-+91-9937148622 |

prerana_bgr@rediffmail.com |

  Thursday 10th September 2026 |

| | | |

R.N.I. Regd No. ODIODI/2010/46693

Breaking News

ନିଆଳି ଅଞ୍ଚଳର ଟାଟା ପାୱାର ଭିତ୍ତିଭୂମିର ସମୀକ୍ଷା କଲେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ   (09-Sep-2026)       ||      ଝାଡଖଣ୍ଡ ଯଦି ରାଜସ୍ବ ହାସଲ କଲା ତେବେ ଓଡିଶା କରୁଥିଲା କଣ ? ♦️ ଏମଏମଡିଆର କଳା ଆଇନ ପ୍ରତ୍ୟାହାରକୁ ନେଇ କଂଗ୍ରେସ ବିଧାୟକ ଦଳର ଯୁଦ୍ଧ ଘୋଷଣା    (09-Sep-2026)       ||      ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳର କର୍ମକର୍ତ୍ତା ଘୋଷିତ   (09-Sep-2026)       ||      ଭୁବନେଶ୍ୱରରେ ‘ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ-୨୦୨୭’ର ଶୁଭାରମ୍ଭ: ଯୁବପିଢ଼ିଙ୍କୁ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଆହ୍ୱାନ   (09-Sep-2026)       ||      ପ୍ରଫେସର କୀର୍ତ୍ତି ଚନ୍ଦ୍ର ଙ୍କୁ ରାଷ୍ଟ୍ରୀୟ ଶିକ୍ଷକ ସମ୍ମାନ ରେ ସମ୍ମାନ    (09-Sep-2026)       ||      ଲୋୟର ସୁକତେଲକୁ ପଶ୍ଚିମ ଓଡ଼ିଶାର ପ୍ରମୁଖ ଜଳ-ପର୍ଯ୍ୟଟନ କେନ୍ଦ୍ର କରିବାକୁ ଦାବି♦️ ମୁଖ୍ୟମନ୍ତ୍ରୀଙ୍କୁ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ଚିଠି    (09-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ଯକ୍ଷ୍ମ| ମୁକ୍ତ ଭାରତ ଅଭିଯାନ ଆନୁକୂଲ୍ୟରେ ଏକ୍ସ-ରେ କାର୍ଯ୍ୟକ୍ରମ ।   (09-Sep-2026)       ||      ଦୁର୍ଘଟଣାରେ ଆହତ ମାଙ୍କଡ ଆଖି ବୁଜିଲା   (09-Sep-2026)       ||      ଲୋଇସିଂହା ରେଲ ଷ୍ଟେସନରୁ ଗଞ୍ଜେଇ ଜବତ, ଜଣେ ଗିରଫ   (09-Sep-2026)       ||      ଜିଲ୍ଲା କଂଗ୍ରେସ ସାଧାରଣ ସଂପାଦକ ଭାବେ ସରୋଜ କୁମାର ମେଶ୍ୱା ନିଯୁକ୍ତ   (09-Sep-2026)       ||      କେନ୍ଦ୍ର ସରକାର ର ଆଦିବାସୀ ବିରୋଧୀ ଏମ୍‌ଏମ୍‌ଡିଆର୍‌  ଆଇନ ପ୍ରତ୍ୟାହାର ପାଇଁ ରାଷ୍ଟ୍ରପତି ଙ୍କୁ ସ୍ମାରକପତ୍ର   (09-Sep-2026)       ||      ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ    (09-Sep-2026)       ||      ନୁଆଁଖାଇ ପର୍ବ ପାଇଁ ତିନି ଦିନ ଛୁଟି ଦାବି କଲେ ନରସିଂହ   (09-Sep-2026)       ||      ଗଙ୍ଗାଧର ସାହିତ୍ୟ ଆଲୋଚନାଚକ୍ର   (09-Sep-2026)       ||      ପୁରୀ ଠାରୁ ଓଖା କୁ ଟ୍ରେନ ଚଲାଇବାକୁ ଦାବି    (09-Sep-2026)       ||      ବାଗବାଡ଼ି ରେ ଅନନ୍ତ ବ୍ରତ ଯାତ୍ରା ପାଇଁ କଂସ ବରଣ   (09-Sep-2026)       ||      ନୂଆଖାଇ ପୂର୍ବରୁ ଭତ୍ତା ଦିଅ, ନହେଲେ ଆନ୍ଦୋଳନ: ବିଜେଡି   (09-Sep-2026)       ||      ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ପଥରଚେପାରେ ସଂସ୍କୃତ ସପ୍ତାହୋତ୍ସବ ଆୟୋଜିତ   (09-Sep-2026)       ||      *CRG ଚୟନରେ ପାରଦର୍ଶିତା ନେଇ ପ୍ରଶ୍ନ: ସିଆରସି ର ଏକ ପାଖିଆ ନିଷ୍ପର୍ତ୍ତି ରେ ଯୋଗ୍ୟତା ଓ ଅଭିଜ୍ଞତାକୁ ଗୁରୁତ୍ୱ ନାହିଁ*   (09-Sep-2026)       ||      ସମ୍ବଲପୁରର ବିକାଶ ଓ ମୌଳିକ ସୁବିଧା ପାଇଁ ଦିଶା ଓ ଆରପିଡିଏସି ବୈଠକ ଅନୁଷ୍ଠିତ   (09-Sep-2026)       ||     

