-+91-9937148622 |

prerana_bgr@rediffmail.com |

  Monday 21st September 2026 |

| | | |

R.N.I. Regd No. ODIODI/2010/46693

Breaking News

ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   (21-Sep-2026)       ||      ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   (21-Sep-2026)       ||      ୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||      ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   (20-Sep-2026)       ||      ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   (20-Sep-2026)       ||      ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ    (20-Sep-2026)       ||      ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   (20-Sep-2026)       ||      ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||     

HOME   ଜିଲ୍ଲା

ଗୋଁଡ଼ ସମାଜର ଏକ ବୈଠକ ଅନୁଷ୍ଠିତ

30-Mar-2025



ବେଲପଡା(ତ୍ରିନାଥ ବାଗ): ବଲାଙ୍ଗୀର ଜିଲ୍ଲା ବେଲପଡା ବ୍ଲକ ଅନ୍ତର୍ଗତ ବିଛୁବାହାଲି ଓ ପଣ୍ଡରି ଯୋର ଗ୍ରାମକୁ ନେଇ ବିଛୁ ବାହାଲି ଗାଁ ର ପିପଲଡାବର ପଡ଼ା ଠାରେ ଗୋଁଡ଼ ସମାଜର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି I ତେବେ ଏହି ବୈଠକ ରେ ଗୋଁଡ଼ ସମାଜ ର ପ୍ରଥା ପରମ୍ପରାକୁ ବିଶେଷ ଭାବେ ଗୁରୁତ୍ବ ଦେଇ ଆଲୋଚନା ହୋଇଥିଲା Iଆଜି ର ଯୁଗ ସହ ଯୁବ ପୀଢ଼ି ଧୀରେ ଧୀରେ ଆମସଂସ୍କୃତି, ପ୍ରଥା, ରହଣୀ ସହଣୀ ପରମ୍ପରାକୁ ଅଣଦେଖା କରି ଗୋଟେ ପ୍ରକାର ନିଷ୍କ୍ରିୟ ନିସ୍ତେଜ ଭାବେ ଜୀବନ ଯାପନ କରୁଛନ୍ତି Iଫଳରେ ସମାଜ ର ପ୍ରଥା, ପରମ୍ପରା, ବିଲୁପ୍ତ ହେବା ବୋଲି ପ୍ରସଙ୍ଗ କୁ ମଧ୍ୟ ଅଣଦେଖା କରାଯାଇ ନପାରେ Iପୂର୍ବରୁ ସମାଜ କ୍ଷେତ୍ରରେ ଏହାର କୌଣସି ଆବଶ୍ୟକତା ରହୁନଥିବା ଯୋଗୁଁ ସମାଜ ଗଠନର ଆବଶ୍ୟକତା ରହୁନଥିଲା Iସମସ୍ତଙ୍କ ମଧ୍ୟରେ ରହୁଥିଲା ଅଖଣ୍ଡତା ସହ ସମନ୍ଵୟ ସମାନତା Iସମସ୍ତ ପରମ୍ପରା ସହ ଜୀବନ ଶୈଳୀ ରହୁଥିଲା ପାରମ୍ପରିକ ପ୍ରତି ଟି କ୍ଷେତ୍ର ରେ ପାଳନ ହେଉଥିଲା ଉତ୍ସବ ମହୋତ୍ସବ ପାରମ୍ପରିକ ଭାବେ Iଯେମିତି ଜୀବିତ ପାଇଯାଉଥିଲା କଲା ସାହିତ୍ୟ, ସଂସ୍କୁତି, ସହ ପ୍ରଥା, ପରମ୍ପରା, ଯାହା ଏବେ ଧୀରେ ଧୀରେ ଡିଜିଟାଲ ଯୁଗ ରେ ଆମେ ସମସ୍ତେ ପାଦଦେଇସାରିଲାଣି ଗୋଟେ ପ୍ରକାର ଯଦି କହିବା ତେବେ ସମ୍ପୂର୍ଣ ଡିଜିଟାଲ ଯୁଗ ରେ ଆମେ ସମସ୍ତେ ଅଭ୍ୟସ୍ଥ Iଫଳ ରେ ସାହିତ୍ୟ ସଂସ୍କୃତି, ପ୍ରଥା, ପରମ୍ପରା, କେବଳ କାଗଜ କଲମ ରେ ଶୋଭା ପାଉଛି Iପରସ୍ପର ମଧ୍ୟରେ ସାମଞ୍ଜଶ ତ ଦୂରର କଥା ପ୍ରଥା ପରମ୍ପରା କୋଷ ବାଟରେ ରହି ଯାଉଛି I ଆମ ଭାରତ ଭୂମି ରେ ବାରମାସରେ ତେର ପର୍ବ ପାଳନ ହୋଇଥାଏ Iପ୍ରତ୍ୟେକ ପର୍ବ ପର୍ବାଣି ହେଉକି ସମାଜ ର ସାମାଜିକ କାର୍ଯ୍ୟ ସମସ୍ତ ସମ୍ପ୍ରଦାୟର ରହିଛି ଭିନ୍ନ ଭିନ୍ନ ପ୍ରଥା ପରମ୍ପରା Iଏକ ସ୍ୱତନ୍ତ୍ର ପରିଚୟ Iଯାହାମଧ୍ୟରେ ବିଭିନ୍ନ ସମ୍ପ୍ରଦାୟ ତାଙ୍କ ପ୍ରଥା ପରମ୍ପରାକୁ ବଜାୟ ରଖି ଆସିଥାନ୍ତି Iଯାହା ବିଗତ ବର୍ଷ ଗୁଡ଼ିକରୁ ଗୋଁଡ଼ ସମାଜ ସାମାଜିକ ସମାଜ କାର୍ଯ୍ୟ ପ୍ରଥା ପରମ୍ପରାରୁ ନିଷ୍କ୍ରିୟ ଭାବେ ରହିଆସୁଛି Iଏ ସବୁ ଆଗାମୀ ଯୁବ ପୀଢ଼ି ପାଇଁ ସୁ ସଂକେତ ଦେଉନଥିବା ବେଳେ ଏହା ଉପରେ ଉତ୍ତମ ପଦକ୍ଷେପ ନେଇ ଆଜିର ବୈଠକ ରେ ଗୋଁଡ଼ ସମାଜ କୁ କେମିତି ସକ୍ରିୟ ଭାବେ ପରିଚାଳିତ ହେବ ଗୋଁଡ଼ ସମାଜ ର କଲାସାହିତ୍ୟ,ସଂସ୍କୃତି,ପ୍ରଥା, ପରମ୍ପରାକୁ ଜୀବିତ ରଖି, ଯୁବ ପୀଢ଼ି ଙ୍କ ମଧ୍ୟ ରେ କେମିତି ସୁଚାରୁରୂପେ ପହଞ୍ଚାଇ ହେବ ତା ଉପରେ ବିଚାର ବିମର୍ଷ କରାଯାଥିଲା I ଓ ଗୋଁଡ଼ ସମାଜ ନାମରେ ସାମୁହିକ ସଂଗଠନ ଗଠନ ହେବା ନେଇ ନିଷ୍ପତି କରାଯାଇଥିଲା Iଯାହାଦ୍ୱାରା ଆଜି ର ବୈଠକ ର ମୂଳ ଲକ୍ଷ ତଥା ମୁଖ୍ୟ ବିଷୟ ବସ୍ତୁ Iତେବେ ଏହି ବୈଠକ ରେ ଗୋଁଡ଼ ସମାଜ ର ବରିଷ୍ଠ ତଥା ଜିଲ୍ଲା ସଭାପତି ଯୁଗେଶ୍ୱର ମାଝୀ, ଜିଲ୍ଲା ସମ୍ପାଦକ ହରିହର ମାଝୀ, ଜିଲ୍ଲା ଚପରାଶି ମହାଦେବ ମାଝୀ, ଏବଂ ସଞ୍ଜୟ ଛତ୍ରିଆ, ସହଦେଵ ମାଝିଙ୍କ ସହ ଅନ୍ୟ ପରିବାର ସଦସ୍ୟ, ଝାଜମନ ମାଝୀ, ପଣ୍ଡିତ ମାଝୀ, ଟଙ୍କଧର ମାଝୀ, ସନ୍ତ ମାଝୀ, ଯୁବରାଜ ମାଝୀ, ଜୟଲାଲ ମାଝୀ, ଜଗଦୀଶ ପ୍ରସାଦ ମାଝୀ, ପୁରୁଷୋତ୍ତମ ମାଝୀ, ଶ୍ୟାମଘନ ମାଝୀ, ଚଉବନ ଧରୁଆ, ରବି ଧରୁଆ, ଶିବରାମ

