-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||     

HOME   ଜିଲ୍ଲା

ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

27-Feb-2025



ବରଗଡ଼:(ନିରଞ୍ଜନ ତ୍ରିପାଠୀ)-ଆଜି ମାନ୍ୟବର ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଡେପୁଟି କଲେକ୍ଟର ଶ୍ରୀଯୁକ୍ତ ଉତ୍ତମ କୁମାର ବାଘ ଙ୍କ ଜରିଆରେ ସଂଯୁକ୍ତ କୃଷକ ସଂଗଠନ ତରଫରୁ କେନ୍ଦ୍ର ସରକାର ଙ୍କ ଦ୍ୱାରା ପ୍ରସ୍ତାବିତ କୃଷି ବିପଣନ ଏବଂ ରାଷ୍ଟ୍ରୀୟ ନୀତି ଢାଞ୍ଚା  ୨୦୨୪ କୁ କାର୍ଯ୍ୟକାରୀ ନ କରିବା ପାଇଁ ଦାବିପତ୍ର ପ୍ରଦାନ କରାଯାଇଛି।
ଓଡିଶା ଏକ କୃଷିପ୍ରଧାନ ରାଜ୍ୟ ଯେଉଁଥିରେ ୭୦/୮୦% ଲୋକଙ୍କ କୃଷି ଜୀବିକା ଉପରେ ନିର୍ଭରଶୀଳ ଏଟେ। ବାରମ୍ବାର ପ୍ରାକୃତିକ ବିପର୍ଯୟ କାରଣ ରୁ କୃଷକ ମାନଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଉଥିବା ବେଳେ ନୈରାଶ୍ୟଜନକ ସରକାରୀ ସାହାଯ୍ୟ, ଜଳସେଚନ ଅଭାବ, ସରକାରୀ ସବସିଟି ବାଟମାରଣ, ଆଦର୍ଶ ବଜାର ବ୍ୟବସ୍ଥା ନାହିଁ ଏବଂ ଆବଶ୍ୟକ ଶୀତଲ ଭଣ୍ଡାର ନାହିଁ କି ସୁବିଧା ଋଣ ମିଳିପାରୁ ନାହିଁ ଏହିସବୁ କାରଣରୁ କୃଷିକ୍ଷେତ୍ର ଛାଡି କାର୍ଯ୍ୟ ଅନ୍ନେଷଣ ରେ ଅନ୍ୟ ରାଜ୍ୟକୁ ଦାଦନ ଖଟି ଯାଉଛନ୍ତି ରାଜ୍ୟବାସୀ । ଏହି ପରି ଅନେକ ସମସ୍ୟା ଥାଇ ମଧ୍ୟ କୃଷକ ମାନଙ୍କ କଠିନ ପରିଶ୍ରମ ଫଳରେ ଭୋକିଲା ରାଜ୍ୟରୁ ବଳକା ରାଜ୍ୟ ଭାବେ ଆଜି ପରିଗଣିତ ହୋଇପାରିଛି । ହେଲେ ଆଜି ମଧ୍ୟ କୃଷକ ମାନଙ୍କ ମାସିକ ଆୟ ଜାତୀୟ ସ୍ତରରୁ ବହୁତ କମ ସେଦିଗରେ ସରକାର ପ୍ରୟାସ କରିବା ଦରକାର ଅଟେ।
ଗତ ୨୮ ଡିସେମ୍ବର ୨୦୨୪ ଦିନ ସଂଘୀୟ ଢାଞ୍ଚାକୁ ଉଲଂଘନ କରି କେନ୍ଦ୍ର ସରକାର,ରାଜ୍ୟ ମାନଙ୍କୁ କୃଷି ବିପଣନ ଏବଂ ରାଷ୍ଟ୍ରୀୟ କୃଷି ଢାଞ୍ଚା କୁ କାର୍ଯ୍ୟକାରୀ କରିବା ପାଇଁ ସମସ୍ତ ରାଜ୍ୟମାନଙ୍କୁ ଏକ ମାର୍ଗଦର୍ଶିକା ଦେଇଛନ୍ତି ।