-+91-9937148622 |
prerana_bgr@rediffmail.com |
Saturday 18th July 2026 |
R.N.I. Regd No. ODIODI/2010/46693
Breaking News
05-Apr-2025
ନବରଙ୍ଗପୁର(ମିହିର ଶଙ୍କର ପାତ୍ର) ଆଜି ଦିନ 11ଘଣ୍ଟା ସମୟରେ ଓଡ଼ିଆ ପକ୍ଷ ପାଳନ ଅବସରରେ ଡାବୁଗାଁ ପଞ୍ଚାୟତ ସମିତି ତରଫରୁ ସଦର ମହକୁମା ଠାରେ ଗଣ ଦୌଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି
କାର୍ଯ୍ୟକ୍ରମ ଉପସ୍ଥିତି ଥିଲେ ବିଏସଏସଓ ଯତୀନ ପଣିଗ୍ରାହୀ, ଜିପିଓ ପଦ୍ମନାବ ଭୋଳା, ଏପିଅ ବର୍ଣ୍ଣବାସ ନାୟକ ସହ ବ୍ଲକ କର୍ମଚାରୀ ମାନେ ଜିଆରଏସ ମାନେ ଏବଂ କଲେଜ ଛାତ୍ର ଛାତ୍ରି ମାନେ ଉପସ୍ଥିତ ଥିଲେ। ସମସ୍ତ କାର୍ଯ୍ୟକ୍ରମ ସରକାରୀ ଗାଇଡ଼ ଲାଇନ ଅନୁସାରେ ଅନୁଷ୍ଠିତ ହୋଇଥିଲା