-+91-9937148622 |

prerana_bgr@rediffmail.com |

  Monday 11th May 2026 |

| | | |

R.N.I. Regd No. ODIODI/2010/46693

Breaking News

ଅସହାୟ ବୃଦ୍ଧ ଙ୍କୁ ସହାୟତାର ହାତ ବଢ଼ାଇଲେ ସାମ୍ବାଦିକ    (11-May-2026)       ||      ଅତାବିରା ରେ ଜନ ଆକ୍ରୋଶ ମହିଳା ପଦଯାତ୍ରା   (11-May-2026)       ||      ସାତସାହି କଟକ ନୃତ୍ୟାତ୍ସବ ଓ ବାଣିଜ୍ୟ ମେଳା ୧୩ରୁ   (11-May-2026)       ||      ପ୍ରଭାତଙ୍କ ବିରୋଧୀ ଅଣନିଶ୍ୱାସୀ, ଦଳରେ ନଥାଇ ମଧ୍ୟ ଜନ ମନରେ ପ୍ରଭାତ, ବିଜେଡି ଛାଡି ପ୍ରଭାତଙ୍କ ସାଥିରେ ହଜାର ହଜାର କର୍ମୀ    (11-May-2026)       ||      ରାଜ୍ୟରେ ବଢ଼ିଚାଲିଥିବା ଭିଡ଼ ହିଂସା ଓ ନାରୀ ନିର୍ଯାତନା ପ୍ରତିବାଦରେ ଏସ ୟୁ ସି ଆଇ ( କମ୍ୟୁନିଷ୍ଟ) ପକ୍ଷରୁ ବିକ୍ଷୋଭ   (11-May-2026)       ||      ଯୁବୋଦୟ ଲିଡ୍ ସ୍କୁଲର ପାଞ୍ଚ ଦିନିଆ ଗ୍ରୀଷ୍ମକାଳୀନ କର୍ମଶାଳା   (11-May-2026)       ||      ୨୦୦୧ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ    (11-May-2026)       ||      ବରଗଡ଼ ଲୋକସଭା କ୍ଷେତ୍ରର ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କ ବିସ୍ତୃତ ଆଲୋଚନା    (11-May-2026)       ||      ଅଭିଯୁକ୍ତକୁ ଅଟକରଖି ପୋଲିସକୁ ଦେଇଥିଲେ ଜିମା, ମୋଟୁ ପୋଲିସ ର ଅଧିକ ତଦନ୍ତ ଜାରି   (11-May-2026)       ||      କଟକ ମହାନଦୀ ବିହାର ଡେଭଲପମେଣ୍ଟ ଆସୋସିଏସନ ପକ୍ଷରୁ ଚପଖେଳ ଉଦ୍ ଯାପିତ   (11-May-2026)       ||      ଗ୍ରୀଷ୍ମକାଳୀନ କରାଟେ ଟାଇକଣ୍ଡୋ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ   (10-May-2026)       ||      ସିଦ୍ଧାଶ୍ରମ ସେବା ପ୍ରତିଷ୍ଠାନ ପକ୍ଷରୁ ବୃକ୍ଷର ଯତ୍ନ ନେବା ପାଇଁ କର୍ମଶାଳା   (10-May-2026)       ||      ଚାର୍ଜସିଟ୍ ଦାଖଲ ପୂର୍ବରୁ ବେଆଇନ୍ ଆଇନଗତ ଚକ୍ରାନ୍ତ ? ଆସନ୍ତାକାଲି ପୁଣି ଜାମିନ ଆବେଦନ !   (10-May-2026)       ||      ବରଗୁଡା ଗ୍ରାମ ଠାରେ ମାଠାକୁରାଣୀ ହାଇଭୋଲ୍ଟେଜ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ   (10-May-2026)       ||      ଆମ ଢେଙ୍କାନାଳ- ଆମ ଗୌରବ   (10-May-2026)       ||      ସନ୍ଧ୍ୟା ହେଲେ ଚଉଳିଆଗଞ୍ଜ ଖେଳ ପଡିଆ ♦️ ଜମୁଛି ଅସାମାଜିକ ଯୁବକଙ୍କ ଆଡ୍ଡା   (10-May-2026)       ||      ପୋଲିସ ଭବନରେ ଗୁରୁତତ୍ୱପୂର୍ଣ୍ଣ ବୈଠକ   (10-May-2026)       ||      ବରଗଡ଼ ଲାୟନ୍ସ କ୍ଲବ ପକ୍ଷରୁ ଛତା ବଣ୍ଟନ    (10-May-2026)       ||      ବରଗୁଡା ଗ୍ରାମ ଠାରେ ମାଠାକୁରାଣୀ ହାଇଭୋଲ୍ଟେଜ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ l   (10-May-2026)       ||      ମୁଖ୍ୟମନ୍ତ୍ରୀ ହେବା ପରେ ଆକ୍ସନ୍ ମୋଡରେ ବିଜୟ,   (10-May-2026)       ||     

