-+91-9937148622 |

prerana_bgr@rediffmail.com |

  Friday 18th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   (18-Sep-2026)       ||      ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||     

HOME   ଜିଲ୍ଲା

ତିନୋଟି ଗ୍ରାମ ପଞ୍ଚାୟତ ରେ ବିକାଶ ରଥ କୁ ସ୍ୱାଗତ ଜଣାଇଲେ

20-Jun-2025



ପାଟଣାଗଡ଼ (ପୂର୍ଣ୍ଣ ଶଶି ଶେଖର ରାଓ )ଭାରତୀୟ ଜନତା ପାର୍ଟି ସରକାର ଗଢିବା ର ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ସାରା ରାଜ୍ୟରେ ବିକାଶ ରଥ ପରିକ୍ରମା କରୁଥିବା ବେଳେ ଆଜି ନବମ ଦିବସ ରେ ପଂହଁଚିଛି!ଏହି ପରିପ୍ରେକ୍ଷୀରେ ବଲାଙ୍ଗୀର ଜିଲ୍ଲା ବେଲପଡା ବ୍ଲକ ର ଗ୍ରାମ ପଞ୍ଚାୟତ ମାନଙ୍କୁ ମଧ୍ୟ ବିକାଶ ରଥ ପରିକ୍ରମା କରୁଥିବା ବେଳେ ଆଜି ତିନୋଟି ଗ୍ରାମ ପଞ୍ଚାୟତ ରେ ପଂହଁଚିଥିଲା!ପ୍ରଥମେ ବାହାବଳ ଗ୍ରାମ ପଞ୍ଚାୟତ କୁ ପଂହଁଚି ଥିବା ବେଳେ ସରପଞ୍ଚ ବାବୁଲାଲ ପ୍ରଧାନ ଙ୍କ ନେତୃତ୍ୱ ରେ ପିଇଓ ସୌମ୍ୟା ଭୋଇ, ଏ ଡ଼ି ଇ ଓ ଝସକେତନ ସାହୁ, ଯୋଗାଣ ସହାୟକ ପ୍ରଶାନ୍ତ ଭୋଇ, ସ୍ୱାସ୍ଥ୍ୟ କର୍ମୀ ସୁଭଦ୍ରା ସ୍ୱାଇଁ, ସମସ୍ତ ଅଙ୍ଗନବାଡି ଓ ଆଶା କର୍ମୀ, ସି ଆର ପି, ଏମ ବି କେ ସମେତ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ଓ ଗ୍ରାମ ପଞ୍ଚାୟତ ର ଜନ ସାଧାରଣ ବିକାଶ ରଥ କୁ ସ୍ୱାଗତ ଜଣାଇଥିଲେ!ପରେ ରାଜ୍ୟ ସରକାରଙ୍କ ବିକାଶ ମୂଳକ କାର୍ଯ୍ୟକୁ ଏଲ ଏ ଡ଼ି ମାଧ୍ୟ୍ୟମରେ ଲୋକଙ୍କୁ ଦେଖାଯାଇଥିଲା ଏବଂ ସରକାର ଙ୍କ ବିଭିନ୍ନ ଯୋଜନାରେ ସାମିଲ ହୋଇଥିବା ହିତାଧିକାରୀ ଙ୍କୁ ଅତିଥି ମାନଙ୍କ ଦ୍ୱାରା ପ୍ରଦାନ କରାଯାଇଛି!ମୁଖ୍ୟ ଅତିଥି ଭାବେ ବେଲପଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାଜେଶ କୁମାର ମେହେର, ସାଂସଦ ପ୍ରତିନିଧି କୁନୁ ମୁଣ୍ଡା, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସାରଥୀ ସାହୁ, ଜି ପି ଓ ଦେବେନ୍ଦ୍ର ସାହୁ, ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ବିଦ୍ୟୁତପ୍ରଭା ନାଗ, ସାମାଜିକ ସୁରକ୍ଷା ଅଧିକାରୀ ଅଭିଜିତ ସେଠ, ଯୋଗାଣ ଅଧିକାରୀ ଦୁର୍ଗା ପ୍ରସାଦ ରଥ, ବି ପି ସି ତପନ କୁମାର ନାଏକ ଏବଂ ବିଭିନ୍ନ ଅଧିକାରୀ ମଞ୍ଚାସିନ ଥିଲେ!ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିବା ନୂତନ ରାସନ ହିତାଧିକାରୀ 13 ଜଣ, ଭତ୍ତା 7 ଜଣ, ଆନ୍ତଦୋୟ ଯୋଜନାରେ ଗୃହ କାର୍ଯ୍ୟାଦେଶ 10 ଜଣ ଏବଂ ନୂତନ ଶ୍ରମିକ 20 ଜଣଙ୍କୁ ଜବ କାର୍ଡ ପ୍ରଦାନ କରାଯାଇଛି!ଏହି କାର୍ଯ୍ୟକ୍ରମ କୁ ବି ପି ଏମ ନୀଳମାଧବ ସାହୁ ପରିଚାଳନା କରୁଥିବା ବେଳେ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ!ଦ୍ଵିତୀୟ ପର୍ଯ୍ୟାୟ ରେ ପଣ୍ଡ୍ରିଜୋର ଗ୍ରାମ ପଞ୍ଚାୟତ କୁ ପଂହଁଚି ଥିବା ବେଳେ ସେଠାକାର ସରପଞ୍ଚ ଶ୍ରୀମତୀ ସୁଶୀଳା ମେହେର ଙ୍କ ନେତୃତ୍ୱ ରେ ପିଇଓ ଅନୁରାଧା ସାହୁ, ଏଡିଇଓ ନୟନା ବାଗ, ଜି ଆର ଏସ ଅନିଲ ତାଣ୍ଡି, ଯୋଗାଣ ସହାୟକ ନିରଞ୍ଜନ ଯୁଏଡ଼, ଜିଓ ଟେଗ ମାନସ ସିଂ ନିନା, ସ୍ୱାସ୍ଥ୍ୟ କର୍ମୀ, ଅଙ୍ଗନବାଡି କର୍ମୀ, ଆଶା କର୍ମୀ ଓ ଜନସାଧାରଣ ବିକାଶ ରଥ କୁ ସ୍ୱାଗତ କରିଥିଲେ!ସରକାରଙ୍କ ଲୋକାଭିମୁଖୀ ଯୋଜନା ମାନଙ୍କୁ ଏଲ ଇ ଡ଼ି ମାଧ୍ୟମରେ ଲୋକଙ୍କୁ ଜଣା ଯାଇଥିଲା!ଏଠାରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସାରଥୀ ସାହୁ, ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ଦେବେନ୍ଦ୍ର ସାହୁ, ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ବିଦ୍ୟୁତପ୍ରଭା ନାଗ,ସରପଞ୍ଚ ସୁଶୀଲା ମେହେର, ସମିତି ସଭ୍ୟ ଶକ୍ତି ବନଛୋର, ପୂର୍ବତନ ସରପଞ୍ଚ ଗିରିଧାରୀ ମେହେର, ଯୋଗାଣ ଅଧିକାରୀ ଦୁର୍ଗା ପ୍ରସାଦ ରଥ, ବି ପି ସି ତପନ କୁମାର ନାଏକ, ସାମାଜିକ ସୁରକ୍ଷା ଅଧିକାରୀ ଅଭିଜିତ ସେଠ ମଞ୍ଚାସିନ ଥିଲେ!ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ ନୂତନ ହିତାଧିକାରୀ ଙ୍କୁ ଅତିଥି ଙ୍କ ଦ୍ୱାରା ନିର୍ଦେଶମା ପତ୍ର ବଣ୍ଟା ଯାଇଥିବା ବେଳେ ଆନ୍ତର୍ଦେୟ ଯୋଜନାରେ ଗୃହ ନିର୍ମାଣ କାର୍ଯ୍ୟାଦେଶ 5 ଜଣଙ୍କୁ, ନୂତନ ରାସନ କାର୍ଡ 10 ଜଣଙ୍କୁ, ବାର୍ଦ୍ଧକ୍ୟ ଭତ୍ତା 9 ଜଣଙ୍କୁ ଏବଂ ଜବ କାର୍ଡ 10  ଜଣଙ୍କୁ ପ୍ରଦାନ କରାଯାଇଛି!ଉକ୍ତ କାର୍ଯ୍ୟକ୍ରମ କୁ ବି ପି ଏମ ନୀଳମାଧବ ସାହୁ ପରିଚାଳନା କରିଥିବା ବେଳେ ଶେଷ ରେ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମ କୁ ସମାପ୍ତ କରିଥିଲେ!