-+91-9937148622 |

prerana_bgr@rediffmail.com |

  Wednesday 23rd September 2026 |

| | | |

R.N.I. Regd No. ODIODI/2010/46693

Breaking News

ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||      *୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   (22-Sep-2026)       ||      *ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   (22-Sep-2026)       ||      ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   (22-Sep-2026)       ||      ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ମୁଖ୍ୟଙ୍କ ସହ ପ୍ରମୁଖ ନେତୃତ୍ୱ ଓଜେସିରେ ସାମିଲ ଚାଷୀଙ୍କ ପାଇଁ ଲଢ଼ିବୁ, ଚାଷୀଙ୍କୁ ନେଇ ବଢ଼ିବୁ : ମହମ୍ମଦ ମୋକିମ୍ ଚାଷୀଙ୍କ ଦଳ ହେବ ଓଜେସି : ଶେଷଦେବ ନନ୍ଦ    (22-Sep-2026)       ||      ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରଅଞ୍ଚଳରେ ନବ ଭାରତ ସାକ୍ଷରତା ପରୀକ୍ଷା ସଫଳତାର ସହ ଅନୁଷ୍ଠିତ   (22-Sep-2026)       ||      ଓମ୍ଫେଡକୁ ମିଳିଲା ଟାଇମ୍ସ ଆଇକନ୍ ପୁରସ୍କାର-୨୦୨୬♦️ଦୁଗ୍ଧ କ୍ଷେତ୍ରରେ ଉତ୍କର୍ଷତା ଓ    (22-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (22-Sep-2026)       ||      ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ    (21-Sep-2026)       ||      ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   (21-Sep-2026)       ||      ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   (21-Sep-2026)       ||      ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   (21-Sep-2026)       ||      *ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   (21-Sep-2026)       ||      ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   (21-Sep-2026)       ||      ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   (21-Sep-2026)       ||      ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   (21-Sep-2026)       ||     