HOME   ଜିଲ୍ଲା

ଟାଟା ପାଓାର ଓ ବାମ କେନାଲ ଯନ୍ତ୍ରୀଙ୍କ ବାଏ ପାସ୍ ରାସ୍ତା ଜବରଦଖଲ

22-May-2025



ବଲାଙ୍ଗିର- ସଦାଇପାଲି ଗ୍ରୀଡ ଆଖ ପାଖରେ ବିଭିନ୍ନ ଶିକ୍ଷାନୁଷ୍ଠାନ, ପେଟ୍ରୋଲ ପମ୍ପ, ଗ୍ୟାସ୍ ପ୍ଲାଣ ଓ ଛୋଟ ବଡ ବହୁତ ଶିଳ୍ପାନୁଷ୍ଠାନ ଅଛି । ଉକ୍ତ ଗ୍ରୀଡକୁ ବିଭିନ୍ନ ରାସ୍ତା ଦେଇ ବିଦ୍ୟୁତ ତାର ଆସିଛି ତଥା ସେହି ଗ୍ରୀଡରୁ ସବୁ ରାସ୍ତାର ଉଭୟ କଡରେ ବିଦ୍ୟୁତ ତାର ବିପଦପୁର୍ଣ୍ଣ ଭାବରେ ନିଆଯାଇଛି । ଏପରିକି ବିଭିନ୍ନ ଜାଗାରେ ତଳ ଉପର କରି ବିଦ୍ୟୁତ ତାର ନିଆଯାଇଛି ଯାହାକି ଅଂଚଳବାସୀଙ୍କ ପାଇଁ ବିପଦପୂର୍ଣ୍ଣ । ଏହି ପରିପେକ୍ଷୀରେ ଟାଟା ପାଓାର ଚନ୍ଦନଭାଟି ଠାରେ ଓଡିଏସ୍‌ଏସ୍ ପ୍ରକଳ୍ପ ଓ ବାମ କେନାଲ ଯନ୍ତ୍ରୀ ବିସ୍ଥାପିତ ମାନଙ୍କ ପାଇଁ କୁସମେଲ ଠାରେ ବିଜୁଳୀ ଯୋଗାଇବା ପାଇଁ ସମ୍ବଲପୁର-ପାଟଣାଗଡ ବାଏପାସ୍ ସଦାଇପାଲି ଗ୍ରୀଡ ଓ ସୁଶ୍ରୀ କଲେଜ ମଝି ରାସ୍ତାରେ ଚାରିଟିକିଆ ଖୁଣ ପୋତି ଜବରଦଖଲ କରିଛି । ଏହାକୁ ନାଗରିକ କମିଟୀ ବିରୋଧ କରିବାରୁ ଅତିରିକ୍ତ ଜିଲ୍ଲାପାଳ ପବିତ୍ର ବେହେରା ଙ୍କ ଅଧ୍ୟକ୍ଷତା ରେ ଗତ କାଲି ତାଙ୍କ ସମ୍ବିଳନୀ କକ୍ଷରେ ଏକ ସଭା ହୋଇଥିଲା । ସଭାରେ ବାମ କେନାଲ ଅଧିକ୍ଷଣ ଯନ୍ତ୍ରୀ ଏବଂ ତାଙ୍କ ଦୁଇଜଣ ଠିକାଦାର, ଇଡକୋ ଡିଭିଜିନାଲ ମେନେଜର, ବାଏପାସ ରାସ୍ତା ମାପଚୁପ କରୁଥିବା ଦୁଇଜଣ ପି.ଡବ୍ଲୁ.ଡି. କର୍ମଚାରୀ ଓ ନାଗରିକ କମିଟୀର ସଭାପତି, ସମ୍ପାଦକ ଉପସ୍ଥିତ ଥାଇ ଆଲୋଚନା ହେଲା । ଯେହେତୁ ଟାଟା ପାଓାର ଅଧିକାରୀ ଓ ସଦାଇପାଲି ଗ୍ରୀଡର ଏସ୍‌.ଡି.ଓ. ନଥିଲେ, ଆଲୋଚନା ବିଶେଷ ଆଗକୁ ଯାଇପାରିଲା ନାହିଁ । ତେଣୁ ସମସ୍ତେ ସଦାଇପାଲି ଗ୍ରୀଡ, ଯେଉଁଠି ରାସ୍ତା ଜବରଦଖଲ ହୋଇଛି ସେଠାରେ ଉପସ୍ଥିତ ରହି ସମସ୍ୟା ର ସମାଧାନ କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ । ମାତ୍ର ବାମ କେନାଲ ଅଧିକ୍ଷଣ ଯନ୍ତ୍ରୀ ଏବଂ ତାଙ୍କ ଦୁଇଜଣ ଠିକାଦାର ତଥା ମାପଚୁପ କରୁଥିବା ଦୁଇଜଣ ପି.