-+91-9937148622 |

prerana_bgr@rediffmail.com |

  Saturday 19th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||      ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   (18-Sep-2026)       ||      କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   (18-Sep-2026)       ||      *ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   (18-Sep-2026)       ||      ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   (18-Sep-2026)       ||      ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   (18-Sep-2026)       ||      ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   (18-Sep-2026)       ||      ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   (18-Sep-2026)       ||      ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||     

HOME   ଜିଲ୍ଲା

ନୂଆପଡା କବାଡି ପ୍ରୀମିୟର ଲିଗ ଉଦ୍ଘାଟିତ

17-Mar-2025



ନୂଆପଡା: ନୂଆପଡା ଜିଲ୍ଲା ଦର୍ଲିମୁଣ୍ଡା ଗ୍ରାମ ସ୍ଥିତ  ହାଇସ୍କୁଲ ଖେଳ ପଡିଆ ପରିସରରେ ରେ ଜିଲ୍ଲା କବାଡି ଖେଳାଳି ସଙ୍ଘ ଓ ଜିଲ୍ଲା ରେଫରୀ ସଂଘ ଙ୍କ ତତ୍ତ୍ଵାବଧାନରେ ଜିଲ୍ଲାରେ ପ୍ରଥମ ଥର ପାଇଁ ନୂଆପଡା କବାଡି ପ୍ରିମିୟର ଲିଗ୍ ର ଆରମ୍ଭ ହୋଇ ଯାଇଛି । ଉଦ୍ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବରେ ପୂର୍ବତନ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା  କାର୍ଯ୍ୟକ୍ରମର ଶୁଭାରମ୍ଭ କରି ଶୁଭ ଉଦ୍ଘାଟିତ କରିଥିଲେ , ସମ୍ମାନିତ ଅତିଥି ଭାବରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବଢେଇ ,ଖରିଆରୋଡ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା  ସୋନିଆ ଗୋଲ୍ଡି ଅଗ୍ରୱାଲ , ଜିଲ୍ଲା ପରିଷଦ ସଭ୍ୟ ଅବନୀରଞ୍ଜନ ଯୋଶୀ, ଦର୍ଲିମୁଣ୍ଡା ପଞ୍ଚାୟତ ସରପଞ୍ଚ  ସନ୍ଧ୍ୟାରାଣି ମିର୍ଦ୍ଧା, ସମିତି ସଭ୍ୟ ଅଶୋକ କୁମାର ଦଣ୍ଡସେନା, ଗୋଲଡି ଅଗ୍ରୱାଲ, ଲଳିତ ଅଗ୍ରୱାଲ,ମାଧବ ପ୍ରସାଦ ସାହୁ, ଅମିତ୍ ଅହିର , ମୂରଲୀଧର ରାଉତ,ମିତ୍ରଭାନୁ ରାଉତ ପ୍ରମୁଖ ଯୋଗଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ।ନୂଆପଡା କବାଡି ପ୍ରୀମିୟର୍ ଲିଗ୍ ରେ ଜିଲ୍ଲା ର ଆଠ ଗୋଟି ଟିମ୍ ରହିଛି ଓ ଜିଲ୍ଲା ର କୋଣ ଅନୁକୋଣରୁ ଖେଳାଳି ମାନେ ମିଶି ଖେଳୁଛନ୍ତି, ନୂଆପଡା କବାଡି ପ୍ରୀମୀୟର ଲିଗ, ପ୍ରୋ କବାଡି ଲିଗ୍ ଭଳିଆ ଖେଳା ଯାଉଛି ବୋଲି ଜିଲ୍ଲା ଖେଳାଳି ସଂଘ ସଭାପତି  ହରିଶ କୁମାର ଆହୀର ସୂଚନା ଦେଇଛନ୍ତି। ଏଥିରେ ଅଫିସିଆଲ୍ ମାନଙ୍କର ମୁଖ୍ୟ ଭୂମିକା ଅଛି ବୋଲି ସମ୍ପାଦକ ଦେବେନ୍ଦ୍ର ବାରିକ କହିଛନ୍ତି। ରେଖରାମ ଦଣ୍ଡସେନା, ଗଣେଶ ପ୍ରସାଦ ରାଉତ, ପ୍ରକାଶ ମିଶ୍ର,ଗୋକୁଳ ଦଣ୍ଡସେନା,ଚମନ୍ ରାଉତ, ଯଶୋବନ୍ତ ସେନାପତି, ରିଙ୍କି