HOME   ଜିଲ୍ଲା

ଟିକାବାଲି ବ୍ଲକରେ ଦାଦନ ଦୁଃଖ, ଦାଦନ ଖଟିବାକୁ ଯାଇ ଶବ ହୋଇ ଫେରିଲା ବାପ ଛେଉଣ୍ଡ ପୁଅ

04-Apr-2025



ଟିକାବାଲି(ରାଜକିଶୋର ପ୍ରଧାନ): କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ଅନ୍ତର୍ଗତ ଗାର୍ଡିଙ୍ଗିଆ ଗ୍ରାମପଞ୍ଚାୟତ ପାଙ୍ଗାନାଯୁ ଗ୍ରାମ ର ସ୍ବର୍ଗତଃ ଜୁତୃ ପ୍ରଧାନ ଙ୍କ ପୁଅ ସୁଜିତ କୁମାର ପ୍ରଧାନ, ଗତ କିଛି ମାସ ହେବ ଗ୍ରାମ ରେ କିଛି ରୋଜଗାର ନଥିବାରୁ ଏବଂ ବାପା ଙ୍କ ମୃତ୍ୟୁ ପରେ ପରିବାରକୁ ପ୍ରତିପୋଷଣ କରିବା ଉଦ୍ଧେଶ୍ୟ ନେଇ ଦାଦନ ଖଟିବକୁ ଦାଦନ ଶ୍ରମିକ ଭାବରେ କେରଳ ରାଜ୍ୟକୁ ଯାଇଥିଲା l କିନ୍ତୁ ବିଧାତା ସେହି ଗରୀବ ଅସହାୟ ପରିବାର ପ୍ରତି ଦାଉ ସାଧିଲା | ବୋଝ ଉପରେ ନଳିତା ବିଡ଼ା ସଦୃଶ୍ୟ ଦୁଃଖ ଉପରେ ପୁଣି ଦୁଃଖ ଦେଇ ଚାଲିଗଲା ବାପ ଛେଉଣ୍ଡ ଭେଣ୍ଡା ପୁଅ | ଯାହା କି ଆଜି ଗାର୍ଡିଙ୍ଗିଆ ଗ୍ରାମପଞ୍ଚାୟତ ରେ ଶୋକର ଛାୟା ଖେଳି ଯାଇଛି l  ସୂଚନା ଅନୁସାରେ ସୁଜିତ କେରଳ ରାଜ୍ୟରେ ଏକ ଘୋରଇ କମ୍ପାନୀ ରେ ଦୈନିକ ମଜୁରୀଆ ଭାବରେ କାମ କରୁଥିବା ଜଣାପପଡିଛି | ସବୁଦିନ ପରି ଗତ ମଙ୍ଗଳ ଦିନ ବି କାମ କରିବାକୁ କମ୍ପାନୀ କୁ ଯାଇ ଥିଲା କିନ୍ତୁ ଦୁର୍ଭାଗ୍ୟ ବଶତଃ କମ୍ପାନୀ ରେ ସଂଯୋଗ ହୋଇଥିବା  ଏକ ହାଇଭଲ୍ଟେଜ ବିଦ୍ୟୁତ  ତାର ରେ ଲାଗି ନିମିଷକେ ମଧ୍ୟରେ ପ୍ରାଣ ଵାୟୁ ଚାଲିଗଲା ବାପା ଛେଉଣ୍ଡ ପୁଅ ସୁଜିତ କୁମାର ପ୍ରଧାନ ଙ୍କର l ଏବଂ ବୁଧବାର ଶବ ବ୍ୟବଛେଦ କରି ଗତକାଲି ଅର୍ଥାତ ଗୁରୁବାର ଦିନ ବିମାନ ଯୋଗେ ତାଙ୍କ ମୃତଶରୀର ଘରକୁ ଆଣି ସଂସ୍କାର କରିଥିଲେ ତାଙ୍କ ବଡ଼ ଭାଇ | ଏନେଇ ବ୍ଲକ ପ୍ରଶାସନ କୁ ଏପର୍ଯ୍ୟନ୍ତ କୌଣସି ଦୃଷ୍ଟି ଗୋଚର ହୋଇନ ଥିବା ଟିକାବାଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ନାରାୟଣ ଦୀକ୍ଷିତ କହିଛନ୍ତି | ଏନେଇ ସୁଜିତ ଙ୍କ ପରିବାର ଲୋକେ ପ୍ରଶାସନ କୁ କ୍ଷତି ପୂରଣ ର ଗୁହାରୀ କରି ଥିବା ଜଣା ପଡିଛି | ଦାଦନ ଯନ୍ତ୍ରଣା କନ୍ଧମାଳ ଜିଲ୍ଲା ରେ ଏପରି ଏକ ଦାଉ ସାଜିଛି ଯେ ଏହାର ପ୍ରତିକାର ପାଇଁ ଜିଲ୍ଲା ପ୍ରଶାସନଙ୍କ ପାଖରେ ଟିକେ ବି ଦରଦ ନ ଥିବା ସାଧାରଣ ମହଲ  ଚର୍ଚ୍ଚା ହେଉଥିବା ବେଳେ ମନରେଗା ଛଡ଼ା ଆଉ କୌଣସି ରୋଜଗାର ପନ୍ଥା ସରକାର ଏପର୍ଯ୍ୟନ୍ତ କରିନ ଥିବା ମଧ୍ୟ ଆଲୋଚନା ହେଉଛି | କାରଣ ଜିଲ୍ଲା ରେ ହେଉ କିମ୍ବା ବ୍ଲକ ରେ ହେଉ ଏକ ଆଖି ଦୃଶ୍ୟୟା ସ୍ଥାୟୀ ରୋଜଗାର କରିବାର ସୁବିଧା ହିଁ ନାହଁ, ଯାହାରୀ ଫଳ ରେ ନିଜର ପିଲାଛୁଆ, ବାପା ମାଆ ଙ୍କୁ ଛାଡ଼ି ବିଦେଶ ଯିବା ପାଇଁ ବାଧ୍ୟ ମନେ କରନ୍ତି ଆଜି କାଲି ର ଯୁବପିଢ଼ି l  
 ନିର୍ବାଚନ ବେଳେ ଚାଷ ଜମିକୁ ପାଣି, ଗାଁ କୁ କାମ, ମାଆ କୁ ସଂମ୍ମାନ, ବେକାରୀ ଦୂରୀଭୂତ, ପରି ଅନେକ ଭଲିକି ଭଲି ପ୍ରତିଶୃତି ଦେଇ ନିର୍ବାଚନ ବୈତରଣୀ ପାର ହୋଇଯାଆନ୍ତି ନିର୍ବାଚନ ପ୍ରତିନିଧି ମାନେ l କିନ୍ତୁ ନିର୍ବାଚନ ପରେ ଦେଇଥିବା କଥା କୁ ଗରୀବ ମାନଙ୍କ ମନରେ ସ୍ୱପ୍ନ ହୋଇ ରହିଯାଏ l ଏପର୍ଯ୍ୟନ୍ତ କନ୍ଧମାଳ ଜିଲ୍ଲା ଏହି ସୁଜିତ ପ୍ରଧାନ ଙ୍କ ପରି ଅନେକ ପରିବାର ଭାଙ୍ଗି ଚୁରମାର ହୋଇ ଯାଇଛି ତଥାପି ସରକାର କୌଣସି ଆଖି ଦୃଶିଆ ପଦକ୍ଷେପ ନ ନେବା ଦୁର୍ଭାଗ୍ୟ ର ବିଷୟ | ଯଦି ପ୍ରଶାସନ ଚାଷ ଜମିକୁ ପାଣି ଏବଂ ପ୍ରତି ଗ୍ରାମପଞ୍ଚାୟତ ରେ ପର୍ଯ୍ୟାପ୍ତ ପରିମାଣରେ କାମ ଯୋଗାଇ ଦେବାର ସୁବ୍ୟବସ୍ଥା କରି ଏକ ଗ୍ରାମ ପଞ୍ଚାୟତର ବିକାଶ ଯୋଜନାରେ ସମସ୍ତଙ୍କୁ ସାମିଲ କରି ଉଚିତ ପଦକ୍ଷେପ ନିଆଯାଆନ୍ତା ତେବେ ହୁଏତ ଏପରି ଦୁଃଖକୁ ରୋକା ଯାଇ ପାରିଥାନ୍ତା ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି |


