-+91-9937148622 |
prerana_bgr@rediffmail.com |
Friday 4th September 2026 |
R.N.I. Regd No. ODIODI/2010/46693
Breaking News
25-Apr-2025
(ଡୋଲେଶ୍ୱର ବାଗ )
ନୂଆପଡ଼ା ଜିଲ୍ଲା ସଦର ମହକୁମା ସ୍ଥିତ ନେସନାଲ କଲେଜ ପରିସର ମଧ୍ୟରେ ଛାତ୍ର ଛାତ୍ରୀ, କଲେଜ ଅଧ୍ୟାପକ ଅଧ୍ୟାପିକା ମାନେ ମିଳିତ ରୂପେ ଦୁଇ ମିନିଟ ନୀରବ ପ୍ରାର୍ଥନା କରିଛନ୍ତି। ପହଲଗାଁଓ ରେ ଆତଙ୍କବାଦୀଙ୍କ ଗୁଳିରେ ଭାରତର ୨୮ ଜଣ ନୀରିହ ଜଣ ପର୍ଯ୍ୟଟକ ନାଗରିକ ପ୍ରାଣ ହରାଇଥିଲେ ।କଲେଜରେ ତାଙ୍କର ଅମର ଆତ୍ମାର ସଦ୍ଗତି ପାଇଁ ୨ ମିନିଟ୍ ନୀରବ ପ୍ରାର୍ଥନା କରିଛନ୍ତି ।କଲେଜ ଅଧ୍ୟକ୍ଷଙ୍କ ସଭାପତିତ୍ବ ରେ ଆୟୋଜିତ ଏହି ସଭାରେ ଛାତ୍ର ଛାତ୍ରୀ,ଶ୍ରୀ ଦୁର୍ଲଭ ଚରଣ ବେହେରା, ବୈଦ୍ୟନାଥ ଗର୍ତିଆ, ଡ.ପ୍ରଣତି ପଣ୍ଡା, ଡ.ପ୍ରମୋଦ କୁମାର ରାଉତ , ଅବିନାଶ ଚଲାନ ଓ ପ୍ରକାଶ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ।