-+91-9937148622 |
prerana_bgr@rediffmail.com |
Thursday 25th June 2026 |
R.N.I. Regd No. ODIODI/2010/46693
Breaking News
24-Jan-2021
ନୟାଗଡ଼,(ପ୍ରଦୀପ କୁମାର ପଣ୍ଡା):ନୟାଗଡ଼ ପିଟିଏସ ପଡିଆରେ ୭୨ ତମ ସାଧାରଣ ତନ୍ତ୍ର ଦିବସ ପାଳିତ ହେବ | କୋଭିଡ ଗାଇଡ଼ ଲାଇନ ଅନୁଯାୟୀ ଏବର୍ଷ ବହୁ ନିରାଡ଼ମ୍ବର ଭାବେ ସାଧାରଣ ତନ୍ତ୍ର ଦିବସ କୁ ପାଳନ କରିବାକୁ ଜିଲ୍ଲା ପ୍ରଶାସନ ସୂଚନା ଦେଇଛନ୍ତି | ଚଳିତ ବର୍ଷ ଜିଲ୍ଲା ସ୍ତରୀୟ ସାଧାରଣ ତନ୍ତ୍ର ଦିବସ ପତାକା ଉତ୍ତୋଳନ ପାଇଁ ମୁଖ୍ୟ ଅତିଥି ଭାବେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ, ପଛୁଆ ବର୍ଗ ଓ ସଂଖ୍ୟାଲଘୁ ସମ୍ପ୍ରଦାୟ କଲ୍ୟାଣ ମନ୍ତୀ ଜଗନ୍ନାଥ ସାରକା ଯୋଗ ଦେବେ ବୋଲି ସୁଚନା ମିଳିଛି |