-+91-9937148622 |
prerana_bgr@rediffmail.com |
Tuesday 5th May 2026 |
R.N.I. Regd No. ODIODI/2010/46693
Breaking News
05-Apr-2025
ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଡ. ରମେଶ ପ୍ରସାଦ ମହିଳା ମହାବିଦ୍ୟାଳୟ,ଉଲୁଣ୍ଡାକୁ ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟ, ବଲାଙ୍ଗୀର ସହିତ ସହବନ୍ଧିତ ଏଫିଲେସନ ସମ୍ବନ୍ଧୀୟ ଦସ୍ତାବିଜ୍ ତଦାରଖ ପାଇଁ ଆସିଥିବା ଡେପୁଟି ରେଜିଷ୍ଟ୍ରାର ପ୍ରଫେସର ବିଶ୍ୱଜିତ୍ ବେହେରା , ଆସିଷ୍ଟାଣ୍ଟ ପ୍ରଫେସର ଡ. ପ୍ରିୟଙ୍କା ଚକ୍ରବର୍ତ୍ତୀ ସଂତୋଷ୍ଟି ପ୍ରକାଶ କରି ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଏବଂ ଅନ୍ୟାନ୍ୟ କର୍ମଚାରୀ ମାନଙ୍କ ଠାରୁ ନୂତନ ଶିକ୍ଷା ନୀତି ତଥା ଏନ.ଇ.ପି ର ମତାମତ ଗ୍ରହଣ କରି ନିଜର ପରାମର୍ଶ ପ୍ରଦାନ କରିଥିଲେ ଏହି ଆଲୋଚନା ରେ ବିଶ୍ଵବିଦ୍ୟାଳୟର ଇତିହାସ ବିଭାଗ ଅଧ୍ୟାପିକା ତଥା ଅଧ୍ୟକ୍ଷ୍ୟା ସରିତା ସାହୁ ଏବଂ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ କରିଥିଲେ l