-+91-9937148622 |
prerana_bgr@rediffmail.com |
Saturday 2nd May 2026 |
R.N.I. Regd No. ODIODI/2010/46693
Breaking News
02-Mar-2025
ବରୀ ସ୍ବାଧୀନତା ସଂଗ୍ରାମୀଙ୍କ ମାଟି, ସ୍ବାଭିମାନର ମାଟି । ଏଠି ନେତୃତ୍ବ ନେବାକୁ ହେଲେ ନିଜ ଦେହରୁ ରକ୍ତ ଦେବାକୁ ପଡେ । ଜନ ସେବା ପାଇଁ କଷ୍ଟ କରିବାକୁ ପଡେ । ସେତିକ କଷ୍ଟ କରିଥିବାରୁ ଆଜି ଏ ମାଟିର ସୁପୁତ୍ର ବିଧାୟକ ବିଶ୍ୱରଂଜନ ମଲିକଙ୍କୁ ଜନସେବା କରିବାର ସୁଯୋଗ ମିଳିଛି । ସେ ହାରି ହାରି ନୁହଁ ଲଢି ଲଢି ବିଜୟୀ ହୋଇଛନ୍ତି । ସବୁଠାରୁ ଅଧିକ ଭୋଟ ପାଇ ସେ ବିଧାୟକ ହୋଇଛନ୍ତି ବୋଲି ରାମେଶ୍ୱର ମହୋତ୍ସବରେ ସାମିଲ ହୋଇ କହିଛନ୍ତି ବରିଷ୍ଠ ବିଜେଡି ନେତା ପ୍ରଣବ ପ୍ରକାଶ ଦାସ ।
(ରିପୋର୍ଟ: ରଞ୍ଜିତ ମହାନ୍ତି)