ଡବ୍ଲୁ.ଡି. କର୍ମଚାରୀ ଓ ନାଗରିକ କମିଟୀର ସଭାପତି ତଥା ସମ୍ପାଦକ ଉପସ୍ଥିତ ଥିଲେ । ପି.ଡବ୍ଲୁ.ଡି. କର୍ମଚାରୀ ରାସ୍ତା ଜବରଦଖଲ ବହୁ ପରିମାଣ ରେ ହୋଇଥିବା ଦର୍ଶାଇଥିଲେ ଏବଂ ଏହାକୁ ହଟେଇବା ଜରୁରୀ ବୋଲି କହିଥିଲେ । ଯେଉଁ ବାଏପାସ ରାସ୍ତା ପାଇଁ ଦିର୍ଘବର୍ଷ ହେଲା ଆନ୍ଦୋଳନ ହୋଇ ଆସୁଛି ଏବଂ ଏବେ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରି ରାସ୍ତା ତିଆରି କରୁଛନ୍ତି ସେଠାରେ ରାସ୍ତା ଅବରୋଧ ନହେଉ ଏବଂ ବିସ୍ତାପିତ ମାନେ ବିଜୁଳୀ ପାଆନ୍ତୁ ବୋଲି ନାଗରିକ କମିଟୀ ପ୍ରସ୍ତାବ ଦେଇଥିଲା । ଏଥିରେ ଠିକାଦାର ମାନେ ତାକୁ ଅଲଗାଇଦେଇ ପୁଣି ୨୨୦ ଭୋଲ୍ଟ ବିଦ୍ୟୁତ ତାର ତଳେ ୩୩ କେଭି ବିଦ୍ୟୁତ ତାର ନେବୁ ବୋଲି କହିଥିଲେ । ନାଗରିକ କମିଟୀ ଏହାକୁ ଯୋରଦାର ବିରୋଧ କରି ମାଟି ତଳେ କିମ୍ବା ଗ୍ରୀଡର ପଛପଟରୁ ତାର ନେବା ପାଇଁ ପ୍ରସ୍ତାବ ଦେଇଥିଲେ । କୌଣସି ବିଦ୍ୟୁତ ବିଶେଷ ଜ୍ଞ ଉପସ୍ଥିତ ନ ଥିବାରୁ ସମସ୍ୟା ର ସମାଧାନ ହୋଇ ପାରିଲା ନାହିଁ । ତେଣୁ ଆଜି ପୁଣି ଥରେ ନାଗରିକ କମିଟୀ ର ସମ୍ପାଦକ ମଧୁସୁଦନ ନାୟକ ବିସ୍ଥାପିତ ଙ୍କୁ ବିଦ୍ୟୁତ ଯୋଗାଯାଉ କିନ୍ତୁ ବାଏପାସ ରାସ୍ତା ଅବରୋଧ ନହେଉ। ପୁନଶ୍ଚ ସୁଶ୍ରୀ ଅନୁଷ୍ଠାନ ର ଚାରିପଟେ ତଥା ରାସ୍ତାର ଉଭୟ ପାଶ୍ୱରେ ବିପଦପୁର୍ଣ୍ଣ ଭାବରେ ଉଚ୍ଚକ୍ଷମତାସମ୍ପର୍ଣ୍ଣ ବିଦ୍ୟୁତ ତାର ଯାଇଛି । ଏଠାରେ ୨୨୦ ଭୋଲ୍ଟ ବିଦ୍ୟୁତ ତାର ତଳେ ୩୩ କେଭି ବିଦ୍ୟୁତ ତାର ନିଆ ନ ଯାଇ ଗ୍ରୀଡର ପଛପଟରୁ ଉକ୍ତ ଲାଇନ ନେବା ପାଇଁ ତଥା ସଦାଇପାଲି ଗ୍ରୀଡରେ ଗୋଟିଏ ସଭା ଡାକି ତୁରନ୍ତ ନିଷ୍ପତି ନେବା ପାଇଁ ଦାବୀ କରାଯାଇଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ନିଆଳି ଅଞ୍ଚଳର ଟାଟା ପାୱାର ଭିତ୍ତିଭୂମିର ସମୀକ୍ଷା କଲେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ   09-Sep-2026