HOME   ଜିଲ୍ଲା

ମାୟାବର୍ହାରେ ବନମହୋତ୍ସବ ପାଳିତ

05-Jul-2025



ଡୁଙ୍ଗୁରିପାଲି,(ପ୍ରେରଣା ଖବର): ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ  ବିଦ୍ୟାଳୟ ମାୟାବର୍ହ୍। ଠାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡ.ରବିଚନ୍ଦ୍ର ପଶାୟତଙ୍କ ମାର୍ଗଦର୍ଶନ କ୍ରମେ ବନମହୋତ୍ସବ ପାଳନ ଅବସରରେ "ମା ପାଇଁ ଗଛ ଟିଏ" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ବିଦ୍ୟାଳୟର ଛାତ୍ର ଛାତ୍ରୀ , ଶିକ୍ଷକ ତଥା ସମସ୍ତ କର୍ମଚାରୀ ଏକ ସଚେତନ ଶୋଭାଯାତ୍ରା ରେ ବାହାରି ଗ୍ରାମ ପରିକ୍ରମା କରିଥିଲେ । ଶେଷରେ ବିଦ୍ୟାଳୟ ଖେଳ ପଡିଆ କୁ ଯାଇ ଛାତ୍ର ଛାତ୍ରୀମାନେ ବିଭିନ୍ନ ଗଛ ଲଗାଇଥିଲେ ଓ ତାହାର ଯତ୍ନ ନେବା ପାଇଁ ପ୍ରତିଜ୍ଞା କରିଥିଲେ।  ବରିଷ୍ଠ ଶିକ୍ଷକ ଦୀନବନ୍ଧୁ ପ୍ରଧାନ କାର୍ଯ୍ୟକ୍ରମକୁ ସଂଯୋଜନା କରିବା ସହ  ଗଛ ଆମର ମାଆ ଓ ଏହାର ରକ୍ଷଣାବେକ୍ଷଣ ଆମର ଦାୟିତ୍ବ ବୋଲି ମତ ପ୍ରଦାନ କରିଥିଲେ।  । ଖେଳ ଶିକ୍ଷକ ଚିନ୍ମୟ କୁମାର ଦାସ ଛାତ୍ର ଛାତ୍ରୀ ମାନଙ୍କୁ ବୃକ୍ଷରୋପଣ ର ଆବଶ୍ୟକତା ବିଷୟରେ ଧାରଣା ପ୍ରଦାନ  କରିଥିଲେ।

ଶେଷରେ ସଂସ୍କୃତ ଶିକ୍ଷକ ରାଜୁ ମେହେର  ସମସ୍ତଙ୍କୁ ଧନ୍ୟବାଦ୍ ପ୍ରଦାନ କରିଥିଲେ ।  କାର୍ଯକ୍ରମକୁ ନନ୍ଦିଘୋଷ ବାରିକ,  କିରଣ କୁମାର ପଟେଲ, ସଞ୍ଜୀବ ପୂଜାରୀ,  ମୀନକେତନ ଦାସ, ବିଭୀଷଣ ଖମାରୀ, ସୁରଜ୍ ଖମାରୀ , ସମୀର କାଠର ସହଯୋଗ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଅସହାୟ ବୃଦ୍ଧ ଙ୍କୁ ସହାୟତାର ହାତ ବଢ଼ାଇଲେ ସାମ୍ବାଦିକ   11-May-2026
  ଜିଲ୍ଲା  
ଅତାବିରା ରେ ଜନ ଆକ୍ରୋଶ ମହିଳା ପଦଯାତ୍ରା   11-May-2026
  ରାଜ୍ୟ  
ସାତସାହି କଟକ ନୃତ୍ୟାତ୍ସବ ଓ ବାଣିଜ୍ୟ ମେଳା ୧୩ରୁ   11-May-2026
  ଜିଲ୍ଲା  
ପ୍ରଭାତଙ୍କ ବିରୋଧୀ ଅଣନିଶ୍ୱାସୀ, ଦଳରେ ନଥାଇ ମଧ୍ୟ ଜନ ମନରେ ପ୍ରଭାତ, ବିଜେଡି ଛାଡି ପ୍ରଭାତଙ୍କ ସାଥିରେ ହଜାର ହଜାର କର୍ମୀ   11-May-2026
  ଜିଲ୍ଲା  
ରାଜ୍ୟରେ ବଢ଼ିଚାଲିଥିବା ଭିଡ଼ ହିଂସା ଓ ନାରୀ ନିର୍ଯାତନା ପ୍ରତିବାଦରେ ଏସ ୟୁ ସି ଆଇ ( କମ୍ୟୁନିଷ୍ଟ) ପକ୍ଷରୁ ବିକ୍ଷୋଭ   11-May-2026
  ଜିଲ୍ଲା  
ଯୁବୋଦୟ ଲିଡ୍ ସ୍କୁଲର ପାଞ୍ଚ ଦିନିଆ ଗ୍ରୀଷ୍ମକାଳୀନ କର୍ମଶାଳା   11-May-2026
  ଜିଲ୍ଲା  
୨୦୦୧ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ    11-May-2026
  ଜିଲ୍ଲା  
ବରଗଡ଼ ଲୋକସଭା କ୍ଷେତ୍ରର ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କ ବିସ୍ତୃତ ଆଲୋଚନା   11-May-2026
  ଜିଲ୍ଲା  
ଅଭିଯୁକ୍ତକୁ ଅଟକରଖି ପୋଲିସକୁ ଦେଇଥିଲେ ଜିମା, ମୋଟୁ ପୋଲିସ ର ଅଧିକ ତଦନ୍ତ ଜାରି   11-May-2026
  ରାଜ୍ୟ  
କଟକ ମହାନଦୀ ବିହାର ଡେଭଲପମେଣ୍ଟ ଆସୋସିଏସନ ପକ୍ଷରୁ ଚପଖେଳ ଉଦ୍ ଯାପିତ   11-May-2026
  ଜିଲ୍ଲା  
ଗ୍ରୀଷ୍ମକାଳୀନ କରାଟେ ଟାଇକଣ୍ଡୋ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ   10-May-2026
  ଜିଲ୍ଲା  
ସିଦ୍ଧାଶ୍ରମ ସେବା ପ୍ରତିଷ୍ଠାନ ପକ୍ଷରୁ ବୃକ୍ଷର ଯତ୍ନ ନେବା ପାଇଁ କର୍ମଶାଳା   10-May-2026

You Might Also Like