-+91-9937148622 |

prerana_bgr@rediffmail.com |

  Sunday 20th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||      ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   (20-Sep-2026)       ||      ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   (19-Sep-2026)       ||      ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ    (19-Sep-2026)       ||      ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   (19-Sep-2026)       ||      ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   (19-Sep-2026)       ||      ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   (19-Sep-2026)       ||      ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   (19-Sep-2026)       ||      କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   (19-Sep-2026)       ||      ମଦ କୋଠି ବନ୍ଦ ପାଇଁ ଗ୍ରାମବାସୀଙ୍କ ଦୃଢ଼ ନିଷ୍ପତ୍ତି ଗ୍ରାମରେ ମଦ ବିକ୍ରି ହେଲେ ଦୃଢ଼ ବିରୋଧ, ପ୍ରଶାସନର ହସ୍ତକ୍ଷେପ ଦାବି   (19-Sep-2026)       ||      ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା    (19-Sep-2026)       ||      *ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   (19-Sep-2026)       ||      ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର    (19-Sep-2026)       ||      "ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   (19-Sep-2026)       ||      ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||      ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   (18-Sep-2026)       ||      କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   (18-Sep-2026)       ||      *ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   (18-Sep-2026)       ||     

HOME   ଜିଲ୍ଲା

ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ, ସହାୟତା ଅପେକ୍ଷାରେ କୁମର ଙ୍କ ପରିବାର

