-+91-9937148622 |
prerana_bgr@rediffmail.com |
Thursday 30th April 2026 |
R.N.I. Regd No. ODIODI/2010/46693
Breaking News
21-Jun-2025
ସୋନପୁର ( ମନୋରଞ୍ଜନ ତ୍ରିପାଠୀ)
ସୋନପୁର ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖା ପକ୍ଷରୁ ଆଜି ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଛି l ଏହି ଶିବିର କୁ ମୁଖ୍ୟ ଅତିଥି ଭାବରେ ସି ଡ଼ି ଏମ ପି ଏଚ ଓ ଡ଼ା ଦୁର୍ଗା ଦତ୍ତ ଦାଶ, ଡେପୁଟି କମିଶନର ଅଫ ଜି ଏସ ଟି ଶ୍ରୀ ବିକାଶ ମହାନ୍ତି ଶୁଭ ଉଦ୍ଘାଟନ କରି ରକ୍ତ ଦାତା ଙ୍କୁ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରି ଥିଲେ l ଓ ଗ୍ରାହକ ସେବା ସହ ବ୍ୟାଙ୍କ ର ଏ ମହତ କାର୍ଯ୍ୟ କୁ ଭୂୟସୀ ପ୍ରଶଂସା କରିଥିଲେ l ସମ୍ମାନିତ ଅତିଥି ଭାବରେ ଷ୍ଟେଟ୍ ବ୍ୟାଙ୍କ ସୋନପୁର ସର୍କିଲ ଏଲ ଡି ଏମ୍ କାର୍ତ୍ତିକେଶ୍ୱର ପଣ୍ଡା, ବ୍ୟାଙ୍କ ଚିଫ ମ୍ୟାନେଜର ଲକ୍ଷ୍ମଣ କୁମାର ମାଝୀ ଯୋଗ ଦେଇ ଅତିଥି ଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ l ଓ ରକ୍ତ ଦାତା ଙ୍କୁ ଉତ୍ସାହିତ କରି ମିଡିଆ, ବୁଦ୍ଧିଜୀବି, ରକ୍ତଦାତା , ସମାଜସେଵୀ, ରକ୍ତ ଦାତା ସଂଘ ଉଦ୍ୟୋକ୍ତା ମନୋଜ୍ ପଣ୍ଡା ଓ ମେଡ଼ିକାଲ କର୍ମଚାରୀ ଙ୍କ ସହଯୋଗ ପାଇଁ ସାଧୁବାଦ୍ ଜଣାଇ ଥିଲେ l