-+91-9937148622 |
prerana_bgr@rediffmail.com |
Saturday 7th March 2026 |
R.N.I. Regd No. ODIODI/2010/46693
Breaking News
15-Jan-2021
ବଲାଙ୍ଗୀର, (ପ୍ରେରଣା ଖବର ବ୍ୟୁରୋ)- ବଲାଙ୍ଗୀର ସହରର ହାତୀଶାଳପଡ଼ାରେ ଗ୍ୟାଙ୍ଗୱାର । ଦୁଇ ଜଣ ଯୁବକକୁ ଖଣ୍ଡା, ଟାଙ୍ଗି, ଭୁଜାଲିରେ ମରଣାନ୍ତକ ଆକ୍ରମଣ । ନୀଳ କୁମ୍ଭାର ଓ ବିଶାଳ ଶର୍ମା ଗୁରୁତର ଦୁଇ ଯୁବକ ବଲାଙ୍ଗୀର ମେଡିକାଲରେ ଭର୍ତ୍ତି । ୧୪ ଜଣ ଅସାମାଜିକ ଯୁବକ ଆକ୍ରମଣ କରିଥିବା ସୂଚନା । ଟାଉନ ଥାନା ପୋଲିସର ତଦନ୍ତ ଆରମ୍ଭ ।