ତୃତୀୟ ପର୍ଯ୍ୟାୟ ରେ ବିକାଶ ରଥ କାନୂଟ ଗ୍ରାମ ପଞ୍ଚାୟତ କୁ ଆସିଥିବା ବେଳେ ସେଠାରେ କାନୂଟ ସରପଞ୍ଚ ଅଶୋକ ମହାପାତ୍ର ଙ୍କ ନେତୃତ୍ୱ ରେ ପିଇଓ ପିଣ୍ଟୁ ମଲ୍ଲୀକ, ଏଡିଇଓ, ଯୋଗାଣ ସହାୟକ ନରୋତ୍ତମ ପ୍ରଧାନ, ସମସ୍ତ ଅଙ୍ଗନବାଡ଼ି, ଆଶା କର୍ମୀ, ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ, ଏମ ବି କେ, ସି ଆର ପି ଏବଂ ଜନସାଧାରଣ ସ୍ୱାଗତ ଜଣାଇଥିଲେ!ଏଲ ଇ ଡ଼ି ମାଧ୍ୟମରେ ସରକାରଙ୍କ ବିକାଶ ମୂଳକ କାର୍ଯ୍ୟ ଉପରେ ଆଲୋକପାତ କରାଯାଇଥିଲା!ଏଠାରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାଜେଶ କୁମାର ମେହେର, ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ଦେବେନ୍ଦ୍ର ସାହୁ, ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ବିଦ୍ୟୁତପ୍ରଭା ନାଗ ଓ ଅନ୍ୟାନ୍ୟ ଅଧିକାରୀ ମଞ୍ଚାସିନ ଥିଲେ!ସରକାର ଙ୍କ ଯୋଜନା ରେ ଅନ୍ତର୍ଭୁକ୍ତ ନୂତନ ହିତାଧିକାରୀ 9 ଜଣଙ୍କୁ  ଭତ୍ତା କାର୍ଡ,15 ଜଣଙ୍କୁ ରାସନ କାର୍ଡ ଏବଂ 5 ଜଣଙ୍କୁ ଅନ୍ତୋର୍ଦୟ ଯୋଜନାରେ ଗୃହ ନିର୍ମାଣ କାର୍ଯ୍ୟାଦେଶ ଦିଆଯାଇଛି!ଉକ୍ତ କାର୍ଯ୍ୟକ୍ରମ ଟିକୁ ନୋଡାଲ ଅଫିସର ପାଣ୍ଡବ ମଲିକ ପରିଚାଳନା କରି ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ!ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ରେ କାର୍ଯ୍ୟକ୍ରମ ଶେଷରେ ମା ପାଇଁ ଗଛ ଟିଏ ରୋପଣ କରାଯାଇଥିଲା ଏବଂ ପରିବେଶ କୁ ସବୁଜ ସୁନ୍ଦର କରିବା ପାଇଁ ପରାମର୍ଶ ଦିଆଯାଇଛି!


News Comment




Photo in News

Advertisment
Lastest News
  ଜିଲ୍ଲା  
ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   18-Sep-2026
  ଦେଶ ବିଦେଶ  
ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   18-Sep-2026
  ଜିଲ୍ଲା  
 ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   18-Sep-2026
  ରାଜ୍ୟ  
ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   18-Sep-2026
  ଜିଲ୍ଲା  
ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   18-Sep-2026
  ଜିଲ୍ଲା  
ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   17-Sep-2026
  ଜିଲ୍ଲା  
ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   17-Sep-2026
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026

You Might Also Like