-+91-9937148622 |

prerana_bgr@rediffmail.com |

  Wednesday 16th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||     

HOME   ଜିଲ୍ଲା

ବରୀ-ବିଦୃପା ରାସ୍ତାରେ ଖାଲ ଧିରେ ଧିରେ ଚାଲ,ନିର୍ମାଣ ରେ ବିଳମ୍ବ

12-Jul-2025



ବରୀ(ରଞ୍ଜିତ ମହାନ୍ତିଙ୍କ ରିପୋର୍ଟ): ବରୀ ବ୍ଲକର ମୁଖ୍ୟ ରାସ୍ତା  ହେଉଛି  ବରୀ ବିଦୃପା ରାସ୍ତା। ଏହି ରାସ୍ତା ସାରା ଖାଲଖମାରେ ଭରପୁର,ବର୍ଷା ପାଣି ଜମିରହିବା ସାଙ୍ଗକୁ  ଯୋଗୁଁ  ରାସ୍ତାର ଅବସ୍ଥା ଅତି ଶୋଚନୀୟ ହୋଇ ପଡିଛି। ଯାତାୟତ ବେଳେ ଧୀରେ ଧୀରେ  ଯିବାକୁ  ସ୍ଥାନୀୟ ଲୋକେ  ରାସ୍ତା ଉପରେ ଠିଆ ହୋଇ କହୁଥିବା ଦେଖିବାକୁ ମିଳିଛି। ଏ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। କହୁଥିବା ଲୋକଟି  ସାଧାରଣ ଲୋକଙ୍କ  ଠାରୁ  କିଛି ଆର୍ଥିକ  ସାହାଯ୍ଯ  ମାଗୁଥିବା  ଦେଖିବାକୁ ମିଳିଛି।କିଛି ଲୋକ  ଖୁସି ହୋଇ  ଅର୍ଥ ବି ଦେଉ ଛନ୍ତି। ତେବେ  ସରକାରଙ୍କ ତ୍ରୁଟି ପାଇଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି କୁହାଯାଉଛି। ଜଣାଯାଇଛି ଯେ ଏହି ରାସ୍ତାଟି ପୂର୍ତ୍ତ ଗୃହ ନିର୍ମାଣ ବିଭାଗ ଅଧିନରେ ରହିଛି। ଠିକାଦାର ଜରିଆରେ ମରାମତି ଉନ୍ନତିକରଣ କାର୍ଯ୍ୟ କରା ଯାଉଥିଲା ବେଳେ ଏବେ ବର୍ଷା  ଯୋଗୁଁ ମରାମତି କାମ ଠପ ହୋଇ ଯାଇଛି । ଠିକାଦାର ରାସ୍ତା ଖୋଳି ଦେଇଛି l ଗୋଡି,ମେଟାଲ  ପକାଇନାହିଁ।ଏହି ସମୟରେ ବର୍ଷା ଆରମ୍ଭ ହୋଇ ଯାଇଛି। ଦୈନିକ ବର୍ଷା ହେଉଥିବାରୁ  ଠିକାଦାର  ବର୍ଷା  ଆଳରେ କାମ ବନ୍ଦ କରିଦେଇଛି ବୋଲି ଅଭିଯୋଗ ହୋଇଛି।୨୪କୋଟି ଟଙ୍କା ରୁ ଉର୍ଦ୍ଧ ବ୍ୟୟ ଅଟକଳ ରେ କାମ ଚାଲିଛି। କୌଣସି ସ୍ଥାନ ରେ ସୂଚନା ଫଳକ  ରହିନାହିଁ ।ଏ ନେଇ ସାଧାରଣରେ ତୀବ୍ର ନିନ୍ଦା ପ୍ରକାଶ ପାଇଛି।ଅଲିପୁର, ଅନ୍ଯାସିପୁର, କଳାମାଟିଆ, ବାଲିବିଲି,ରାମଚନ୍ଦ୍ରପୁର,ବରୀ ଆଦି ଗ୍ରାମର ଶତାଧିକ ଲୋକ  ବିଭାଗୀୟ  ମନ୍ତ୍ରୀଙ୍କୁ  ଲିଖିତ ଅଭିଯୋଗ କରିଥିବା ଜଣାପଡିଛି। ଏହି ରାସ୍ତାର ନାମ ୧୯  ଏବିସି  ହୋଇଥିଲା ବେଳେ  ବ୍ଲକର  ଏହା ମୁଖ୍ୟ ରାସ୍ତା,ଏହି ରାସ୍ତା ଦେଇ ଦୈନିକ  ଜିଲ୍ଲା ପ୍ରଶାସନ, ବ୍ଲକ ପ୍ରଶାସନ ସ୍ଥାନୀୟ ନେତାନେତ୍ରୀ ଯାତାୟତ କରୁଥିଲେ ବି  ଗୁରୁତ୍ୱ  ବୋଲି  କେହି ମନେ କରୁନାହାଁନ୍ତି।  ତେବେ ଏ ନେଇ ଜନଆନ୍ଦୋଳନ  ହେବ ବୋଲି ସୂଚନା ମିଳିଛି। ଠିକାଦାର, ଯନ୍ତ୍ରୀ,  ସ୍ଥାନୀୟ ନେତାଙ୍କ ସଲାସୁତୁରାରେ ମରାମତି କାମ  ଚାଲିଛି  ବୋଲି ଅଭିଯୋଗ ହୋଇଛି। ତାହା ପୂଣି ଅତି ନିମ୍ନମାନର ହେଉଛି।ଯେଉଁଠାରେ ଗାଡ  କରାଯିବା କଥା କରାଯାଉନାହିଁ। କାମ ବେଳେ  ପାଣି ଛିଞ୍ଚନ କରାଯାଉନାହିଁ  ବୋଲି ଅଭିଯୋଗ  ହୋଇଛି। ତେବେ ବିଭାଗୀୟ  ଉଚ୍ଚ କର୍ତ୍ତୃପକ୍ଷ  ତଦନ୍ତ  କଲେ ସଠିକ  ବିବରଣୀ  ମିଳିପାରନ୍ତା ବୋଲି ମତପ୍ରକାଶ ପାଇଛି।


News Comment




Photo in News

Advertisment
Lastest News
  ରାଜ୍ୟ  
ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   16-Sep-2026
  ଜିଲ୍ଲା  
ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ   16-Sep-2026
  ଜିଲ୍ଲା  
ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   16-Sep-2026
  ଜିଲ୍ଲା  
ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   16-Sep-2026
  ଜିଲ୍ଲା  
ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   16-Sep-2026
  ଜିଲ୍ଲା  
ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   15-Sep-2026
  ଜିଲ୍ଲା  
କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   15-Sep-2026
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026

You Might Also Like