-+91-9937148622 |
prerana_bgr@rediffmail.com |
Thursday 5th March 2026 |
R.N.I. Regd No. ODIODI/2010/46693
Breaking News
17-Jan-2021
ସମ୍ବଲପୁର, (ସଂଜୀବ କୁମାର ପାଣିଗ୍ରାହୀ): ସମ୍ବଲପୁର ବରାଇପାଲି ଓ କ୍ଷେତରାଜପୁର ଅଂଚଳରୁ ନକଲି ସର୍ଫ ଏକ୍ସଲ ଡିଟରଜେଂଟ ଗୋଦାମ ଉପରେ ଚଢଉ ଘଟଣା : ଦୁଇ ଗୋଦାମ ମାଲିକଙ୍କୁ ଗିରଫ କଲା ସମ୍ବଲପୁର ପୋଲିସ ା ନରେଶ ଆଗ୍ରବାଲ ଓ ଆଶିଷ ଆଗ୍ରବାଲ ଗିରଫ ହୋଇଥିବା ସୂଚନା ଦେଲେ ସମ୍ବଲପୁର ଏସ.ପି ା ଗୋଦାମରୁ ୫୨୮୦ ପ୍ୟାକେଟ ସର୍ଫ ଏକ୍ସଲ ନକଲି ଡିଟରଜେଂଟ ଜବତ ା