-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
07-May-2025
ବଲାଙ୍ଗିର ଜିଲ୍ଲା ରେ ଶିକ୍ଷିତ ବେକାରୀ ଓ ବେରୋଜଗାରୀ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ତେଣୁ ନାଗରିକ କମିଟୀ ସାଧାରଣ ସଭା ର ନିଷ୍ପତ୍ତି କ୍ରମେ ବଲାଙ୍ଗିର ର ବିଭିନ୍ନ ସମସ୍ୟା ର ସମାଧାନ ପାଇଁ ସଭାପତି ଡ. ଶ୍ରୀକର ମିଶ୍ର ଙ୍କ ନେତୃତ୍ୱରେ ଜିଲ୍ଲାପାଳଙ୍କ ଜରିଆରେ ଏକ ୯ ଦଫା ଦାବୀପତ୍ର ମୁଖ୍ୟମନ୍ତ୍ରୀ ଙ୍କୁ ଦିଆଯାଇଛି । ବଲାଙ୍ଗିର ରେ କୃଷିଭିତ୍ତିକ ଶିଳ୍ପ ସ୍ଥାପନ କରିବା ଏବଂ କପା ଓ ଆଖୁ ଚାଷକୁ ପ୍ରୋତ୍ସାହନ ଦେବା ସହ ପୋନିସୁଗର କୁ ପୁନଃ କାର୍ଯ୍ୟକ୍ଷମ କରିବା, କୃଷି ବିଶ୍ୱବିଦ୍ୟାଳୟ , ଆୟୁଷ ବିଶ୍ୱବିଦ୍ୟାଳୟ ଓ ହୋମିଓପାଥି କଲେଜ ଖୋଲିବା ସହ ଆଇ.ଆଇ.ଟି ସ୍ଥାପନ କରିବା, ଆଇନ ଶୃଙ୍ଖଳା ପରିସ୍ଥିତି କୁ ମୁକାବିଲା କରିବା ପାଇଁ ଡି.ଆଇ.ଜି ଅଫିସ ଖୋଲିବା, ରାଜସ୍ୱ କ୍ଷେତ୍ର ରେ ଉନ୍ନତ୍ତି ଆଣିବା ପାଇଁ ଆର.ଡି.ସି. ଅଫିସ ସ୍ଥାପନ କରିବା, ଭୀମଭୋଇ ସରକାରୀ ମେଡିକାଲ କଲେଜ ରେ ପି.ଜି. କ୍ଲାସ ଅ