-+91-9937148622 |
prerana_bgr@rediffmail.com |
Tuesday 21st April 2026 |
R.N.I. Regd No. ODIODI/2010/46693
Breaking News
27-Jun-2025
ସୋନପୁର ( ମନୋରଞ୍ଜନ ତ୍ରିପାଠୀ)
ସୋନପୁର ପଟାଭାଡ଼ି ରାମଜୀ ନଗର ସ୍ଥିତ ରାମ ମନ୍ଦିର ର ପୂଜକ ଦିଲ୍ଲୀପ ଦାଶ ଙ୍କ ମାତା ଲତା ଦାଶ (୯୯) ବର୍ଷ ଙ୍କ ବିୟୋଗ ଘଟିଛି l ଶତାୟୁ ମହିଳା ଶ୍ରୀମତୀ ଦାଶ ଜଣେ ସରଳ ଓ ଧର୍ମ ପରାୟଣ ମହିଳା ଭାବେ ପରିଚିତ ଥିବା ବେଳେ ତାଙ୍କ ବିୟୋଗ ରେ ସୋନପୁର ରାମଜୀ ନଗର ଓ ସ୍ଥାୟୀ ଗାଁ ସର୍ଗୁଣାମୁଣ୍ଡା ଅଞ୍ଚଳ ରେ ଶୋକ ର ଛାୟା ଖେଳି ଯାଇଛି l ଆର୍ ଏସ ଏସ ସଂଗଠନ ସମେତ ଏ ଅଞ୍ଚଳ ର ଅନେକ ମାନ୍ୟ ଗଣ୍ୟ ବ୍ୟକ୍ତି ସ୍ୱର୍ଗୀୟl ଦାଶ ଙ୍କ ଅନ୍ତିମ ଦର୍ଶନ କରି ଥିବା ବେଳେ ମୃତ୍ୟୁ ଶଯ୍ୟା ପାଖରେ ବହୁ ଯଶସ୍ଵିନୀ, ମଧୁମିତା ନାତି ରାହୁଳ, ଧନଞ୍ଜୟ, ମନୋଜ୍ ଙ୍କ ସମେତ ନାତି ବହୁ ନିଳୀମା , ରୁପାଞ୍ଜଳି ଓ ରିନା ଉପସ୍ଥିତ ଥିଲେ l ଶ୍ରୀ ରାମେଶ୍ୱର ଶ୍ମଶାନ ଘାଟରେ ଶ୍ରୀମତୀ ଦାଶ ଙ୍କ ସଂସ୍କାର କରାଯାଇଥିଲା l ବଡ ପୁଅ ଦିଲ୍ଲୀପ ଦାଶ ମା ଙ୍କ ଅନ୍ତିମ ସଂସ୍କାର ବେଳେ ମୁଖାଗ୍ନି ଦେଇଥିଲେ l