-+91-9937148622 |
prerana_bgr@rediffmail.com |
Thursday 5th March 2026 |
R.N.I. Regd No. ODIODI/2010/46693
Breaking News
17-Jan-2021
ରାଉରକେଲା, (ପ୍ରେରଣା ଖବର) : ରାଜଗାଙ୍ଗପୁର ଥାନା ବାହିୟାମ ଗ୍ରାମରେ ଅଭାବନୀୟ ଘଟଣା। ନିଜ ମାକୁ ହତ୍ୟା କରି ପୁଅ ଫେରାର। ମାରଣାସ୍ତ୍ର ରେ ମାର ମୁଣ୍ଡ ଗଣ୍ଡି ଅଲଗା କରି ସାନପୁଅ ହତ୍ୟା କରିଥିବା ଅଭିଯୋଗ। ଘରୁ ଗଳିତ ମୃତଦେହ ଉଦ୍ଧାର। ପାରିବାରିକ କଳହ ଓ ମା ଟଙ୍କା ନଦେବାରୁ ପୁଅ ହତ୍ୟା କରିଥିବା ସନ୍ଦେହ। ଅଭିଯୁକ୍ତ ହତ୍ୟାକାରୀ ପୁଅକୁ ଗିରଫ କରିବା ପାଇଁ ରାଜଗାଙ୍ଗପୁର ଥାନା ପୋଲିସ ପଷରୁ ଉଦ୍ୟମ ଜାରି। ମୃତଦେହ ରାଜଗାଙ୍ଗପୁର ଡାକ୍ତରଖାନାରେ ରଖାଯାଇଛି। ଆଜି ମୃତଦେହ ବ୍ୟବଚ୍ଛେଦ କରାଯିବ।