ସମ୍ବିଧାନ ର ଅନୁଚ୍ଛେଦ ୨୪୬ ସପ୍ତମ ଅନୁସୂଚିତରେ ଉଲ୍ଲେଖ ଅଛି ଯେ କୃଷିକ୍ଷେତ୍ର ରାଜ୍ୟ ଅଧୀନ ରେ ଥିବାରୁ କୌଣସି ଆଇନ କଲେ ରାଜ୍ୟର ସହମତି ଦରକାର। ସେଥି ଯୋଗୁଁ ବିପଣନ ପାଇଁ ରାଷ୍ଟ୍ରୀୟ ଆଇନ କଲେ ରାଜ୍ୟ ମାନଙ୍କ ଅନୁମତି ବା ସମତୁଲ୍ୟ ସମର୍ଥନ ଆଇନ ଆବଶ୍ୟକ ପଡେ। ସେଥିପାଇଁ କେନ୍ଦ୍ର ଏହି ପ୍ରସ୍ତାବ ରଖିଅଛି । ଯାହାକୁ ସର୍ବଭାରତୀୟ ସ୍ତରରେ ସମସ୍ତ କୃଷକ ସଙ୍ଗଠନ ମାନେ ବିରୋଧ କରୁଛନ୍ତି। ଆମେ ସଂଯୁକ୍ତ କୃଷକ ସଂଗଠନ ବରଗଡ଼ ର ମଧ୍ୟ ତୀବ୍ର ବିରୋଧ କରିବା ସାଙ୍ଗକୁ ରାଜ୍ୟ ସରକାରଙ୍କୁ ଏହି ଆଇନ କାର୍ଯ୍ୟକାରୀ ନ କରିବା ପାଇଁ ନିବେଦନ କରୁଅଛି। ପ୍ରକାଶ ଥାଉକି କରୋନା ମହାମାରୀ ସମୟରେ ଠିକ ଏହି ପରି ତିନି କୃଷି କଳା ଆଇନ କେନ୍ଦ୍ର ସରକାର ଆଣିଥିଲେ। ସଂଯୁକ୍ତ କିସାନ ମୋର୍ଚ୍ଚା ପକ୍ଷରୁ ଦୀର୍ଘ ୧୩ ମାସ ଆନ୍ଦୋଳନ ଏବଂ ୭୦୦ ଶହ କୃଷକଙ୍କ ବଳିଦାନ ପରେ ସରକାର ସେହି କଳା କୃଷି ଆଇନ ପ୍ରତ୍ୟାହାର କରିବା ପାଇଁ ବାଧ୍ୟ ହୋଇଥିଲେ। ପୁଣି ଥରେ କୃଷିକ୍ଷେତ୍ର କୁ ରିଫର୍ମ ନାଁ ରେ କମ୍ପାନୀ କରଣ କରିବା ଉଦ୍ୟମ କେତେଦୂର ଯୁକ୍ତିଯୁକ୍ତ ଅଟେ।
୨୦୨୬/୧୮ ମସିହା ରୁ କୃଷି ଉତ୍ପାଦନ ରେ ରେକର୍ଡ ସ୍ତର ରେ ବୃଦ୍ଧି ହେବା ଦେଶ ପାଇଁ ଗର୍ବ ଓ ଗୌରବ ର କଥା ତେଣୁ ଏପିଏମସି କୁ ଠିକ ଭାବରେ କାର୍ଯ୍ୟ କାର୍ଯ୍ୟକାରୀ କରାଯାଉ ଦେଶରେ ୭୦୫୭ ମଣ୍ଡି ମଧ୍ୟରୁ ୧୧୦୦ ମଣ୍ଡି ବନ୍ଦ ପଡିଛି ତାହାକୁ କାର୍ଯ୍ୟକ୍ଷମ କରାଯାଉ ଏବଂ ସରକାର ନିଜେ ମଣ୍ଡି ପରିଚାଳନା କରନ୍ତୁ। କାରଣ କୃଷକ ତାହାର ଉଚିତ ମୂଲ୍ୟ ସରକାରୀ ବ୍ୟବସ୍ଥା ରେ ହିଁ ପାଇଥାଏ। ଚଳିତ ବର୍ଷ ଓଡ଼ିଶା ରେ ଏମଏସପି ବ୍ୟତୀତ ୮୦୦ ଟଙ୍କା ଅଧିକ ୧୪ ଲକ୍ଷ କୃଷକ ୬୪ ଲକ୍ଷ ମେଟ୍ରିକ ଟନ ଧାନ ବିକ୍ରି କରି ୫୨୦୦ କୋଟି ଟଙ୍କା ଅଧିକ ବର୍ତ୍ତମାନ ସୁଦ୍ଧା ପାଇଲେଣି ସେହିପରି ବରଗଡ଼ ରେ ମଧ୍ୟ ୭୭ ଲକ୍ଷ ୫୦ କ୍ୟୁଣ୍ଟାଲ ଧାନ ବିକ୍ରି କରି ୨ ଲକ୍ଷ ୫୦ ହଜାର କୃଷକ ୬୨୦ କୋଟି ଟଙ୍କା ଅଧିକ ମଣ୍ଡିରେ ଧାନ ବିକ୍ରି କରି ଲାଭ ପାଇ ଛନ୍ତି।