ମାଝୀ, ପରମେଶ୍ୱର ମାଝୀ, ଘନ ଧରୁଆ, ରାଜୁ ମାଝୀ, ବୈଲୋଚନ ଧରୁଆ, ଦେବାର୍ଚ୍ଚନ ମାଝୀ, ତୁଲାରାମ ମାଝୀ, ଅନନ୍ତରାମ ମାଝୀ, ବଟକୃଷ୍ଣ ଗଏଁତା, ମୃଦୁଙ୍ଗିଆ ମାଝୀ, କପୁର୍ଚ୍ଚନ ମାଝୀ, ନାରାୟଣ ମାଝୀ, ପବିତ୍ର ମାଝୀ, ଦେବ ଧରୁଆ, ସାଇବ ମାଝୀ, ପବିତ୍ର ମାଝୀ, ଚଞ୍ଚଳ ମାଝୀ ଉପସ୍ଥିତ ରହିଥିବା ବେଳେ ଗୋଁଡ଼ ସମାଜ ର ନୂତନ ସଭାପତି ଭାବେ ମହେଶ୍ୱର ମାଝୀ, ଉପସଭାପତି ନରହରି ମାଝୀ, ସମ୍ପାଦକ ଦେବାର୍ଚ୍ଚନ ମାଝୀ, ସହ ସମ୍ପାଦକ ଭିକଚନ ଧରୁଆ, କୋଷାଧ୍ୟକ୍ଷ ଯୁଧିଷ୍ଠିର ମାଝୀ ଙ୍କୁ ମନୋନୀତ କରାଯାଥିଲା, ଓ ଲୁଚନ ମାଝୀ, ରଇତାଲ ମାଝୀ, ମୋହନ ମାଝୀ, ଏବଂ ଚପରାଶି ଭାବରେ କପିଳ ଧରୁଆ Iତେବେ ଏହି ବୈଠକ ସମସ୍ତଙ୍କ ବ୍ୟକ୍ତିଗତ ମତାମତ କୁ ନେଇ ଉଦ୍ଧିଷ୍ଟ ରହିଥିବା ବେଳେ ଉପସ୍ଥିତ ଥିବା ସମସ୍ତ ପରିବାର ସଦସ୍ୟ, ସଦସ୍ୟା ଗୋଁଡ଼ ସମାଜ ର ବ୍ୟକ୍ତି ବିଶେଷଙ୍କ ସହମତି ଓ ତାଙ୍କ ସ୍ୱୀକୃତି ପରେ ଗୋଁଡ଼ ସମାଜ ଗଠନ ପ୍ରକ୍ରିୟା ଆରମ୍ଭ ହୋଇ ଚୟନ ପ୍ରକ୍ରିୟା ସରିଥିଲା Iଏହି ଅବସରରେ ଗୋଁଡ଼ ସମାଜ ର ବହୁ ସଂଖ୍ୟା ରେ ପରିବାର ସଦସ୍ୟା ସାମିଲ ହୋଇଥିଲେ, ମୌନାବତୀ ମାଝୀ, ହସ୍ତୀନୀ ମାଝୀ, ଦ୍ରୋପତି ମାଝୀ, ଇନ୍ଦୁମତୀ ମାଝୀ, ମଦନା ମାଝୀ, ଧୂବନି ମାଝୀ, ଫୁଲ ମାଝୀ, ଧନମତୀ ମାଝୀ, ତରୁଣୀ ମାଝୀ, ବଦନ୍ତି ମାଝୀ, ବିଳାସ ମାଝୀ, ଲଷ୍ମୀ ମାଝୀ, ପ୍ରମୁଖ ଉପସ୍ଥିତ ରହିଥିଲେ Iପରିଶେଷ ରେ ପୂର୍ବତନ ଗୋଁଡ଼ ସମାଜ ର ସମ୍ପାଦକ ମନ ମୋହନ ମାଝୀ (ମୃଦୁଙ୍ଗିଆ )ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ I


News Comment




Photo in News

Advertisment
Lastest News
  ଜିଲ୍ଲା  
ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   21-Sep-2026
  ଜିଲ୍ଲା  
ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   21-Sep-2026
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026
  ଜିଲ୍ଲା  
ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   20-Sep-2026
  ଜିଲ୍ଲା  
ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   20-Sep-2026
  ଜିଲ୍ଲା  
ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍   20-Sep-2026
  ଜିଲ୍ଲା  
ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   20-Sep-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   20-Sep-2026
  ଜିଲ୍ଲା  
ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   20-Sep-2026
  ଜିଲ୍ଲା  
ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   20-Sep-2026

You Might Also Like