News Comment




Photo in News

Advertisment
Lastest News
  ଜିଲ୍ଲା  
ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ   22-Sep-2026
  ଜିଲ୍ଲା  
ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   22-Sep-2026
  ରାଜ୍ୟ  
ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   22-Sep-2026
  ଜିଲ୍ଲା  
ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ   22-Sep-2026
  ଜିଲ୍ଲା  
*ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   22-Sep-2026
  ଜିଲ୍ଲା  
*୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   22-Sep-2026
  ଜିଲ୍ଲା  
*ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   22-Sep-2026
  ଜିଲ୍ଲା  
ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   22-Sep-2026
  ରାଜ୍ୟ  
ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ମୁଖ୍ୟଙ୍କ ସହ ପ୍ରମୁଖ ନେତୃତ୍ୱ ଓଜେସିରେ ସାମିଲ ଚାଷୀଙ୍କ ପାଇଁ ଲଢ଼ିବୁ, ଚାଷୀଙ୍କୁ ନେଇ ବଢ଼ିବୁ : ମହମ୍ମଦ ମୋକିମ୍ ଚାଷୀଙ୍କ ଦଳ ହେବ ଓଜେସି : ଶେଷଦେବ ନନ୍ଦ   22-Sep-2026
  ଜିଲ୍ଲା  
ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରଅଞ୍ଚଳରେ ନବ ଭାରତ ସାକ୍ଷରତା ପରୀକ୍ଷା ସଫଳତାର ସହ ଅନୁଷ୍ଠିତ   22-Sep-2026
  ଜିଲ୍ଲା  
ଓମ୍ଫେଡକୁ ମିଳିଲା ଟାଇମ୍ସ ଆଇକନ୍ ପୁରସ୍କାର-୨୦୨୬♦️ଦୁଗ୍ଧ କ୍ଷେତ୍ରରେ ଉତ୍କର୍ଷତା ଓ   22-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   22-Sep-2026

You Might Also Like