-+91-9937148622 |

prerana_bgr@rediffmail.com |

  Saturday 19th September 2026 |

| | | |

R.N.I. Regd No. ODIODI/2010/46693

Breaking News

"ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   (19-Sep-2026)       ||      ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||      ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   (18-Sep-2026)       ||      କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   (18-Sep-2026)       ||      *ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   (18-Sep-2026)       ||      ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   (18-Sep-2026)       ||      ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   (18-Sep-2026)       ||      ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   (18-Sep-2026)       ||      ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   (18-Sep-2026)       ||      ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||     

HOME   ଜିଲ୍ଲା

ନୂଆଁ ମେଗା ଲିଫ୍ଟ ପଏଣ୍ଟ ସ୍ଥାପନ ପାଈଁ ଜିଲ୍ଲାପାଳ ଙ୍କୁ ଚାଷୀ ଙ୍କ ଦାବୀ ପତ୍ର ପ୍ରଦାନ

01-Mar-2025



ସୋନପୁର (ମନୋରଞ୍ଜନ ତ୍ରିପାଠୀ )  ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ର ୩ ଗୋଟି ପଞ୍ଚାୟତ ର ୨୨ ଟି ଗ୍ରାମ କୁ ତେଲ ନଦୀ ରେ ମେଗା ଲିପ୍ଟ ପଏଣ୍ଟ ମାଧ୍ୟମରେ ଋତୁ କାଳୀନ ଏକକ ଚାଷ ସୁନିଶ୍ଚିତ କରିବା ପାଇଁ ସୁବର୍ଣ୍ଣପୁର ଜିଲ୍ଲାପାଳ ଙ୍କ ଠାରେ ଦାବୀ ପତ୍ର ପ୍ରଦାନ୍ କରଯାଇଛି l ମିଳିଥିବା ସୂଚନା ଅନୁସାରେ ତରଭା ବ୍ଲକ ର ୩ ଗୋଟି ସରଗଜ, ଦୁବୁଲା, ତୁଲୁଣ୍ଡା ପଞ୍ଚାୟତ ର ୨୨ ଖଣ୍ଡ ଗ୍ରାମ ହଜାର ରୁ ଉର୍ଦ୍ଧ୍ବ ଚାଷୀ ଜଳ ସୋଚନ ର ସୁବିଧାରୁ ବଞ୍ଚିତ ରହିଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି I ତିନି ପଞ୍ଚାୟତ ଚାଷୀ ମାନଙ୍କ ସୁବିଧା ନେଇ ଦୀର୍ଘ କୋଡିଏ ଦିନ ଧରି ଚାଷୀ ନେତା ମିତ୍ର ବ୍ରତ ମିଶ୍ର, ସନ୍ତୋଷ ପଟ୍ଟନାୟକ ଓ ଅନ୍ୟ ଚାଷୀ ମାନେ ପଞ୍ଚାୟତ ର ପ୍ରତ୍ୟେକ ଗ୍ରାମ କୁ ଯାଇ ଦସ୍ତଖତ ସଂଗ୍ରହ ସହ ଚାଷ ସମ୍ପର୍କିତ ସମସ୍ୟା ଉପରେ ଆଲୋଚନା କରିଥିଲେ I  ସମସ୍ତ ଗ୍ରାମ ର ଚାଷୀ ମାନଙ୍କର ଏକ ମାତ୍ର ସମସ୍ୟା ସମାଧାନ ନେଇ ଋତୁ କାଳୀନ ଚାଷ କାର୍ଯ୍ୟପାଇଁ ତେଲ ନଦୀ ରେ ଏକ ମେଗା ଲିପ୍ଟ ପଏଣ୍ଟ ସ୍ଥାପନ କରିବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଛି  I ଏକ ମାସ ତଳେ  ଏ ଅଞ୍ଚଳର  ଚାଷୀ ମାନେ ଜିଲ୍ଲାପାଳ ଙ୍କ ଠାରେ ଏକ ଦାବୀ ପତ୍ର ପ୍ରଦାନ କରି ଥିଲେ  I ଏହି ଦାବୀ ପତ୍ର ପ୍ରଦାନ ପରେ ଜିଲ୍ଲା ପାଳ ଶ୍ରୀମତୀ ଦାସ ଙ୍କ ନିର୍ଦ୍ଧେଶ କ୍ରମେ ବିଭୀଗୀୟ ଅଧିକାରୀ କ୍ଷେତ୍ର ପରିଦର୍ଶନ କରି ସମ୍ପୃକ୍ତ ଅଞ୍ଚଳ ର ରାଜସ୍ବ ନୀରିକ୍ଷକ  ଜଳ ସେଚନ ର ସମସ୍ୟା ନେଇ ରିପୋର୍ଟ ପାଇଁ ନିର୍ଦ୍ଧେଶ ଦେଇ ଥିଲେ I ଜିଲ୍ଲାପାଳ ତାଙ୍କ ପ୍ରତିଶୃତି ରକ୍ଷା କରିଥିବାରୁ ଗତ ଅଭିଯୋଗ ଶୁଣାଣି ଶିବିର ରେ ଚାଷୀ ନେତା ଶ୍ରୀ ମିଶ୍ର ଓ ସମ୍ପୃକ୍ତ ଅଞ୍ଚଳ ର ଶତାଧିକ ଚାଷୀ  ସୁବର୍ଣ୍ଣପୁର ଜିଲ୍ଲାପାଳ ଅନ୍ୟା ଦାସ ଙ୍କୁ ସାଧୁ ବାଦ ଓ କୃତଜ୍ଞତା ଜଣାଇଥିଲେ  I ଋତୁ କାଳୀନ ଚାଷ ପାଇଁ ତେଲ ନଦୀ ରେ ଶୀଘ୍ର ନୂତନ ଏକ ମେଗା ଲିପ୍ଟ ପଏଣ୍ଟ ସ୍ଥାପନ କରିବା ନେଇ ସରଗଜ, ଦୁବୁଲା, ତୁଲୁଣ୍ଡା ଗ୍ରାମପଞ୍ଚାୟତ ର ସରଗଜ, ଚନ୍ଦନ ପାଲି, ବଘିଆ ମୁଣ୍ଡା, ତେନ୍ତୁଳୀଖୁଣ୍ଟି, ନକଟିକନା, ତେନ୍ତୁଳିଆ ମୁଣ୍ଡା ସମେତ ଅନେକ ଗ୍ରାମ ର ଚାଷୀ ମାନେପୁଣି ଥରେ  ଜିଲ୍ଲାପାଳ ଙ୍କ ଠାରେ ଦାବୀ କରିଥିଲେ I ଚାଷୀ ନେତା ମିତ୍ରବ୍ରତ ମିଶ୍ର, ସନ୍ତୋଷ ପଟ୍ଟନାୟକ, ପବିତ୍ର ମିଶ୍ର,ତପନ ମିଶ୍ର, କୈଳାସ ମିଶ୍ର, ଚିନ୍ତାମଣି ମିଶ୍ର, ଉପିନ ନାଏକ, ବୀରେନ୍ଦ୍ର ରଣା, ରାଜେନ୍ଦ୍ର ରଣା,ବିଶେଶ୍ୱରସାହୁ ମନୋହର ମିଶ୍ର, ପରମେ ମିଶ୍ର, ଅଶୋକ ମିଶ୍ର, ଭକ୍ତ ମହଲା  ,ଶୁଭ୍ର ମିଶ୍ର,  ସୁଶୀଳ ମଲ୍ଲିକ, ସୁକାନ୍ତ ମିଶ୍ର, ଗଣେଶ ମିଶ୍ର, ଦୟାନିଧି ମିଶ୍ର  ଙ୍କ ସମେତ ଶତାଧିକ ଚାଷୀ  ଉପସ୍ଥିତ ଥିଲେ I ଦାବୀ ପତ୍ର ପ୍ରଦାନ ସମୟରେ ତରଭା ବିଡ଼ିଓ ଗଙ୍ଗାରାମ ବୁଡ଼େକ ଙ୍କ ସହ ଅନ୍ୟ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ I


News Comment




Photo in News

Advertisment
Lastest News
  ଜିଲ୍ଲା  
"ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   19-Sep-2026
  ଜିଲ୍ଲା  
ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    18-Sep-2026
  ଜିଲ୍ଲା  
ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର   18-Sep-2026
  ଜିଲ୍ଲା  
ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   18-Sep-2026
  ଜିଲ୍ଲା  
ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   18-Sep-2026
  ଜିଲ୍ଲା  
କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   18-Sep-2026
  ଜିଲ୍ଲା  
*ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   18-Sep-2026
  ଅପରାଧ  
ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   18-Sep-2026
  ରାଜ୍ୟ  
ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   18-Sep-2026
  ରାଜ୍ୟ  
ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   18-Sep-2026
  ଜିଲ୍ଲା  
ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   18-Sep-2026
  ଦେଶ ବିଦେଶ  
ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   18-Sep-2026

You Might Also Like