  
ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   18-Sep-2026
  ଜିଲ୍ଲା  
ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   18-Sep-2026
  ଦେଶ ବିଦେଶ  
ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   18-Sep-2026
  ଜିଲ୍ଲା  
 ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   18-Sep-2026
  ରାଜ୍ୟ  
ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   18-Sep-2026
  ଜିଲ୍ଲା  
ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   18-Sep-2026
  ଜିଲ୍ଲା  
ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   17-Sep-2026
  ଜିଲ୍ଲା  
ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   17-Sep-2026
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026

You Might Also Like