  ଜିଲ୍ଲା  
ଝାଡଖଣ୍ଡ ଯଦି ରାଜସ୍ବ ହାସଲ କଲା ତେବେ ଓଡିଶା କରୁଥିଲା କଣ ? ♦️ ଏମଏମଡିଆର କଳା ଆଇନ ପ୍ରତ୍ୟାହାରକୁ ନେଇ କଂଗ୍ରେସ ବିଧାୟକ ଦଳର ଯୁଦ୍ଧ ଘୋଷଣା   09-Sep-2026
  ଜିଲ୍ଲା  
ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳର କର୍ମକର୍ତ୍ତା ଘୋଷିତ   09-Sep-2026
  ଜିଲ୍ଲା  
ଭୁବନେଶ୍ୱରରେ ‘ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ-୨୦୨୭’ର ଶୁଭାରମ୍ଭ: ଯୁବପିଢ଼ିଙ୍କୁ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଆହ୍ୱାନ   09-Sep-2026
  ଜିଲ୍ଲା  
ପ୍ରଫେସର କୀର୍ତ୍ତି ଚନ୍ଦ୍ର ଙ୍କୁ ରାଷ୍ଟ୍ରୀୟ ଶିକ୍ଷକ ସମ୍ମାନ ରେ ସମ୍ମାନ    09-Sep-2026
  ରାଜ୍ୟ  
ଲୋୟର ସୁକତେଲକୁ ପଶ୍ଚିମ ଓଡ଼ିଶାର ପ୍ରମୁଖ ଜଳ-ପର୍ଯ୍ୟଟନ କେନ୍ଦ୍ର କରିବାକୁ ଦାବି♦️ ମୁଖ୍ୟମନ୍ତ୍ରୀଙ୍କୁ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ଚିଠି   09-Sep-2026
  ଜିଲ୍ଲା  
ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ଯକ୍ଷ୍ମ| ମୁକ୍ତ ଭାରତ ଅଭିଯାନ ଆନୁକୂଲ୍ୟରେ ଏକ୍ସ-ରେ କାର୍ଯ୍ୟକ୍ରମ ।   09-Sep-2026
  ଜିଲ୍ଲା  
ଦୁର୍ଘଟଣାରେ ଆହତ ମାଙ୍କଡ ଆଖି ବୁଜିଲା   09-Sep-2026
  ଜିଲ୍ଲା  
ଲୋଇସିଂହା ରେଲ ଷ୍ଟେସନରୁ ଗଞ୍ଜେଇ ଜବତ, ଜଣେ ଗିରଫ   09-Sep-2026
  ଜିଲ୍ଲା  
ଜିଲ୍ଲା କଂଗ୍ରେସ ସାଧାରଣ ସଂପାଦକ ଭାବେ ସରୋଜ କୁମାର ମେଶ୍ୱା ନିଯୁକ୍ତ   09-Sep-2026
  ଜିଲ୍ଲା  
କେନ୍ଦ୍ର ସରକାର ର ଆଦିବାସୀ ବିରୋଧୀ ଏମ୍‌ଏମ୍‌ଡିଆର୍‌  ଆଇନ ପ୍ରତ୍ୟାହାର ପାଇଁ ରାଷ୍ଟ୍ରପତି ଙ୍କୁ ସ୍ମାରକପତ୍ର   09-Sep-2026
  ଜିଲ୍ଲା  
ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ   09-Sep-2026

You Might Also Like