-+91-9937148622 |

prerana_bgr@rediffmail.com |

  Saturday 19th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||      ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   (18-Sep-2026)       ||      କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   (18-Sep-2026)       ||      *ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   (18-Sep-2026)       ||      ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   (18-Sep-2026)       ||      ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   (18-Sep-2026)       ||      ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   (18-Sep-2026)       ||      ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   (18-Sep-2026)       ||      ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||     

HOME   ଜିଲ୍ଲା

ମୁଖ୍ୟମନ୍ତ୍ରୀଙ୍କ ସୁବର୍ଣ୍ଣପୁର ଗସ୍ତ ଅବସରରେ ରାଜ୍ୟର ସାମ୍ବାଦିକ ଙ୍କ ସ୍ବାର୍ଥ ସମ୍ବଳିତ ୧୧ ଦଫା ଦାବିପତ୍ର ପ୍ରଦାନକଲେ ଓଜେୟୁ କର୍ମକର୍ତ୍ତା

08-Jun-2025



- ସୋନପୁର (ମନୋରଞ୍ଜନ ତ୍ରିପାଠୀ)
ଓଡ଼ିଶା ରାଜ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ ସମୟରେ ଜିଲ୍ଲା ର କାର୍ଯ୍ୟରତ ସାମ୍ୱାଦିକ ଙ୍କୁ ଜିଲ୍ଲା ଗସ୍ତ ସଂପର୍କ ରେ ପ୍ରତିକ୍ରିୟା ସହ ସମସ୍ତ ତଥ୍ୟ ରଖିଥିଲେ l ଏହି ଅବସର ରେ ଜିଲ୍ଲା ତଥା ରାଜ୍ୟ ରେ କାର୍ଯ୍ୟରତ ଥିବା ସମସ୍ତ ସାମ୍ବାଦିକ ଙ୍କ ସାମୁହିକ ସମସ୍ୟା ଓ ସ୍ୱାର୍ଥ ଉପରେ ଓଡ଼ିଶା ସାମ୍ୱାଦିକ ସଂଘ ସୁବର୍ଣ୍ଣପୁର ଜିଲ୍ଲା ଶାଖା ପକ୍ଷରୁ ମାନ୍ୟବର ମୂଖ୍ୟମନ୍ତ୍ରୀ ଙ୍କୁ ୧୧ ଦଫା ଦାବି ପ୍ରଦାନ କରା ଯାଇଥିଲା l ରାଜ୍ୟରେ ସାମ୍ୱାଦିକ ଙ୍କ ପ୍ରତି ବୃଦ୍ଧି ପାଉଥିବା ଆକ୍ରମଣ ଘଟଣା ରେ ଦୋଷୀ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ସହ ସ୍ଵତନ୍ତ୍ର ସାମ୍ବାଦିକ ସୁରକ୍ଷା ଆଇନ ପ୍ରାଣୟନ କରାଯିବା, ସାମ୍ୱାଦିକ ଙ୍କ ସ୍ଵାସ୍ଥ୍ୟ ବୀମା ରାଶି କୁ ୫ ଲକ୍ଷ୍ୟ ରୁ ୧୦ ଲକ୍ଷ୍ୟ ଟଙ୍କା କୁ ବୃଦ୍ଧି କରିବା, ସାମ୍ୱାଦିକ ଙ୍କ ମୃତ୍ୟୁକାଳୀନ ସହାୟତା ରାଶିକୁ ୪ ଲକ୍ଷ ରୁ ୧୦ ଲକ୍ଷ ଟଙ୍କା ବୃଦ୍ଧି କରିବା, ସାମ୍ୱାଦିକ ଙ୍କ ଅବସର କାଳୀନ ଭତ୍ତା ପ୍ରଦାନ, ସାମ୍ୱାଦିକ ଙ୍କ ଘର ନିର୍ମାଣ ତଥା ପିଲା ଛୁଆ ଙ୍କ ପାଠ ପଢା ପାଇଁ ବ୍ୟାଙ୍କ ଋଣ ବ୍ୟବସ୍ଥା ରେ ସରଳୀକରଣ ନିୟମ କରି ବ୍ୟାଙ୍କ ମାନଙ୍କୁ ସର୍କୁଲାର ଜାରି କରିବା, ସାମ୍ୱାଦିକ ଅଧିସ୍ବୀକୃତି ଆଇନ ର ସରଳୀକରଣ କରି ବ୍ଲକ ତଥା ଜିଲ୍ଲା ସ୍ତରୀୟ ସମସ୍ତ ସାମ୍ୱାଦିକ ଙ୍କୁ ଏଥିରେ ସାମିଲ୍ କରିବା  ଭଳି ପ୍ରମୁଖ ୧୧ ଦଫା ଦାବି ସମ୍ବଳିତ ଏକ ସ୍ମାରକ ପତ୍ର ମୂଖ୍ୟମନ୍ତ୍ରୀ ଙ୍କୁ ପ୍ରଦାନ କରଯାଇଥିଲା l ସଂଘ ର ସୁବର୍ଣ୍ଣପୁର  ଜିଲ୍ଲା ଶାଖା ସଭାପତି ମନୋରଞ୍ଜନ ତ୍ରୀପାଠୀ,  ସଂପାଦକ ମହାଦେବ ମଲ୍ଲିକ, କାର୍ଯକାରୀ ସଭାପତି ଦିଲ୍ଲୀପ କୁମାର ପାତ୍ର, ରାଜ୍ୟ ସାଂଗଠାନିକ ସଂପାଦକ ରାଜ କିଶୋର ତ୍ରୀପାଠୀ, ଜିଲ୍ଲା ଶାଖା ଉପ ସଭାପତି ସୁବାସ ଚରଣ ପଣ୍ଡା, କାର୍ଯକାରୀ କମିଟି ସଦସ୍ୟ ମାନଭଞ୍ଜନ ମିଶ୍ର, ଗଣପତି ବାଗ, ଧ୍ରୁବ ରାଜ ମିଶ୍ର, କମଳ ମେହେର, ବିଵେକା ନନ୍ଦ ମିଶ୍ର, ଶ୍ରୀ କୁମାର ମହନ୍ତ, ଶ୍ୟାମ ସୁନ୍ଦର ପଣ୍ଡା, ମୁକେଶ ବଗର୍ତ୍ତୀ, ଉଗ୍ରସେନ କର୍ମୀ ପ୍ରମୁଖ ଙ୍କ ସହିତ ଜିଲ୍ଲା ତଥା ପଡ଼ୋଶୀ ଜିଲ୍ଲା ର ୧୦୦ ରୁ ଉର୍ଦ୍ଧ୍ବ କାର୍ଯ୍ଯ ରତ ସାମ୍ୱାଦିକ  ଉପସ୍ଥିତ ଥିଲେ l  ଯେହେତୁ ଏହା ଏକ ସରକାରୀ କାର୍ଯ୍ଯ କ୍ରମ ଥିଲା  ସେଥିପାଇଁ ଜିଲ୍ଲା ପ୍ରଶାସନ ର ସମ୍ମାନ ଦୃଷ୍ଟିରୁ ଓଡ଼ିଶା ସାମ୍ବାଦିକ ସଂଘ  ସୋନପୁର ଶାଖା ଜିଲ୍ଲାପାଳ ଓ   ଏସ ପି  ଙ୍କ ଅନୁମତି ନେଇ ଦାବୀ ପତ୍ର ପ୍ରଦାନ ପାଇଁ ଜିଲ୍ଲା ପ୍ରଶାସନ ର ସ୍ଵୀକୃତି ପାଇଥିଲା l ପ୍ରକାଶ ଥାଉ କି ଯେ ୨୦୨୩ ରେ ଜାତୀୟ ପ୍ରେସ ଦିବସ ରେ ପ୍ରଥମ ଥର ରାଜ୍ୟରେ ଏ ସଂଘ ଭୁବନେଶ୍ୱରର ରେ ସାମ୍ବାଦିକ  ଙ୍କ ଏ ସମସ୍ତ ସାମୁହିକ ସ୍ୱାର୍ଥ ହାସଲ ପାଇଁ ରାଜ୍ୟ ସଭାପତି ଶଶି ଭୂଷଣ ପ୍ରହରାଜ ଙ୍କ ନେତୃତ୍ୱରେ ରାଜ ରାସ୍ତା କୁ ଓହ୍ଲାଇ ଧାରଣା ଦେଇଥିଲା l ଓ ବିଗତ ସରକାର ଓ ରାଜ୍ୟପାଳ ଙ୍କୁ ଦାବୀ ପତ୍ର  ପ୍ରଦାନ କରିଥିଲା l ଗତ ନିର୍ବାଚନ ସମୟରେ ମଧ୍ୟ ସମ୍ବଲପୁର , ଫୁଲବାଣୀ, ମୟୂରଭଞ୍ଜ ଓ ସୁବର୍ଣ୍ଣପୁର ଜିଲ୍ଲା ଶାଖା କର୍ମକର୍ତା ଙ୍କ ପକ୍ଷରୁ ସମସ୍ତ ଜିଲ୍ଲା ରେ ଓଡ଼ିଶା ସରକାର ଙ୍କୁ ଏହି ୧୧ ଦଫା ଦାବୀ ପତ୍ର ପ୍ରଦାନ କରିଥିଲା l ଏବଂ ବିଗତ ସରକାର ରେ ସାମ୍ୱାଦିକ ଙ୍କ ବୀମା ରାଶି ୨ ଲକ୍ଷ ରୁ ୫ ଲକ୍ଷ ଟଙ୍କା ବୃଦ୍ଧି ମଧ୍ୟ ହୋଇଥିଲା l ପରେ ପରେ ନୂଆଁ ସରକାର ଶପଥ ପାଠ ସମୟରେ ଲୋକ ସଭା