-+91-9937148622 |

prerana_bgr@rediffmail.com |

  Saturday 19th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା    (19-Sep-2026)       ||      *ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   (19-Sep-2026)       ||      ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର    (19-Sep-2026)       ||      "ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   (19-Sep-2026)       ||      ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||      ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   (18-Sep-2026)       ||      କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   (18-Sep-2026)       ||      *ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   (18-Sep-2026)       ||      ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   (18-Sep-2026)       ||      ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   (18-Sep-2026)       ||      ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   (18-Sep-2026)       ||      ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   (18-Sep-2026)       ||      ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||     

HOME   ଜିଲ୍ଲା

ଡାବୁଗାଁ ବ୍ଲକରେ ନାମକୁ ମାତ୍ର ଚାଲିଛି ଧାନ ମଣ୍ଡି

01-Mar-2025



ନବରଙ୍ଗପୁର (ମିହିର ଶଙ୍କର ପାତ୍ର) ସରକାର ଚାଷୀଙ୍କ ଧାନର ଉଚିତ ମୂଲ୍ୟ ପ୍ରଦାନ ପାଇଁ ମଣ୍ଡି ର ବ୍ୟବସ୍ଥା କରିଛନ୍ତି। ପ୍ରତି ଜିଲ୍ଲାରେ ପ୍ରତି ବ୍ଲକ ରେ ଲୋକଙ୍କ ଚାହିଦା ଦେଖି ମଣ୍ଡି ଗୁଡିକ ଖୋଲାଯାଇଛି । ଡାବୁଗାଁ ବ୍ଲକ ଠାରେ ଡାବୁଗାଁ ସଦର ମହକୁମା ରେ ମଙ୍ଗଳବାର ଓ ବୁଧବାର ଏବଂ ଜୁନାପାଣି ଗ୍ରାମରେ ଶୁକ୍ରବାର, ଶନିବାର ଓ ସୋମବାର ମଣ୍ଡି ଖୋଲାଯାଇ ଧାନ କିଣାଯାଏ। କିନ୍ତୁ ଜାନୁଆରୀ ଆଠ ତାରିଖ ପର୍ଯ୍ୟନ୍ତ ଠିକ ଠାକ୍ ମଣ୍ଡି ଚାଲିବା ପରେ ବର୍ତ୍ତମାନ ନାମକୁ ମାତ୍ର ମଣ୍ଡି ଚାଲିଛି ଭଳି ଜଣା ପଡ଼ୁଛି। ଧାନ ମଣ୍ଡିରେ ନା ଆସୁଛି ଧାନ ନା ଚାଷୀ ଆସୁଛନ୍ତି। ଏସ ଏଚ ଜି ଓ ଲେମ୍ପ ଧାନ କିଣୁଥିବା ବେଳେ ମଣ୍ଡି ରେ କାହାର ଦେଖା ନାଇଁ। ଏବିଷୟରେ  ଡାବୁଗାଁ ଲ୍ୟାମ୍ପ ଏମ ଡି କୁ ପଚାରିବାରୁ ଧାନ ମଣ୍ଡିକୁ ଆସୁନି ଚାଷି ଧାନକୁ ସିଧା ମିଲ ଗୁଡିକରେ ନେଉଛନ୍ତି ବୋଲି କହିବ ସହ ଟାର୍ଗେଟ ମଧ୍ୟ୍ୟ ଠିକସେ ଆସୁନଥିବା ଅଭିଯୋଗ କରିଛନ୍ତି। କିନ୍ତୁ ଦୁଃଖର ବିଷୟ ମଣ୍ଡି ହେବା ସ୍ଥାନରେ କେବେ ହେଲେ ଚାଷି ଡାବୁଗାଁ ଲ୍ୟାମ୍ପ ଏମ ଡି କୁ ଦେଖି ନାହାନ୍ତି। ସବୁଠୁ ଗୁରୁତ୍ୱ ପୂର୍ଣ୍ଣ କଥା ଚାଷୀଙ୍କୁ ଠାରୁ ୫/୬କେଜି କଟଣି ଛଟଣି କରାଯାଉଛି। ଓ ଚାଷୀଙ୍କ ନିରୀହତାର ସୁଯୋଗ ନେଇ   ଟୋକେନ ଗ୍ରହଣ ପୂର୍ବରୁ ସରକାରୀ ଦସ୍ତାବିଜରେ  ଖାଲି ସ୍ଥାନରେ ହସ୍ତାକ୍ଷର କରାଯାଉଛି ଏବଂ ଟିପ ଚି଼ହ୍ନ ନିଆଯାଉଛି। ଯଦି ମଣ୍ଡି ରେ ଧାନ କିଣା ନ ହୋଇ ସିଧା ସଳଖ ମିଲକୁ ଯାଉଛି ତେବେ ଲ୍ୟାମ୍ପ ଓ ଏସ ଏଚ ଜି ଗ୍ରୁପ ର ଧାନ ମଣ୍ଡିରେ କାମ କଣ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।ଏସ ଏସ ଜି ଗ୍ରୁପ, ଲ୍ୟାମ୍ପ ଓ ମିଳର୍ସ ମାନଙ୍କ ଟାର୍ଗେଟ ଲିଷ୍ଟ କଣ  ପବ୍ଲିକକୁ ଜଣା ହେଉ ନାହିଁ ଏହା ଏକ ବଡ଼ ପ୍ରଶ୍ନ ଅଟେ।ଠିକ ଭାବରେ ମଣ୍ଡି ଚଳାଇବା ସହ ଅନିୟମିତତା ସ୍ପଷ୍ଟ ଜଣା ପଡ଼ୁଚି। ଉଚିତ ତଦନ୍ତ ପାଇଁ ସାଧାରଣରେ ଦାବି ହେଉଛି।

ବିଦ୍ର:-ଏସ ଏସ ଜି ଗ୍ରୁପ, ଲ୍ୟାମ୍ପ ଓ ମିଳର୍ସ ମାନଙ୍କ ଟାର୍ଗେଟ ଲିଷ୍ଟ କଣ ପାଈଁ ପବ୍ଲିକକୁ ଜଣାଉ   ନାହାନ୍ତି ଏହା ଏକ ବଡ଼ ପ୍ରଶ୍ନ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା   19-Sep-2026
  ଜିଲ୍ଲା  
*ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   19-Sep-2026
  ଜିଲ୍ଲା  
ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର   19-Sep-2026
  ଜିଲ୍ଲା  
"ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   19-Sep-2026
  ଜିଲ୍ଲା  
ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    18-Sep-2026
  ଜିଲ୍ଲା  
ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର   18-Sep-2026
  ଜିଲ୍ଲା  
ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   18-Sep-2026
  ଜିଲ୍ଲା  
ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   18-Sep-2026
  ଜିଲ୍ଲା  
କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   18-Sep-2026
  ଜିଲ୍ଲା  
*ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   18-Sep-2026
  ଅପରାଧ  
ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   18-Sep-2026
  ରାଜ୍ୟ  
ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   18-Sep-2026

You Might Also Like