-+91-9937148622 |
prerana_bgr@rediffmail.com |
Thursday 25th June 2026 |
R.N.I. Regd No. ODIODI/2010/46693
Breaking News
24-Jan-2021
ଭୁବନେଶ୍ବର, (ପ୍ରେରଣା ଖବର) : ଝାରପଡା ଜେଲରେ କମ୍ପ୍ୟୁଟର ଶିଖିବେ କଏଦୀ
*୩୦ ଟି କମ୍ପ୍ୟୁଟରରେ ପାଠ ପଢିବେ କଏଦୀ
*ସେହିପରି ପାଠ ପଢିବା ପାଇଁ ଆରମ୍ଭ ହେବ ଇ- ଲାଇବ୍ରେରୀ
*ଏବେ ଜେଲ ରେ ରହି ୮୦ ଜଣ IGNO ରେ ପାଠ ପଢୁଛନ୍ତି
*ଜେଲ ରେ ରହି ଯୁକ୍ତ ୨, ଯୁକ୍ତ ୩ ଓ ପିଜି କରୁଛନ୍ତି କଏଦୀ
*ବୈଷୟିକ ଶିକ୍ଷାକୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି
*ଖବରକାଗଜ ସହ ମହାପୁରୁଷଙ୍କ ଆତ୍ମଜୀବନୀ ପଢିବାକୁ ଦିଆଯାଉଛି
*ଖୁବଶୀଘ୍ର ଜେଲ ରେ କ୍ଳାସ ବ୍ୟବସ୍ଥା କରାଯିବ
*ଜେଲ ର ଶ୍ରେଣୀ ଗୃହରେ ପାଠପଢି ଉଚ୍ଚ ଶିକ୍ଷିତ ହେବେ କଏଦୀ
*ଜେଲ ମାନୁଆଲରେ ପରିବର୍ତ୍ତନ ପରେ ଏଭଳି ବ୍ୟବସ୍ଥା
*ଜେଲ ସୁପରିଟେଣ୍ଡେଣ୍ଟ ଡି.ଏନ.ବାରିକଙ୍କ ସୂଚନା