ସଦନ ରେ ମଧ୍ୟ ଓଡ଼ିଶା ସାମ୍ୱାଦିକ ସଂଘ ସୁବର୍ଣ୍ଣପୁର ଜିଲ୍ଲା tଶାଖା ପକ୍ଷରୁ ସାମ୍ୱାଦିକ ଙ୍କ ବିଭିନ୍ନ ସମସ୍ୟା ଉପରେ ପ୍ରଶ୍ନ କରାଯାଇଥିଲା l ଓ ଶପଥ ପାଠ ର ପର ଦିନ ସକାଳେ ପୁରୀ ଶ୍ରୀମନ୍ଦିର ଚାରି ଦ୍ଵାର ଖୋଲିବା ପରେ ପୁରୀ ସର୍କିଟ ହାଉସ ଠାରେ ଏ ସଂଘ ର ସୁବର୍ଣ୍ଣପୁର ଜିଲ୍ଲା ଶାଖାର ଏଇ ଉଚ୍ଚ ସ୍ତରୀୟ ପ୍ରତିନିଧି ଦଳ  ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ଯୁକ୍ତ ମୋହନ ଚରଣ ମାଝୀ ଙ୍କୁ ସାକ୍ଷାତ କରି ୧୦ ଦଫା ଦାବି ପତ୍ର ପ୍ରଦାନ କରି ଆଲୋଚନା କରି ଥିଲେ l ଯାହାକି ନୂଆଁ ସରକାର ରେ ରାଜ୍ୟ ରେ ପ୍ରଥମ ଦିନ ପ୍ରଥମ ଦାବୀ ପତ୍ର ଥିଲା ଓଡ଼ିଶା ସାମ୍ୱାଦିକ ସଂଘ ର l ସେଥି ପାଇଁ ଏ ସମସ୍ୟା ର ସମାଧାନ ପାଇଁ ଶ୍ରୀ ଜଗନ୍ନାଥ ଙ୍କ ଉପରେ ଓ ନୂଆଁ  ସରକାର ଙ୍କ ଉପରେ ପୁରା ଆଶା ଭରସା ରଖିଛି ସଂଘ l


News Comment




Photo in News

Advertisment
Lastest News
  ଜିଲ୍ଲା  
ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    18-Sep-2026
  ଜିଲ୍ଲା  
ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର   18-Sep-2026
  ଜିଲ୍ଲା  
ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   18-Sep-2026
  ଜିଲ୍ଲା  
ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   18-Sep-2026
  ଜିଲ୍ଲା  
କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   18-Sep-2026
  ଜିଲ୍ଲା  
*ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   18-Sep-2026
  ଅପରାଧ  
ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   18-Sep-2026
  ରାଜ୍ୟ  
ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   18-Sep-2026
  ରାଜ୍ୟ  
ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   18-Sep-2026
  ଜିଲ୍ଲା  
ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   18-Sep-2026
  ଦେଶ ବିଦେଶ  
ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   18-Sep-2026
  ଜିଲ୍ଲା  
 ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   18-Sep-2026

You Might Also Like