17-Jan-2021



ନୟାଗଡ଼, (ପ୍ରଦୀପ କୁମାର ପଣ୍ଡା): କାନ୍ଦି କାନ୍ଦି ଜେଜେ ମା କହୁଛନ୍ତି କିଛି ସାହାଯ୍ୟ କର ମୋ ନାତି ର ଚିକିତ୍ସା ହେବ।ବଡବାପା ସାହାଯ୍ୟ ମିଳିଲେ ପୁତୁରା ର ଚିକିତ୍ସା କରାଇ ପାରନ୍ତୁ, ଗ୍ରାମବାସୀ କହୁଛନ୍ତି ଛୋଟ ପିଲା ଟିଏ କଷ୍ଟ ଦେଖି ସହି ହେଉନି କିନ୍ତୁ କିଛି କହିନପାରି କୋହ ଉଠେଇ କାନ୍ଦୁଛନ୍ତି ଚାରି ବର୍ଷର ଶିଶୁ ବିମଳ ର " ମା " । କିଛି କହିବାକୁ ଚାହିଁଥିଲେ ମଧ୍ୟ ସାହି ପଡିଶା ଙ୍କ ମୁହଁରୁ ପୁଅ ର କଷ୍ଟ କୁ ଅନୁଭବ କରି ଖାଲି ଆଖିରୁ ଲୁହ ଗଡ଼େଇ ଚାଲିଛନ୍ତି ମା ରିନା ।କେବେ କେମିତି ଟଙ୍କା ଯୋଗାଡ଼ କରିପାରିବୁ ଆଉ ପୁଅର ଚିକିତ୍ସା ହେବ ସେହି ଚିନ୍ତାରେ ନିଦ ହଜାଇ ସାରିଲେଣି  ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ କାପ୍ତାପଲ୍ଲି ପଞ୍ଚାୟତ ଅନ୍ତର୍ଗତ ବେତନଟୀ ଗ୍ରାମର କୁମର ନାୟକ ଓ ସ୍ତ୍ରୀ ରିନା ନାୟକ, ଦୁଇ ପୁଅ,ଦୁଇ ଝିଅଙ୍କୁ ନେଇ କୁମର ଙ୍କ ପରିବାର ।ପରିବାର ପ୍ରତିପୋଷଣ ପାଇଁ ଦିନ ମଜୁରିଆ ଭାବେ କାମ କରନ୍ତି କୁମର, ଏକାକି ମୂଲ୍ ମଜୁରି ଲାଗି ଯାହା ରୋଜଗାର କରନ୍ତି ସେଥିରେ ପରିବାର ଚଳାଇ ପିଲାଙ୍କ ଆବଶ୍ୟକ ପୁରାଣ କରିବା କଷ୍ଟକର ହୋଇପଡ଼ିଥିବା ବେଳ ସାନ ପୁଅ ର ଚିକିତ୍ସା କଥା ଭାବିଲେ ଆକାଶ ଟା ମୁଣ୍ଡୁ ଉପରେ ଖସି ପଡିଲାପରି ଲାଗେ। ୪ବର୍ଷ ର ପୁଅ ବିମଳ ର ଜନ୍ମରୁ ମୂତ୍ର ନଳୀ ନଥିବା ବେଳେ ନାଭିରେ ଏକ ମାଂସ ପିଣ୍ଡୁଳା ବାହାରି ରହିଛି ଆଉ ସେହି ମାଂସ ପିଣ୍ଡୁଳା ଜାଗାରୁ ସବୁସମୟରେ ପରିସ୍ରା ଝରୁଛି , ଯେଉଁଥି ପାଇଁ ସେ ପ୍ୟାଣ୍ଟ୍ ପିନ୍ଧିପାରୁନାହିଁ ଓ ବାହାରକୁ ଯାଇପାରୂନାହିଁ । ପୁଅର ଚିକିତ୍ସା ପାଇଁ କୁମର ନିଜର ଜମିବାଡ଼ି ବିକ୍ରି କରି ଓ ସାହି ପଡିଶା,ବନ୍ଧୁ ବାନ୍ଧବ ଙ୍କ ଠାରୁ ଧାର କରଜ୍ କରି ପ୍ରଥମେ ନୟାଗଡ଼ ଓ ପରେ କଟକ ବଡ଼ ଡାକ୍ତରଖାନାରେ ନେଇ ଚିକିତ୍ସା କରାଇଲେ କିନ୍ତୁ କିଛି ସୁଫଳ ମିଳିଲା ନାହିଁ ,ଅପରେସନ କରାଇବା ପାଇଁ ଡାକ୍ତର କହୁଛନ୍ତି ।ଅପରେସନ ପାଇଁ ଅନେକ ଟଙ୍କା ଦରକାର ଜାଣିବାପରେ ନିରୁପାୟ ହୋଇ ପୁଅ କୁ ଘର କୁ ଫେରାଇ ଆଣିଛନ୍ତି।ପୁଅର ଅପରସନ ପାଇଁ ଆବଶ୍ୟକ ଟଙ୍କା ଯୋଗାଡ଼ କରିବା କୁମର ଙ୍କ  ପାଇଁ ସମ୍ଭବ ହେଉ ନ ଥିବାରୁ, କଟକ ଡାକ୍ତଖାନା ରୁ ଫେରି ଭାଗ୍ୟକୁ ଆଦରି ନିରବିଯାଇଛନ୍ତି  ସମସ୍ତ ପରିବାର।
 ଏଣୁ ପ୍ରଶାସନ,ରାନେତା କିମ୍ବା କୌଣସି ସହୃଦୟ ବ୍ୟକ୍ତି ସହାୟତା ର ହାତ୍ର ବଢାଇଲେ ହୁଏତ "ବିମଳ" ର ଅପରେସନ ହୋଇ ପାରନ୍ତା  ବିମଳ କୁ ମିଲିପାରନ୍ତା ନୂଆ ଜୀବନ,ସବୁ ପିଲା ଙ୍କ ପରି ବିମଳ ମଧ୍ୟ ଗାଁ ପିଲାଙ୍କ ସହିତ ଗାଁ ଦାଣ୍ଡ ରେ ଖେଳନ୍ତା ସ୍କୁଲ୍ କୁ ଯାଇ ହସ ଖୁସି ରେ ପାଠ ପଢ଼ନ୍ତା।


News Comment




Photo in News

Advertisment
Lastest News
  ଜିଲ୍ଲା  
ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   20-Sep-2026
  ଜିଲ୍ଲା  
ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   20-Sep-2026
  ଜିଲ୍ଲା  
ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   19-Sep-2026
  ଜିଲ୍ଲା  
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ   19-Sep-2026
  ଜିଲ୍ଲା  
ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   19-Sep-2026
  ଜିଲ୍ଲା  
ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   19-Sep-2026
  ଜିଲ୍ଲା  
ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   19-Sep-2026
  ଜିଲ୍ଲା  
ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   19-Sep-2026
  ଜିଲ୍ଲା  
କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   19-Sep-2026
  ଜିଲ୍ଲା  
ମଦ କୋଠି ବନ୍ଦ ପାଇଁ ଗ୍ରାମବାସୀଙ୍କ ଦୃଢ଼ ନିଷ୍ପତ୍ତି ଗ୍ରାମରେ ମଦ ବିକ୍ରି ହେଲେ ଦୃଢ଼ ବିରୋଧ, ପ୍ରଶାସନର ହସ୍ତକ୍ଷେପ ଦାବି   19-Sep-2026
  ଜିଲ୍ଲା  
ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା   19-Sep-2026
  ଜିଲ୍ଲା  
*ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   19-Sep-2026

You Might Also Like