-+91-9937148622 |

prerana_bgr@rediffmail.com |

  Wednesday 29th April 2026 |

| | | |

R.N.I. Regd No. ODIODI/2010/46693

Breaking News

ବିଜେପି ରାଜ୍ୟ ସଭାପତିଙ୍କ ବଡ଼ ବୟାନ ♦️ ରାଜ୍ୟରେ ଖୁବଶୀଘ୍ର ନିଗମ ଓ ବୋର୍ଡର ହେବ ନିଯୁକ୍ତି   (29-Apr-2026)       ||      ବ୍ୟାଙ୍କରୁ ଟଙ୍କା ଉଠାଇବା ପାଇଁ ଭଉଣୀର ଶବ ଖୋଳି ଆଣିବା ପ୍ରସଙ୍ଗ♦️ ଜାତୀୟ ମାନବାଧିକାର କମିଶନ ପକ୍ଷରୁ ମାମଲା ରୁଜୁ   (29-Apr-2026)       ||      ହିଆଁଲ କ୍ଳଷ୍ଟରରେ ଘରଘର ବୁଲି ଗୃହକାର୍ଯ୍ୟ ବଣ୍ଟନ    (29-Apr-2026)       ||      ଓଡ଼ିଆ ଭାଷାରେ ସରକାରୀ କାର୍ଯ୍ୟ ସଂଚାଳନ ପାଇଁ ପ୍ରୟୋଗାତ୍ମକ ପ୍ରଶିକ୍ଷଣ    (29-Apr-2026)       ||      ଗୋସେବା ଶିବିର   (29-Apr-2026)       ||      ବ୍ୟାଙ୍କ ସମ୍ମୁଖରେ ଭଉଣୀର ଶବ ରଖି ଟଙ୍କା ମାଗିଲା ଭାଇ    (29-Apr-2026)       ||      କାର-ବସ ମୁହାଁମୁହିଁ ଧକ୍କା ଜଣେ,ମୃତ ୪ ଗୁରୁତର   (28-Apr-2026)       ||      ସୁବର୍ଣ୍ଣପୁର ରେ ଖୋଲିଲା ବିଶାଳ ର ମେଗା ମାର୍ଟ   (28-Apr-2026)       ||      ବଲାଙ୍ଗୀର ଜିଲ୍ଲା ଓକିଲ ସଂଘର ଲୟର୍ସ ଡେ ପାଳିତ    (28-Apr-2026)       ||      *ହରେରାମ ହରେକୃଷ୍ଣ ଧ୍ବନି ରେ କମ୍ପିଲା ନବରଙ୍ଗପୁର ମାଟି*   (28-Apr-2026)       ||      ଭରସୁଜା ପଂଚାୟତ ରେ ଜନ ଶୁଣାଣି ଶିବିର ଅନୁଷ୍ଠିତ      (28-Apr-2026)       ||      ଜୟନ୍ତୀଙ୍କ ନେତୃତ୍ୱରେ ମହିଳା କଂଗ୍ରେସ ହେବ ସାଧାରଣ ଜନତାଙ୍କ ସ୍ୱର- ନରସିଂହ   (28-Apr-2026)       ||      Qwert   (28-Apr-2026)       ||      Jk   (28-Apr-2026)       ||      କେବଳ କାଗଜପତ୍ର ରେ ସୀମିତ ଜିଲ୍ଲା ପ୍ରଶାସନର ଏନ୍‌ଫୋର୍ସମେଣ୍ଟ୍‌ ସ୍କୁଆଡ଼    (28-Apr-2026)       ||      କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପଳିତ   (28-Apr-2026)       ||      *ଜିଲ୍ଲାପାଳ ଙ୍କୁ ସମ୍ବର୍ଦ୍ଧନା*- *କଳା କେବଳ ନାଚ ଗୀତ ରେ ନ ଥାଏ ବରଂ ନିରଶ ମୁଁହ ରେ ହସ ଫୁଟାଇବା ହିଁ ବାସ୍ତବିକ କଳା* - *ପ୍ରଧ୍ୟାପକ ମଦନ ସୁନ୍ଦର କ୍ଷେତୀ*-   (28-Apr-2026)       ||      ପ୍ରାକୃତିକ ସନ୍ଦର୍ଯ୍ୟର ଗନ୍ତାଘର ବିଖ୍ୟାତ ଶୈବପୀଠ କେଲିଆ""   (28-Apr-2026)       ||      ବରୀ ବ୍ଲକ୍ କାର୍ଯ୍ଯାଳୟ ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର   (28-Apr-2026)       ||      ସିଲ୍ ହେଲା ବେଆଇନ ବାଲି ଘାଟ   (28-Apr-2026)       ||     

HOME   ଜିଲ୍ଲା

ଭାରତୀୟ ନାରୀ ଙ୍କ ସିନ୍ଦୂର ଉଜାଡି ଥିବା ଆତଂକବାଦୀ ଙ୍କୁ ସିନ୍ଦୁର ଅପରେସନ ରେ ନିପାତ କଲା ଭାରତ

