-+91-9937148622 |
prerana_bgr@rediffmail.com |
Tuesday 10th March 2026 |
R.N.I. Regd No. ODIODI/2010/46693
Breaking News
03-Jul-2025
କଣ୍ଟାବାଞ୍ଜି: ବଲାଙ୍ଗିର କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ କସାମାଳ ଗାଁ ର ଜଣେ ନାବାଳିକଙ୍କୁ ବାନ୍ଧନପାଲି ଗାଁ ର ଜଣେ ଯୁବକ ଦୁଷ୍କର୍ମ କରିଥିବା ନେଇ କଣ୍ଟାବାଞ୍ଜି ଥାନା ଲିଖିତ ଅଭିଯୋଗ ହେଇ ଥିଲା। ଏନେଇ କଣ୍ଟାବାଞ୍ଜି ପୋଲିସ ମାମଲା ରୁଜୁ କରି ବୁଧବାର ବାନ୍ଧନପାଲି ଗାଁ ର ଯୋଗେନ୍ଦ୍ର କୈର ନାମକ ଯୁବକ ଙ୍କୁ କଣ୍ଟାବାଞ୍ଜି ପୋଲିସ ଗିରଫ କରିଛି। ଯୁବକ ଜଣଙ୍କୁ ଡାକ୍ତରୀ ମାୟାନା କରି ପୋଲିସ କୋର୍ଟ ଚାଲାଣ କରିଥିବା ବେଳେ ଯୁବକ ଙ୍କ ଜାମିନ ନାମଞ୍ଜୁ ହେବାରୁ ତାକୁ ବଲାଙ୍ଗୀର ପକ୍ସୋ କାରାଗାରାକୁ ପଟେଇ ଦିଆଯାଇଥିବା ଜଣାପଡ଼ିଛି।