ଏଣୁ ମହାଶୟ ଆମେ ନିଶ୍ଚିତ କୃଷକ ହିତ ଦୃଷ୍ଟି ରୁ ଓଡିଶା ର ଲୋକଙ୍କ ସରକାର ଏହି କେନ୍ଦ୍ରୀୟ କୃଷକ ମାରଣ ନୀତି ବା ବଜାର ବ୍ୟବସ୍ଥା କୁ କମ୍ପାନୀ କରଣ ଆଇନ ପ୍ରତ୍ୟାଖାନ କରିବେ ଆଶା ରଖିଥିବା ଉଲେଖ କରିଛନ୍ତି। ଯଦି କୃଷକ ମାନଙ୍କ ସ୍ୱାର୍ଥ ବିରୋଧ ରେ ନିଷ୍ପତ୍ତି ନିଆଯାଏ ତାହାହେଲେ ଦେଶ ବ୍ୟାପି ଆନ୍ଦୋଳନ ହେବ ବୋଲି ଚେତାବନୀ ଫେଇଛନ୍ତି। ଆସନ୍ତା ମାର୍ଚ୍ଚ ୧୭ ରାଜ୍ୟସ୍ତରୀୟ କିସାନ ମହାପଞ୍ଚାୟତ ରେ ଏହାକୁ ପ୍ରସଙ୍ଗ କରାଯିବ ବୋଲି ମଧ୍ୟ କହିଛନ୍ତି। ରମେଶ ମହାପାତ୍ର ଙ୍କ ସହିତ ବାବରୁବାହନ ସାହୁ, ସୁରେଶ ନିକେଣ୍ଟି, ସ୍ୱାଭିମାନ ଜେନା ଉପସ୍ଥିତ ଥିଲେ।ଏହି ଅବସରରେ ସଂଯୁକ୍ତ କୃଷକ ସଂଗଠନର ଉପଦେଷ୍ଟା ରମେଶ ମହାପାତ୍ର, ସୁରେଶ ନିକେଣ୍ଟି,ବାବୃବାହାନ ସାହୁ,ସ୍ୱାଭିମାନ ଜେନାଙ୍କ ନେତୃତ୍ବରେ ଡେପୁଟି କଲେକ୍ଟର ଉତ୍ତମ କୁମାର ବାଘ ଙ୍କୁ ଏହି ଦାବିପତ୍ର ପ୍ରଦାନ କରାଯାଇଥିଲା।


News Comment




Photo in News

Advertisment
Lastest News
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   24-Sep-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   24-Sep-2026
  ଜିଲ୍ଲା  
ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   24-Sep-2026
  ଜିଲ୍ଲା  
* *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   24-Sep-2026
  ଜିଲ୍ଲା  
ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ   24-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ   24-Sep-2026
  ଜିଲ୍ଲା  
ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   24-Sep-2026
  ଜିଲ୍ଲା  
ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   24-Sep-2026
  ଜିଲ୍ଲା  
ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   24-Sep-2026
  ଜିଲ୍ଲା  
କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   24-Sep-2026
  ଜିଲ୍ଲା  
*ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   24-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   24-Sep-2026

You Might Also Like