-+91-9937148622 |
prerana_bgr@rediffmail.com |
Saturday 2nd May 2026 |
R.N.I. Regd No. ODIODI/2010/46693
Breaking News
14-May-2025
ବରୀ ବ୍ଲକ ଅଧୀନ ଅଲିପୁର ଗ୍ରାମର ମଦନମୋହନ ଜୀଉଙ୍କ ତୃତୀୟ ବାର୍ଷିକ ପ୍ରତିଷ୍ଠା ଦିବସ ଓ । ଯଜ୍ଞଉତ୍ସବ ମଙ୍ଗଳବାର ଉଦ୍ଯାପିତ ହୋଇଯାଇଛି। ପ୍ରଥମ ଦିନରେ କଳସଯା ସଯାତ୍ରା, ଅଙ୍କୁରାରୋପଣ, Iନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ହାଇଥିଲା। ଦ୍ୱିତୀୟ ଦିନରେ ମଣ୍ଡପ ସ୍ଥାପନ ଓ ଅନୁଷ୍ଠିତ ହୋଇ
ମହାଯଜ୍ଞର ପୂର୍ଣ୍ଣାହୁତି ହୋଇଥିଲା। କାର୍ଯ୍ୟକ୍ରମରେ ମଦନମୋହନ ଜୀଉ କମିଟି ସଭାପତି ଗୌରାଙ୍ଗ ନାଥଶର୍ମା, ଘନଶ୍ୟାମ ନାଥଶର୍ମା, ଦିଲୀପ ନାଥଶର୍ମା, ପ୍ରମୋଦ କୁମାର ନାଥଶର୍ମା, ଉମାକାନ୍ତ ନାଥଶର୍ମା, ଅନନ୍ତ ନାଥଶର୍ମା, ଶମ୍ଭୁ ନାଥଶର୍ମା ଓ ଗଦାଧର ନାଥଶର୍ମା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।
ରଞ୍ଜିତ ମହାନ୍ତିଙ୍କ ରିପୋର୍ଟ