ଦଣ୍ଡସେନା , ପ୍ରେମଶଙ୍କର ସାହୁ, ଜିବଲାଲ ନାୟକ, ଦିନେଶ ସତନାମି, ଭାରତ ପ୍ରଧାନ, ବାବୁଲାଲ ବରିହା ସମେତ ସମସ୍ତ ରେଫରି ମାନଙ୍କ ସହଯୋଗ ରେ ମ୍ୟାଚ୍ ଗୁଡ଼ିକ ସୁରୁଖୁରୁ ଭାବରେ ଚାଲିଛି, ପ୍ରଥମ ମ୍ୟାଚ୍ ଉମେଶ ୟୁ ମମ୍ବା ଓ ଆର୍ଯ ଯୋଦ୍ଧା ମଧ୍ୟରେ ରୋମଞ୍ଚକ୍ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା, ଓ ଏହି ମ୍ୟାଚ୍ ରେ ଉମେଶ ୟୁ ମୂମ୍ବା ବିଜୟ ହୋଇଥିଲେ । ସୂଚନାଯୋଗ୍ୟ ଯେ ଏହି ପ୍ରତିଯୋଗୀତାର ଆୟୋଜନ ଗ୍ରାମ୍ୟ ଦେବତାଙ୍କ ପୂଜାର୍ଚ୍ଚନା ସହିତ ଏକ ବିଶାଳ ମଶାଲ ଯାତ୍ରା ମାଧ୍ୟମରେ ଗ୍ରାମ୍ୟ ପରିକ୍ରମା କରାଯାଇଥିଲା । ଗ୍ରାମବାସୀ, ଗ୍ରାମର ଯୁବଗୋଷ୍ଠୀ,କ୍ରୀଡ଼ାପ୍ରେମୀ ଦର୍ଶକ ମାନଙ୍କ ଉପସ୍ଥିତିରେ  ନୂଆପଡ଼ା କବାଡି ପ୍ରୀମିୟର ଲିଗ ଆଗେଇ ଚାଲିଛି, ତିନିଦିନ ପଯ୍ୟନ୍ତ ଏହା ଚାଲିବ। ଦର୍ଶକମାନେ ସଂଘର୍ଷପୂର୍ଣ୍ଣ ପ୍ରତିଯୋଗୀତା ଗୁଡ଼ିକର ମଜାନେଉଛନ୍ତି ଏବଂ ଖେଳାଳି ମାନଙ୍କୁ ଉତ୍ସାହିତ କରୁଛନ୍ତି। ଗୋକୁଳରାମ ଦଣ୍ଡସେନା ଏବଂ ଯଶୋବନ୍ତ ସେନାପତି ମଞ୍ଚ ସଞ୍ଚାଳନ କରିଥିଲେ ।ଏହି ଲିଗ୍ ମ୍ୟାଚରେ ୮ଟି ଦଳ ଯଥା ଆରଣ୍ୟ ଯୋଦ୍ଧା,ବିନ୍ଝାଲ୍ ୱରିଅରସ୍,ଉମେଶ ୟୁ ମୁମ୍ବା,ଗୋଡୱନା ପେନ୍ଥର୍ସ,ସାହୁ ବ୍ରଦର୍ସ,ନୂଆପଡା ୟୁଥ୍ ୱରିଅର୍ସ ,ସୁନାବେଡା ଫାଇଟର୍ସ ଓ ମାଧବ ଚ୍ୟାଲେଞ୍ଜର୍ସ ପରଷ୍ପର ପରଷ୍ପର ମଧ୍ୟରେ ଖେଳିବାର ସୁଯୋଗ ପାଇବେ ।ଶଙ୍କର ସତନାମୀ, ଦିନେଶ ସତନାମୀ,ଦେଓ,ଚୈତନ୍ୟସାହୁ, ବାବୁଲାଲ ବରିହା ରାଜୁ,ଦେବେନ୍ଦ୍ର,ପ୍ରବୀଣ ଆରଣ୍ୟ ପ୍ରମୂଖ ପ୍ରସ୍ତୁତି ଏବଂ ଆୟୋଜନରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଆସୁଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    18-Sep-2026
  ଜିଲ୍ଲା  
ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର   18-Sep-2026
  ଜିଲ୍ଲା  
ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   18-Sep-2026
  ଜିଲ୍ଲା  
ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   18-Sep-2026
  ଜିଲ୍ଲା  
କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   18-Sep-2026
  ଜିଲ୍ଲା  
*ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   18-Sep-2026
  ଅପରାଧ  
ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   18-Sep-2026
  ରାଜ୍ୟ  
ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   18-Sep-2026
  ରାଜ୍ୟ  
ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   18-Sep-2026
  ଜିଲ୍ଲା  
ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   18-Sep-2026
  ଦେଶ ବିଦେଶ  
ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   18-Sep-2026
  ଜିଲ୍ଲା  
 ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   18-Sep-2026

You Might Also Like