-+91-9937148622 |

prerana_bgr@rediffmail.com |

  Saturday 19th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||      ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   (18-Sep-2026)       ||      କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   (18-Sep-2026)       ||      *ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   (18-Sep-2026)       ||      ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   (18-Sep-2026)       ||      ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   (18-Sep-2026)       ||      ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   (18-Sep-2026)       ||      ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   (18-Sep-2026)       ||      ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||     

HOME   ଜିଲ୍ଲା

ପର ଆଶ୍ରାରେ ଡୁଙ୍ଗୁରିପାଲି: ତହସିଲ କାମ ପାଇଁ ଯାଆନ୍ତି ରାମପୁର; ଶବ ବ୍ୟବଚ୍ଛେଦ ଓ ବିଦ୍ୟୁତ ପାଇଁ ବିନିକା ଭରସା

08-Jul-2025



ଡୁଙ୍ଗୁରିପାଲି (ଅରବିନ୍ଦ ମିଶ୍ରଙ୍କ ରିପୋର୍ଟ): ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅଞ୍ଚଳର ଲୋକେ ବିଭିନ୍ନ କାର୍ଯ୍ୟାଳୟ ଉପରେ ଅନ୍ୟ ବ୍ଲକ ତଥା ଅନ୍ୟାନ୍ୟ ଅଞ୍ଚଳ ଉପରେ ନିର୍ଭର କରୁଛନ୍ତି। ବ୍ଲକ ସଦର ମହକୁମାରୁ ଲୋକେ ରାମପୁର ତହସିଲ, ବିଏସ୍ଏନ୍ଏକ ସେବା ପାଇଁ ହୋଲସିଂହା ନହେଲେ ବଲାଙ୍ଗୀର, ଶବ ବ୍ୟବଚ୍ଛେଦ ଓ ବିଦ୍ୟୁତ ବିଭାଗ କାମ ପାଇଁ ବିନିକା ଅଫିସ ଉପରେ ଲୋକେ ନିର୍ଭର କରନ୍ତି।  ଏଥିପାଇଁ ଲୋକଙ୍କୁ ଛୋଟ କାମ ଟିଏ ପାଇଁ ଅଯଥାରେ ହଇରାଣ ହେବାକୁ ପଡୁଛି l ସୋନପୁର ଜିଲ୍ଲା ଓ ଚୁଙ୍ଗୁରିପାଲି ବ୍ଲକ ମାନ୍ୟତା ପାଇବା ପରେ ଏଠାକାର ଲୋକେ ଅନ୍ୟ ଆଞ୍ଚଳ ଓ ଜିଲା ଉପରେ ନିର୍ଭର କରିବା କେତେଦୂର ଯୁକ୍ତିଯୁକ୍ତ ବୋଲି ପ୍ରଶ୍ନ ହେଉଛି। ସୂଚନା ଅନୁସାରେ, ଅବିଭକ୍ତ ବଲାଙ୍ଗୀର ଜିଲ୍ଲା ଥିବା ବେଳେ ଲୋକେ ଜିଲ୍ଲାପାଳ ଓ ଉପଜିଲାପାଳ କାର୍ଯ୍ୟାଳୟରେ କମ ପାଇଁ ୪୦ କିମି ଯାଇ କାମ କରି ଫେରି ଆସୁଥିଲେ । ସୁବର୍ଣ୍ଣପୁର ଜିଲ୍ଲା ମାନ୍ୟତା ପାଇବା  ପରେ ଲୋକେ ୨୦/୮୦ କିମି ଯାଇ ନିଜର କାମ କରୁଛନ୍ତି । ନୂତନ ଜିଲା ମାନ୍ୟତାକୁ ୩୦ ବର୍ଷ ପୂରିଲାଣି । ଡୁଙ୍ଗୁରିପାଲି ବ୍ଲକ ହେବା ପରେ ଅନ୍ୟ କାର୍ଯ୍ୟଳୟ ମଧ୍ୟ ଏହି ଅଞ୍ଚଳରେ ହେବ ବୋଲି ଲୋକେ ଆଶା ରଖୁଥ‌ିଲେ । ଚୁଙ୍ଗୁରିପାଲିରେ ଏକ ପୂର୍ଣାଙ୍ଗ ତହସିଲ ପାଇଁ ଅଞ୍ଚଳବାସୀ ଦାବି କରି ଆସୁଥିବା ବେଳେ ଦାବି ପ୍ରଶମିତ କରିବାପାଇଁ ଏଠାରେ ଏକ ଅତିରିକ୍ତ ତହସିଲ କାର୍ଯ୍ୟାଳୟ ଡାକବଙ୍ଗଳା ୨୦୦୪ ଏପ୍ରିଲ ୨୧ରେ ଖୋଲା ଯାଇଥିଲା । ପ୍ରଥମ ଅତିରିକ୍ତ ତହସିଲଦାର ଭାବେ ରମେଶ ଚନ୍ଦ୍ର ଚାଇଁ ଯୋଗ ଦେଇଥିବା ବେଳେ ପରବର୍ତ୍ତୀ ସମୟରେ କନକଚମ୍ଫା ମେହେର, ସମାସ ବିଲୁଙ୍ଗ, ପଦ୍ମନାର ପୁରୋହିତ କାଯ୍ୟ କରିଥିଲେ।  ୨୦୧୫ରେ ଏଠାରେ ବନୋଦ ବିହାରା ଦାନୀ ଯୋଗଦେବା ପରେ ଉକ୍ତ  କାର୍ଯ୍ୟାଳୟ ସମ୍ପୂର୍ଣ ବନ୍ଦ ରହିଛି । ପୁଣି ଏହି ଅଞ୍ଚଳବାସୀ ଛୋଟମୋଟ କାମରେ ରାମପୁରକୁ ଧାଉଁଛନ୍ତି । ଡୁଙ୍ଗୁରିପାଲି ସହର ୨୬ ନମ୍ବର ଜାତୀୟ ରାଜପଥ ଉପରେ ରହିଛି । ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ମଧ୍ୟ ଅଛି । ବିଭିନ୍ନ ସମୟରେ ଦୁର୍ଘଟଣା, ଅଘଟଣ ଯୋଗୁଁ ଲୋକଙ୍କ ମୃତ୍ୟୁ ହେଲେ ପୁଲିସ ଶବ ବ୍ୟବଚ୍ଛେଦ ପାଇଁ ବିନିକା ପଠା ଯାଉଛି । ଏଠାରେ ବ୍ୟବଚ୍ଛେଦ କେନ୍ଦ୍ର ନଥିବରୁ ଲୋକେ ବନ୍ଧା ହୋଇ ବିନିକା ଯାଆନ୍ତି । ତେବେ ଛୋଟ ଛୋଟ କାମ ପାଇଁ କେତେ ଦିନ ଧରି ଡୁଙ୍ଗୁରିପାଲି ଅଞ୍ଚଳର ଲୋକ ମାନେ ଅନ୍ୟ ଜାଗା ଉପରେ ନିର୍ଭରଶୀଳ ରହୁଥିବେ; ତାହା ଏକ ବଡ ପ୍ରଶ୍ନ l


News Comment




Photo in News

Advertisment
Lastest News
  ଜିଲ୍ଲା  
ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    18-Sep-2026
  ଜିଲ୍ଲା  
ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର   18-Sep-2026
  ଜିଲ୍ଲା  
ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   18-Sep-2026
  ଜିଲ୍ଲା  
ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   18-Sep-2026
  ଜିଲ୍ଲା  
କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   18-Sep-2026
  ଜିଲ୍ଲା  
*ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   18-Sep-2026
  ଅପରାଧ  
ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   18-Sep-2026
  ରାଜ୍ୟ  
ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   18-Sep-2026
  ରାଜ୍ୟ  
ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   18-Sep-2026
  ଜିଲ୍ଲା  
ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   18-Sep-2026
  ଦେଶ ବିଦେଶ  
ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   18-Sep-2026
  ଜିଲ୍ଲା  
 ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   18-Sep-2026

You Might Also Like