08-May-2025



ସୋନପୁର  (ମନୋରଞ୍ଜନ ତ୍ରିପାଠୀ)
ଗତ କାଲି ରାତି ରେ ଜାତି ସଂଘ ଆଇନ୍ ବିରୋଧୀ ତଥା ଅତଙ୍କି ଦେଶ ପାକିସ୍ତାନ ଉପରେ ଭାରତୀୟ ବୀର ବାୟୁ ସେନାର ଅପରେସନ ସିନ୍ଦୂର ର ସଫଳତା ପରେ ଜିଲ୍ଲା ର ଅଗ୍ରଣୀ ସାମାଜିକ ସଂଗଠନ ଦିବ୍ୟ ଉର୍ଜ୍ୟl ମହିଳା ଯୋଗ ସେବା ସମିତି ପକ୍ଷରୁ ରାମଜୀ ମନ୍ଦିରରେ ପ୍ରାଙ୍ଗଣ ରେ ବିଜୟ ଉତ୍ସବ ପାଳନ କରାଯାଇ ଅଛି। ସେହିପରି ସ୍ମାର୍ଟ ପାର୍କ ଠାରେ  ମଧ୍ୟ ଦିବ୍ୟ ଉର୍ଯ୍ୟା ଯୋଗ ସମିତି ପକ୍ଷରୁ ଏହି ଅବସର ରେ ଆଜି ଏକ ବିଜୟ ଉତ୍ସବ ପାଳନ କରାଯାଇ ଅଛି। ଭାରତର ସେନା ଙ୍କ  ଅଦମ୍ୟ ସାହସ କୁ ସଂଗଠନ ସଭାପତି ଗୋପାଳ ନିଗୀ, ମହିଳା ସମିତି ର ଅନିତା ମେହେର, ଯୋଗ ଗୁରୁ ମନୋଜ ପଣ୍ଡା ପ୍ରଶଂସା କରିଥିଲେ l ଓ ଭାରତୀୟ ନାରୀ ଙ୍କ ସିନ୍ଦୂର ପୋଛି ଥିବା ସିନ୍ଦୂର ଉଜାଡ଼ିଥିବା ଆତଙ୍କ ବାଦୀ ଙ୍କ ୯ ଟି ଆଡ୍ଡା ଉପରେ ଭାରତୀୟ ସେନା ଆକ୍ରମଣ କରି ଶହ ଶହ ଆତଙ୍କବାଦୀ ଙ୍କୁ ନିପାତ କରି  ମୁହଁ ତୋଡ ଜବାବ ଦେଇଛି ଓ ସିନ୍ଦୂର ଅପରେସନ ସଫଳ କରିଛି ବୋଲି  ପ୍ରକାଶ କରିଛନ୍ତି l ଏହି ସମୟରେ ଦେଶର ଏକତା ଓ ଅଖଣ୍ଡତା ସକାଶେ ରାଷ୍ଟ୍ର ର ହିତ ତଥା ସଦ ଭାବନା ଜାଗ୍ରତ କରିବା ସକାଶେ ଏହି କାର୍ଯ୍ୟକ୍ରମ ଅନୁଷ୍ଟିତ କରାଯାଇଥିଲା l


News Comment




Photo in News

Advertisment
Lastest News
  ରାଜ୍ୟ  
ବିଜେପି ରାଜ୍ୟ ସଭାପତିଙ୍କ ବଡ଼ ବୟାନ ♦️ ରାଜ୍ୟରେ ଖୁବଶୀଘ୍ର ନିଗମ ଓ ବୋର୍ଡର ହେବ ନିଯୁକ୍ତି   29-Apr-2026
  ରାଜ୍ୟ  
ବ୍ୟାଙ୍କରୁ ଟଙ୍କା ଉଠାଇବା ପାଇଁ ଭଉଣୀର ଶବ ଖୋଳି ଆଣିବା ପ୍ରସଙ୍ଗ♦️ ଜାତୀୟ ମାନବାଧିକାର କମିଶନ ପକ୍ଷରୁ ମାମଲା ରୁଜୁ   29-Apr-2026
  ଜିଲ୍ଲା  
ହିଆଁଲ କ୍ଳଷ୍ଟରରେ ଘରଘର ବୁଲି ଗୃହକାର୍ଯ୍ୟ ବଣ୍ଟନ    29-Apr-2026
  ରାଜ୍ୟ  
ଓଡ଼ିଆ ଭାଷାରେ ସରକାରୀ କାର୍ଯ୍ୟ ସଂଚାଳନ ପାଇଁ ପ୍ରୟୋଗାତ୍ମକ ପ୍ରଶିକ୍ଷଣ   29-Apr-2026
  ଜିଲ୍ଲା  
ଗୋସେବା ଶିବିର   29-Apr-2026
  ଜିଲ୍ଲା  
ବ୍ୟାଙ୍କ ସମ୍ମୁଖରେ ଭଉଣୀର ଶବ ରଖି ଟଙ୍କା ମାଗିଲା ଭାଇ   29-Apr-2026
  ରାଜ୍ୟ  
କାର-ବସ ମୁହାଁମୁହିଁ ଧକ୍କା ଜଣେ,ମୃତ ୪ ଗୁରୁତର   28-Apr-2026
  ଜିଲ୍ଲା  
ସୁବର୍ଣ୍ଣପୁର ରେ ଖୋଲିଲା ବିଶାଳ ର ମେଗା ମାର୍ଟ   28-Apr-2026
  ଜିଲ୍ଲା  
ବଲାଙ୍ଗୀର ଜିଲ୍ଲା ଓକିଲ ସଂଘର ଲୟର୍ସ ଡେ ପାଳିତ   28-Apr-2026
  ଜିଲ୍ଲା  
*ହରେରାମ ହରେକୃଷ୍ଣ ଧ୍ବନି ରେ କମ୍ପିଲା ନବରଙ୍ଗପୁର ମାଟି*   28-Apr-2026
  ଜିଲ୍ଲା  
ଭରସୁଜା ପଂଚାୟତ ରେ ଜନ ଶୁଣାଣି ଶିବିର ଅନୁଷ୍ଠିତ      28-Apr-2026
  ଜିଲ୍ଲା  
ଜୟନ୍ତୀଙ୍କ ନେତୃତ୍ୱରେ ମହିଳା କଂଗ୍ରେସ ହେବ ସାଧାରଣ ଜନତାଙ୍କ ସ୍ୱର- ନରସିଂହ   28-Apr-2026

You Might Also Like